ସ୍ଵପ୍ନରେ ସଂଭୋଗ କରିବାର ଅର୍ଥ ? ଏମିତି ସ୍ଵପ୍ନ କାହିଁକି ଆସିଥାଏ ? Swapna Shastra

ବନ୍ଧୁଗଣ ସ୍ଵପ୍ନ ଆମ ଜୀବନରେ ଏକେ ବିଶେଷ ଅବସ୍ଥା ହୋଇଯାଏ ଯାହା ରାତିରେ ଶୋଇବା ପରେ ପ୍ରତେକ ମଣିଷ କୁ ଆସିଥାଏ । ଯେଉଁଥିରେ ବାସ୍ତିବିକତାର ଆଭାସ ହୋଇଥାଏ । ପ୍ରତେକ ମଣିଷ ନିଜ ଜୀବନରେ ଭିନ୍ନ ଭିନ୍ନ ପ୍ରକାରର ସ୍ଵପ୍ନ ନିଶ୍ଚୟ ଦେଖୁଥିବେ । ଯାହା ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ନିଜର ଅଲଗା ମହତ୍ଵ ରହିଥାଏ । ଏମିତି କିଛି ସ୍ଵପ୍ନ ରହିଥାଏ ଯାହା ଶୁଭ ସଂକେତ ଦେଇଥାଏ । ଅନ୍ୟ ପକ୍ଷ ରେ ଆଉ କିଛି ସ୍ଵପ୍ନ ଅଶୁଭ ସଂକେତ ଦେଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ୫ଟି ସ୍ଵପ୍ନ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ବ୍ୟକ୍ତି ଆଶ୍ଚର୍ଯ୍ୟଚକିତ ହୋଇଯାଏ ।

୧- ସ୍ଵପ୍ନରେ ସାପ ଦେଖିବା : ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ଯଦି ବ୍ୟକ୍ତି ସ୍ଵପ୍ନ ରେ ସାପ ଦେଖିଥାଏ ତେବେ ଆଗାମୀ ଭବିଷୟରେ ବ୍ୟକ୍ତି ସମସ୍ୟାରେ ଘେରି ରହିବାର ସୂଚନା ମିଳିଥାଏ । କିନ୍ତୁ ଯଦି ବ୍ୟକ୍ତି ସ୍ଵପ୍ନ ରେ ସାପ ଦଂସନ କରିବାର ଦେଖିଥାଏ ତେବେ ଗମ୍ଭୀର ରୋଗର ଶିକାର ହେବାର ସଂକେତ ମିଳିଥାଏ ବା କୌଣସି ବଡ ବିପଦ ଆସିବାର ସୂଚନା ମିଳିଥାଏ । ବ୍ୟକ୍ତି ସହ କିଛି ଅଘଟଣ ଘଟିବାର ମଧ୍ୟ ସୂଚନା ମିଳିଥାଏ ।

୨- ସ୍ଵପ୍ନରେ ସଂଭୋଗ କରିବା : ଯଦି କୌଣସି ସ୍ଵାମୀ ସ୍ତ୍ରୀ ସ୍ଵପ୍ନ ରେ ସଂଭୋଗ କରିଥାନ୍ତି ତେବେ ଏହାର ଅର୍ଥ ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁ କିଛି ଠିକ ଚାଲିଛି । ଆଗାମୀ ସମୟରେ ଦାଂପତ୍ଯ ଜୀବନରେ ଅନେକ ସାରା ଖୁସି ଆସିବାର ସୂଚନା ମିଳିଥାଏ ।

୩- ଭଗବାନଙ୍କ ଦର୍ଶନ କରିବା : ଯଦି ବ୍ୟକ୍ତି ସ୍ଵପ୍ନ ରେ ଭଗବନା ଙ୍କୁ ଦେଖିଥାଏ ତେବେ ଭଗବାନ ବ୍ୟକ୍ତି କୁ ଭକ୍ତିର ରାସ୍ତା ଚାଲିବାକୁ ସଂକେତ ଦେଇଥାନ୍ତି । କାରଣ ଆଜିର ସମୟରେ ବ୍ୟକ୍ତି ଭଗବାନଙ୍କ ସ୍ମରଣ କରିବା ଭୁଲି ଯାଉଛି ଆଉ ଖରାପ ରାସ୍ତା ରେ ନିଜକୁ ପକାଇ ଦେଇଛି । ତେଣୁ ଭଗବାନ ବ୍ୟକ୍ତିକୁ ସଠିକ ମାର୍ଗ ରେ ଯିବା ପାଇଁ ଇସାରା ଦେଇଥାନ୍ତି ସ୍ଵପ୍ନ ମାଧ୍ୟମରେ ।

୪- ସ୍ଵପ୍ନରେ ନିଜକୁ ପଡିବାର ଦେଖିବା : ଯଦି ବ୍ୟକ୍ତି ନିଜକୁ ଉପରୁ ତଳକୁ ଖସିବାର ସ୍ଵପ୍ନ ଦେଖନ୍ତି ତେବେ ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ଏହା ଶୁଭ ସଂକେତ ନୁହେଁ । ଏଭଳି ସ୍ଵପ୍ନ ଦେଖିଲେ ଆଗାମୀ ଭବିଷ୍ୟତରେ ବ୍ୟକ୍ତି କୁ ହାନି ର ସାମନା କରିବାକୁ ପଡିଥାଏ ।

୫- ସ୍ଵପ୍ନରେ ମୃତ୍ୟୁ ଦେଖିବା : ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତି ବ୍ୟକ୍ତି ସ୍ଵପ୍ନ ରେ ମୃତ୍ୟୁ ଦେଖିଲେ ଏହା ବ୍ୟକ୍ତିକୁ ଦୁଖ ବା ଅନୁତାପ ର ଭାବାନକୁ ବ୍ୟକ୍ତ କରିଥାଏ । ଏଭଳି ସ୍ଵପ୍ନ ଦେଖିଲେ ବ୍ୟକ୍ତି ଜୀବନରେ ଅନେକ ସମସ୍ଯା ମାନ ଆସିବା ସହ ଦୁଖରେ ତାର ସାରା ଜୀବନ ବ୍ଯତୀତ ହେବାର ସମ୍ଭାବନା ରହିଥାଏ ।  ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *