ରାତା-ରାତି କୋଟିପତି ହେଲେ ଦୁଇ ଛାତ୍ର, ଜଣଙ୍କ ଖାତାରେ ୯ କୋଟି ତ ଅନ୍ୟ ଜଣଙ୍କ ଖାତାରେ ୫ କୋଟି ହେଲା ଯମା

ବନ୍ଧୁଗଣ ଆପଣ ଶୋଇଥିବେ ଏବଂ ହଟାତ ସକାଳେ ଉଠିଲା ବେଳକୁ ଆପଣଙ୍କ ଫୋନ ରେ ଗୋଟିଏ ମେସେଜ ଆସିବ ଯେ ଆପଣଙ୍କ ଖାତାରେ ୯ କରୋଡ ୯୯ ଲକ୍ଷ ୯୯ ହଜାର ୯ ଟଙ୍କା ଜମା ହୋଇଛି । ତେବେ ଏହା ଦେଖି ଆପଣଙ୍କ ହୋସ ଉଡିଯିବ । ଆପଣଙ୍କ ମସ୍ତିସ୍କ ରେ ନାନା ପ୍ରକାରର ପ୍ରଶ୍ନ ଉଠିବ ଯେ ଏତେ ଧନ ରାଶି ଆସିଲା କେଉଁଠୁ ।  ବନ୍ଧୁଗଣ ଏପରି ଦିଲ୍ହି ରହୁଥିବା ଜେନ ଯୁବକ ଯିଏ କି ଯାହାଙ୍ଗିର ପୁରା ଅଞ୍ଚଳରେ ରୁହନ୍ତି ଏବଂ ଗୋଟିଏ ମୋବାଇଲ ଦୋକାନରେ କାମ କରନ୍ତି ।

ପିଲଲାଟିର ନାମ ବିନୋଦ ସେ ନିଜର CV ଆକାଉଣ୍ଟ ଯାହାଙ୍ଗିର ପୁରା ର SBI ବ୍ରାଞ୍ଚ ରେ ଖୋଲାଇଛନ୍ତି । ଅଚାନକ ତାଙ୍କ ପାଖରେ ଏହିଭଳି ମେସେଜ ଆସିଥିଲା । ତାଙ୍କର ହୋସ ଉଡିଗଲା ଏହି ଖବର ତାଙ୍କ ଆଖା ପାଖ ଅଞ୍ଚଳରେ ବ୍ଯାପିଗଲା । ସେ ହଟାତ ବ୍ଯାଙ୍କ ଗଲେ ଏବଂ ସେଠାରେ ଯାଇ ପଚାରିଲା ବେଳକୁ ବ୍ଯାଙ୍କ ଦ୍ଵାରା ତାଙ୍କ ଆକାଉଣ୍ଟ ବନ୍ଧ କରିଦିଆ ଯାଇଛି । ସେ ବ୍ଯାଙ୍କ ରେ ଏହି ସମ୍ବନ୍ଧରେ ପଚାରିଲା ବେଳକୁ ତାଙ୍କୁ ଏହି ସମ୍ବନ୍ଧରେ କିଛି କୁହାଗଲା ନାହିଁ ।

ବନ୍ଧୁଗଣ ଏହି ଭୁଲ ପ୍ରଥମ ଥର ପାଇଁ ହୋଇନାହିଁ ଏପରି ଆଉ ଜଣେ ଛାତ୍ରଙ୍କ ସହ ମଧ୍ୟ ହୋଇ ସାରିଛି । ଉତ୍ତର ପ୍ରଦେଶର ରହୁଥିବା ୧୨ ଶ୍ରେଣୀର ଛାତ୍ର ଙ୍କ ପାଖରେ ମଧ୍ୟ ୫ କରୋଡ ୫୫ ଲକ୍ଷ ୫୫ ହଜାର ୫୫୫ ଟଙ୍କା ଜମା ହୋଇଥିଲା । ସେ ତାଙ୍କ ବାପା ଙ୍କ ଫୋନ ନମ୍ବର ଦେଇ ଆକାଉଣ୍ଟ ଖୋଲିଥିବାରୁ ତାଙ୍କ ବାପାଙ୍କ ପାଖକୁ ମେସେଜ ଯାଇଥିଲା ଉଭୟ ମଧ୍ୟ ବ୍ଯାଙ୍କ କୁ ଯାଇ ପଚାରିବା ପୂର୍ବରୁ ତାଙ୍କ ଆକାଉଣ୍ଟ ବ୍ଲକ କରାଯାଇଥିଲା ।

ବନ୍ଧୁଗଣ ୩ ଟି କଣ୍ଡିସନ ଯୋଗୁଁ ଏହିପଋ ହୋଇଥାଏ । ପ୍ରଥମ କଣ୍ଡିସନ ହେଉଛି- ଯେ କେହି ଜଣେ ଧୋକା ରେ ଆପଣଙ୍କ ଆକାଉଣ୍ଟ କୁ ଟଙ୍କା ଟ୍ରାନ୍ସଫର କରିଦେଇଛନ୍ତି । ଦ୍ଵିତୀୟ କଣ୍ଡିସନ ହେଉଛି ବଡ ବଡ କର୍ପୋରେଟର ସେକ୍ଟୋର ର ଲୋକ ନିଜ କଳା ଧନକୁ ବଞ୍ଚାଇବା ପାଇଁ ଏପରି କରିଥାନ୍ତି । ତୃତୀୟ କଣ୍ଡିସନ ରେ ବ୍ଯାଙ୍କ ଦ୍ଵାରା ଭୁଲ ବଶତ ଆପଣଙ୍କ ଆକାଉଣ୍ଟ କୁ ଚାଲି ଯାଇଛି । ବନ୍ଧୁଗଣ ଏ ସବୁରେ ଯଦି ଆପଣ ଆସିଥିବା ସେହି ଟଙ୍କା ଗୁଡିକୁ ଖର୍ଚ୍ଚ କରିଦିଅନ୍ତି ତେବେ ଆପଣଙ୍କୁ ତାହା ଫେରସ୍ତ ମଧ୍ୟ କରିବାକୁ ପଡିବ ।

ଯଦି ଆପଣ ଫେରସ୍ଥ ନ କରନ୍ତି ତେବେ ବ୍ଯାଙ୍କ ଆପଣଙ୍କୁ କଠୋର ନିସ୍ପତି ଶୁଣାଇବା ଏବଂ ଆପଣ ଟଙ୍କା ବ୍ଯାଙ୍କ ନିର୍ଧାରିତ କରିଥିବା ସମୟ ସୀମା ମଧ୍ୟରେ ଫେରସ୍ଥ ନ କରିଲେ ଆପଣଙ୍କୁ ଜେଲ ମଧ୍ୟ ଯିବାକୁ ହେବ । ଏଣୁ ଯଦି ଆପଣଙ୍କ ସହିତ ଏଭଳି ହୋଇଛି ତେବେ ଧ୍ୟାନ ରଖନ୍ତୁ କେବେ ସେ ପଇସା କୁ କାଢି ଖର୍ଚ୍ଚ କରନ୍ତୁ ନାହିଁ । ବନ୍ଧୁଗଣ ଏହି ବିବରଣୀ ଟି ଆପଣଙ୍କୁ ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *