Interesting GK Questions – କେଉଁ ଜୀବ ର ମୁଣ୍ଡ କଟିଗଲେ ମଧ୍ୟ 8 ଦିନ ଯାଏଁ ବଞ୍ଚିପାରେ ?

ଅନେକ ପ୍ରଶ୍ନର ଯାହା ଆମ ପାଖରେ ନାହି । ତାହା ଆମେ କାହାକୁ ପଚାରି ଥାଉ । ଆମ ପାଖରେ ଅନେକ ପ୍ରଶ୍ନ ଅଛି ଯାହା ଆମକୁ ଆଗକୁ ଯାଇକି ଅନେକ କମ୍ପିଟେଟିଭ ପରୀକ୍ଷା ରେ ଆମେ ଏହାକୁ ଦେଖିବା ପାଇଁ ପାଇଥାଉ । ସାଧାରଣ ଭାବେ ଆମେ ଦେଖିବା ପାଇଁ ଯିବା ଯଦି ଆମେ ଆମ ପାଖ ଆଖରେ ହେଉଥିବା ଘଟଣା ଠାରୁ ବହୁତ ଦୂର ରେ ଥାଏ । ଆଜି ଆମେ ଆପଣଙ୍କୁ କିଛି ସାଧାରଣ ଜ୍ଞାନ ଭଳି ପ୍ରଶ୍ନ ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କୁ ଆଗାମୀ ଦିନରେ ସାହାଜ୍ଯ କରିଥାଏ । ଅନେକ ପିଲା ମାନେ କେବଳ ବହି କୁ ପଢିଥାନ୍ତି ସେମାନେ ବାହାର ଦୁନିଆ କୁ ଦେଖିବା ପାଇଁ ଚେଷ୍ଟା କରି ନ ଥାନ୍ତି ।

ଯାହା ପାଇଁ ସାଧାରଣ ଭାବେ ସେମାନେ ପରୀକ୍ଷାରେ ଖରାପ କରିଥାନ୍ତି । ଯେଉଁ ମାନେ ଆଇଏଏସ କିମ୍ବା ଓଏଏସ ଦେବା ପାଇଁ ପ୍ରସ୍ତୁତ କରି ଥାନ୍ତି ତାଙ୍କୁ ଅନେକ ଦିନ ଧରି ପାଠ ପଢିବା ପାଇଁ ପଡିଥାଏ । ଯାହା ଦ୍ଵାରା ସେମାନେ ସବୁ ବେଳେ ଚିନ୍ତାରେ ଥାନ୍ତି କି କିଭଳି ଭାବେ ସାଧାରଣ ଜ୍ଞାନ ପରୀକ୍ଷା ରେ କିଭଳି ଭାବେ ଭଲ କରିବେ । କିଛି ଜଣ ଅଛନ୍ତି ଯେଉଁ ମାନଙ୍କୁ ସାଧାରଣ ଜ୍ଞାନ ବହୁତ ଶୀଘ୍ର ମନେ ରହି ଯାଇଥାଏ । ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି ।

କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- କେଉଁ ଦେଶରେ ଭିକାରି ମାନେ ଭିକ ମାଗିବାକୁ ଲାଇସେନ୍ସ କରିଥାନ୍ତି ?

ଉତ୍ତର- ସ୍ଵେଡେନ

୨- ମୋ ପାଖକୁ ଛୋଟ ଆସେ ବଡ ଆସେ ଛୋଟ ଖସି ଯାଇ ବଡ ପଶି ଯାଏ ତାହା କଣ ?

ଉତ୍ତର- ଚାଲୁଣି

୩- କାହାର କାନ ନାହି ?

ଉତ୍ତର- ଦୋକାନ

୪- କେଉଁ ପ୍ରାଣୀ ର ୫ଟି ଆଖି ଥାଏ ?

ଉତ୍ତର- ମହୁମାଛି

୫ – ଶରୀରର କେଉଁ ଅଙ୍ଗ ନିଆଁ ରେ ଜଳେ ନାହି ?

ଉତ୍ତର- ନଖ

୬ – କେଉଁ ଜୀବ ଡେଇଁପାରେ ନାହି ?

ଉତ୍ତର- ହାତୀ

୭ – ପଥର ହେଲେ ବି ସେ ପାଣି ତାହା କଣ ?

ଉତ୍ତର- ବରଫ

୮ – କେଉଁ ଜୀବ ର ମୁଣ୍ଡ କଟିଗଲେ ମଧ୍ୟ ୮ ଦିନ ଯାଏଁ ବଞ୍ଚିପାରେ ?

ଉତ୍ତର- ଅସରପା

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଆଗକୁ ଆମେ ଆପଣ ମାନଙ୍କ ପାଇଁ ଏମିତି ମଜାଦାର ପ୍ରଶ୍ନ ଓ ଉତ୍ତର ନେଇ ଆସିବୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *