ରସୁଣ ଖାଇବାର ସଠିକ ସମୟ, ଠିକ ଉପାୟ, ରସୁଣ ଖାଇବାର ଲାଭ ଓ କ୍ଷତି- Swami Ramdev

ଆପଣ ମାନେ ସମସ୍ତେ ଏହି କେଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ରସୁଣ ଖାଇବା ଦ୍ଵାରା ଆପଣାଙ୍କ ଶରୀରକୁ ବହୁତ କିଛି ଲାଭ ପ୍ରାପ୍ତ ହୋଇଥାଏ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ସଠିକ ସମୟରେ ରସୁଣ ସେବନ ନକରିବା ଦ୍ଵାରା ଆପଣାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ବା ଏହାର ଖରାପ ପ୍ରଭାବ ଆପାନଙ୍କ ଶରୀର ଉପରେ ପଡିଥାଏ ।

ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହବ ଯେ ରସୁଣ ଏମିତି ଗୋଟେ ଖାଦ୍ଯ ପଦାର୍ଥ ଯାହା ସେବନ କଲା ପରେ ଆପଣଙ୍କୁ ବହୁତ ପ୍ରକାର ଲାଭ ମିଳିଥାଏ, ତେବେ ଆସନ୍ତୁ ରସୁଣ ବିଷୟରେ ବିସ୍ତାର ସହ ଜାଣିବା ।

Image Courtesy: Google

ଆପଣଙ୍କୁ ଜାଣି ଏହା ଆଶ୍ଚର୍ଯ୍ୟ ଲାଗିପାରେ ଯେ ରସୁଣରେ କପର, ମେଗ୍ନେସିଅମ, ସିଲିକୋନ, ଫାଇବର, କେତେ ପ୍ରକାର ବିଟାମିନ୍ସ ଓ ଫସ୍ଫୋରସ ଭଳି କେତେ ପ୍ରୋଟିନ ପାୟା ଯାଇଥାଏ । କୋଣ ଆପଣ ଜାଣିଛନ୍ତି ଯେ ୨୫ଗ୍ରାମ ରସୁଣରେ ୨୩% ମଗ୍ନେସ, ୧୭% ବିଟାମିନ ବି ୬, ୧୫% ବିଟାମିନ ସି, ସଲେନିଅମ ୬% ଓ ଫାଇବର ୦.୬% ହୋଇଥାଏ ।

Image Courtesy: Google

ତେବେ ଏହା ଅନୁଯାଇ ଆପଣଙ୍କୁ ମଧ୍ୟ ଲାଗୁଥିବ ଯେ କେବଳ ୨୫ଗ୍ରାମ ରସୁଣରେ ଏତେ ଲାଭ କିନ୍ତୁ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ରସୁଣକୁ ତର୍କାରୀରେ ବନେଇ ଖାଇଲେ କିଛି ଲାଭ ହୋଇନଥାଏ କାହିଁକିନା ଏହାର ୯୫% ପ୍ରୋଟିନ ବିଟାମିନ ଆମ ଶରୀରକୁ ଲାଭ ଦେଇ ପାରେ ନାହିଁ କାହିଁକିନା ରସୁଣ ଗରମ ହବା ଦ୍ଵାରା ତାର ସବୁ ବିଟାମିନ୍ସ ସମାପ୍ତ ହୋଇଥାଏ ।

Image Courtesy: Google

ତେବେ ଆସନ୍ତୁ ଜାଣିବା ରସୁଣ ଖାଇବାର ଲାଭକାରୀ ଗୁଣ ବିଷୟରେ :

୧. ଯେଉଁ ଲୋକଙ୍କୁ ହାଇ ବିପି ଭଳି ସମସ୍ଯା ହୋଇଥାଏ ଏହି ଭଳି ଲୋକଙ୍କୁ କଞ୍ଚା ରସୁଣ ସେବନ କରିବା ଉଚିତ କାହିଁକିନା ରସୁଣ ରକ୍ତକୁ ପତଳା କରିଥାଏ ଯାହା ଦ୍ଵାରା ବିପି ବଧିନଥାଏ କାହିଁକିନା ଏହି ରୋଗରେ ରୋଗୀ ରକ୍ତ ଗାଢ ହବାକୁ ଲାଗିଥାଏ ଓ ମଣିଷକୁ କେବେବି ହାର୍ଟ ଅଟାକ ଆସି ପାରେ ।

Image Courtesy: Google

୨. ଓଜନ କମ କରିବା ପାଇଁ ଉତ୍ତମ ଉପାୟ ଅଟେ ସକାଳେ ଖାଲି ପେଟରେ ଲେମ୍ବୁ ପାଣି ସହ ଗୋଟେ ବା ଦୁଇଟା କଞ୍ଚା ରସୁଣ ସେବନ କରନ୍ତୁ ଦେଖିବେ ଆପଣଙ୍କ ପେଟ ଭର୍ତି ଭର୍ତି ଲାଗିବ ଆପନାଙ୍କୁ କିଛି ଖାଇବାକୁ ହବ ନାହିଁ ଓ ଆପଣାଙ୍କ ଡାଇଟିଙ୍ଗ ହୋଇଯିବ ।

Image Courtesy: Google

୩. ହୃଦୟ ପାଇଁ ରସୁଣ ବହୁତ ଲାଭକାରୀ ହୋଇଥାଏ କାହିଁକିନା ଏହା ରକ୍ତ ପତଳା କରିଥାଏ ଓ କୋଲେଷ୍ଟ୍ରୋଲ ସମସ୍ଯାକୁ ମଧ୍ୟ ଦୂର କରିଥାଏ ।

୪. ଥଣ୍ଡା ଭଳି ଇନଫେକସନରୁ ମଧ୍ୟ ରକ୍ଷା କରିଥାଏ, ରସୁଣରେ ଆଣ୍ଟିଫଙ୍ଗଲ, ଆଣ୍ଟିଇନଫେକ୍ତ୍ରା ଓ ବହୁତ ପ୍ରକାର ଏନଯାଇମ ହୋଇଥାଏ ଯାହା ଥଣ୍ଡାରୁ ଆମ ଶରୀରକୁ ବଞ୍ଚାଇଥାଏ ଓ ଇମୁନୀଟି ବଢାଇଥାଏ, ତେବେ ସକାଳେ କଞ୍ଚା ରସୁଣ ଚୋବେଇ ଖାନ୍ତୁ ଓ ତା ପରେ ଉଷୁମ ପାଣି ପିଆନ୍ତୁ ଦେଖିବେ ଆପଣଙ୍କ ଇମୁନିଟି ମଧ୍ୟ ଭଲ ରହିବ ଓ ଆପଣଙ୍କୁ କେବେ ଥଣ୍ଡା ବା କାସ ଭଳି ସମସ୍ଯା ହବ ନାହିଁ ।

Image Courtesy: Google

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *