ରାସ୍ତା ଉପରେ ନାଗ ନାଗୁଣୀଙ୍କ ମିଳନ ର ବିରଳ ଦୃଶ୍ୟ, ଏବେ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି ଏହି Video

ନମସ୍କାର ବନ୍ଧୁଗଣ । ଫିଲ୍ମରେ ଅନେକ ସମୟରେ ଦେଖାଯାଏ ନାଗ ନାଗୁଣୀ ଖେଳିବାର ବା ନୃତ୍ୟୁ କରିବାର । କିନ୍ତୁ ବାସ୍ତବରେ ଏଭଳି ଏକ ଘଟଣା ସାମନାକୁ ଆସିଛି ଆଉ ରାସ୍ତା ଉପରେ ରୀତି କ୍ରିଡା ରେ ମାତିଛନ୍ତି ନାଗ ନାଗୁଣୀ । ଏ ଦୃଶ୍ୟ ଯିଏ ବି ଦେଖଚି ସେ ଆଶ୍ଚର୍ଯ୍ୟ ହୋଇ ରହି ଯାଉଛି । ତେବେ ଏହି ଘଟଣା ଟି ଘଟିଛି ଶ୍ରାବଣ ମାସର ଶେଷ ସୋମବାର ଦିନ । ଆଉ ଏଭଳି ଅଲୌକିକ ଘଟଣା ସମାନା କୁ ଆସିଛି । କୁହା ଯାଉଛି କି ଶ୍ରାବଣ ମାସର ଶେଷରେ କିଛି ଏଭଳି ଅଦଭୂତ ବା ଚକିତ କରି ଦେଲା ଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ ।

ଆଉ ସୋମବାର ଦିନ ଏଭଳି ସର୍ପ ଦେବତା ଙ୍କ ମିଳନ ହେଉଛି ଯାହାର ଦୃଶ୍ୟ ସାମନାକୁ ଆସିଛି । ତେବେ ଏହି ଦୃଶ୍ୟ ଦେଖିବାକୁ ଲୋକ ମାନଙ୍କର ଗହଳି ଦେଖିବାକୁ ମିଳିଥିଲା । କିଭଳି ଭାବେ ନାଗ ନାଗୁଣୀ ରତି କ୍ରିଡା ରେ ମାତିଥିଲେ । ତେବେ ଏହି ଅଲୌକିକ ଘଟଣା ଦେବ ଦେବ ମହାଦେବଙ୍କର ଅପୂର୍ବ ଲୀଳା ବୋଲି କୁହା ଯାଉଛି ।

ଏହି ଘଟଣା ଟି ଘଟିଛି କେଉଁଝର ଘଷିପଡା ବ୍ଲକ ଅନ୍ତର୍ଗତ ଅଳତି ମାସଲ ସାହି ରାସ୍ତା ରେ ସୋମବାର ଅପରାହ୍ନ ରେ ଦୀର୍ଘ ସମୟ ଧରି ଦୁଇ ଟି ନାଗ ନାଗୁଣୀ ରାତି କ୍ରିଡା ରେ ଲୀନ ଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ଖବର ପ୍ରଚାର ପରେ ଅନେକ ଲୋକ ସେଠାରେ ରୁଣ୍ଡ ହୋଇ ନାଗ ନାଗୁଣୀ ଖେଳ ଦେଖିବାକୁ ଭିଡ ଜମାଇ ଥିଲେ ।

ସେହି ସମୟରେ କିଛି ଲୋକ ମାନେ ନିଜ ମୋବାଇଲ ରେ ଏଭଳି ମନୋରୋମା ଦୃଶ୍ୟ କୁ କଏଦ ମଧ୍ୟ କରିଥିଲେ । ତେବେ ଲୋକ ମାନଙ୍କ କହିବା ଅନୁଯାୟୀ ନୂଆ ବସ୍ତ୍ର ବା ନୂଆ ଶାଢୀ ଉପରେ ନାଗ ନାଗୁଣୀ କ୍ରିଡା କରିଥିଲେ ସେହି ବସ୍ତ୍ର ପରିଧାନ କରିଲେ ଅତ୍ୟନ୍ତ ଶୁଭ ଫଳ ମିଳିଥାଏ ଯାହା ଆଜି ବିଶ୍ଵାସ ରହିଛି ।

ଏହି ବିଶ୍ବାସକୁ ଆଧାର କରି କିଛି ମହିଳା ନାଗ ନାଗୁଣୀ ଖେଳୁଥିବା ସ୍ଥାନରେ ନୂଆ ସାଧ୍ୟ ପକାଇ ଦେଇଥିଲେ । ଆଉ ଯାହା ଉପରେ ନାଗ ନାଗୁଣୀ ଖେଳିବାକୁ ଲାଗିଥିଲେ । ଆଜିର ଆଧୁନିକ ଯୁଗରେ ଏହି ସବୁ କଥା ଅନ୍ଧ ବିଶ୍ଵାସ ହୋଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରେ ସେମିତି ରହିଛି ।

ନାଗ ନାଗୁଣୀ ରାତି କ୍ରିଡା କରିବାର ଭିଡିଓ କରି ଅନେକ ଯୁବକ ଯୁବତୀ ଫେସବୁକ, ୱ୍ହାଟସପ ଓ ଇଂଷ୍ଟାଗ୍ରାମ ରେ ଅପଲୋଡ କରିଥିବା ଦେଖିବାକୁ ମିଳିଛି । ତେବେ ସର୍ପ ବିଶାରଦ ଙ୍କ ମତରେ ମୌସୁମୀ ଆଗମନ ସହ ଶ୍ରାବଣ ମାସରେ ବୟସ୍କ ନାଗ ନାଗୁଣୀ ରାତି କ୍ରୀଡାରେ ନିମଗ୍ନ ହେବ ସହ ନୃତ୍ୟୁ କରିଥାନ୍ତି । ଆଉ ଏହି ଦୃଶ୍ୟ ଦେଖିବାକୁ ଅତ୍ୟନ୍ତ ମନୋରମା ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *