ଆଗ ରେ ଦୌଡୁଥିଲା ଏହି ବିରଳ ପ୍ରାଣୀ । ଆଉ ପଛରେ ଗୋଡାଇ ଚାଲିଥିଲା ପୋଲିସ । ଆଉ ଧରି ଦେଲା ପରେ ନିଜେ ଡରିଗଲେ । ହଁ ଦର୍ଶକ ବନ୍ଧୁ ଧରିଲା ପରେ ଲାଗିଲା କି ଯେମିତି ଭାଲୁ ମଣିଷର ପୋଷାକ ପିନ୍ଧି ପକାଇଛି । ଆଉ ଥାନା କୁ ଆଣିବା ଯାଏଁ ବି ସେମିତି ମୁଖା ପିନ୍ଧିଥିଲେ । ଆଉ ଏମିତି ଅଧା ଭାଲୁ ଅଧା ମଣିଷ ଭଳି ଦେଖା ଯାଉଥିଲେ । ହାତରେ ଶା-ବ-ଳ ଛୁ-ରୀ ଧରି ଆସୁଥିଲେ ଘର କାନ୍ଥ ତାଡୁଥିଲେ । ଆଉ ମୁହଁରେ ମୁଖା ପିନ୍ଧି ଘଟଣା ସ୍ଥଳରୁ ସହଜରେ ଖସି ଯାଉଥିଲେ । ତେବେ ଦୀର୍ଘ ଦିନ ହେବ 4ଟି ଜିଲ୍ଲାରେ ନିଜର ଲୁଟର ସାମ୍ରାଜ୍ୟ ବିସ୍ତାର କରିଥିବା ଏହି 4 ଅ-ଭି-ଯୁ-କ୍ତଙ୍କୁ ଏବେ ପୋଲିସ ଗି-ର-ଫ କରିଛି ।
ଲୁ-ଟେ-ରା ମାନେ ବିଭିନ୍ନ ତାଲିକାରେ ଲୁ-ଟ କରୁଥିଲେ । ସ୍ଥାନୀୟ ଥାନା ଦରବାଡି ଛକ ନିକଟରେ ବିଳମ୍ବିତ ରାତି ରେ ଲୁ-ଟ ନିମନ୍ତେ ପ୍ରସ୍ତୁତି କରିଥିବା ବେଳେ ଚଢାଉ କରିଥିଲା ଉଦାଳ ପୋଲିସ । ଘଟନା ସ୍ଥଳ ରୁ ଜଣେ ଲୁ-ଟେ-ରା କୌଶଳ କ୍ରମେ ଖସି ଯାଉଥିବା ବେଳେ 4 ଜଣ ଲୁ-ଟେ-ରା-ଙ୍କୁ ଆ-ରେ-ଷ୍ଟ କରିଛି ଉଦାଳ ପୋଲିସ ।
ତେବେ ଲୁ-ଟେ-ରା ମାନେ ଭଦ୍ରକ ଜିଲ୍ଲା ଅଞ୍ଚଳର ହୋଇଥିବା ବେଳେ ଏମାନେ ଦୀର୍ଘ ବର୍ଷ ହେବ ମୟୂରଭଞ୍ଜ, ବାଲେଶ୍ଵର ସମେତ ଭଦ୍ରକ ଜିଲ୍ଲାରେ ଲୁ-ଟ ଜାରି ରଖିଥିଲେ । ପୋଲିସ ଏମାନଙ୍କୁ ଧରିବା ପରେ ସେମାନେ ଲୁ-ଟ କରିବାକୁ ବ୍ୟବହାର କରୁଥିବା ସାମଗ୍ରୀ ଗୁଡିକ ଶା -ବ-ଳ, ଛୁ-ରୀ, ପ୍ଲା-ସ ସମେତ ଅନେକ ସାମଗରୀ ଓ ମା-ର-ଣା-ସ୍ତ୍ର ଏବଂ 5ଟି ମୋବାଇଲ ଜବତ କରିଛି ।
ତେବେ ଗି-ର-ଫ ଲୁ-ଟେ-ରା ମାନେ ଟଣା ମୁଣ୍ଡା, ବାପୁନ ସିଂ, ରାଜା ମୁଣ୍ଡା, ଚୁଗୁଲି ମୁଣ୍ଡା । ଲୁ-ଟେ-ରା ମାନେ ପୂର୍ବରୁ ଉଦାଳ ଓ କପ୍ତିପଦା ଅଞ୍ଚଳରେ ହୋଇଥିବା ବିଭିନ୍ନ ଲୁଟରେ ଏମାନଙ୍କର ହାତ ରହିଛି । ତେବେ ଗି-ର-ଫ ହୋଇଥିବା ସମସ୍ତଙ୍କର ବୟସ 19ରୁ 22 ବର୍ଷ ହୋଇଥିବା ବେଳେ ପୂର୍ବରୁ ଏମାନେ ଅନେକ ବାଟରେ ଏଭଳି ଲୁଟ କରିଥିଲେ ।
ଆଉ ଗି-ର-ଫ ହୋଇ ଜେ-ଲ ବି ଯାଇଥିଲେ । ଆଉ ସବୁଠାରୁ ବଡ ଆଶ୍ଚର୍ଯ୍ୟ କର କଥା ହେଉଛି ଏହି ଲୁ-ଟେ-ରା ମାନେ ମଣିଷ କିନ୍ତୁ ଏମାନେ ଭାଲୁ ପୋଷାକ ପିନ୍ଧି ଲୋକ ମନାଙ୍କୁ ଭୟଭୀତ କରାଇ ଲୁ-ଟ କରିବାରେ ମାଷ୍ଟର ଥିଲେ । ଭାଲୁ ବେଶରେ କେତେ ଯେ ଲୁ-ଟ କରିଛନ୍ତି ତାହା ପୋଲିସ ତଦନ୍ତ କରିବା ପରେ ସଠିକ ସୂଚନା ମିଳି ପାରିବ । ତେବେ ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।