ଇଶ୍ଵରଙ୍କ ନାମ ନେଇ ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ଆପଣଙ୍କ ବର୍ତ୍ତମାନ ସ୍ଥିତି ପାଇଁ ଉପର ବାଲାର ସନ୍ଦେଶ

ବନ୍ଧୁଗଣ ଆପଣ କାହାର ବି ନାଁ ଭାବି ବାଛନ୍ତୁ ଆମେ ଆଣିଥିବା 3ଟି ଫୁଲ ମଧ୍ୟରୁ ଯେ କୌଣସି ଗୋଟିଏ । ଏହି 3ଟି ନମ୍ବର ମଧ୍ୟରୁ ଆପଣ ଚାହିଁଲେ ଅଲଗା ଅଲଗା ବ୍ୟକ୍ତିଙ୍କ ପାଇଁ ମଧ୍ୟ ବାଛି ପାରିବେ । ଆପଣ ଏହାକୁ ମଜାଳିଆ ଭାବେ ପଢି ପାରିବେ । ହୋଇପାରେ ଏହା ଆପଣଙ୍କ ସହ କନେକ୍ଟ ହୋଇପାରେ । କାରଣ ଏହା ଏକ ଜେନେରାଲ ରିଡିଙ୍ଗ ଅଟେ ।

ଏହା ପରେ ଆମେ ଆପଣଙ୍କୁ କହିବୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ? ତେବେ ଆପଣ ବାଛି ନେଲେ ନମ୍ବର ଆସନ୍ତୁ ଜାଣିବା କଣ ରହିଛି ଜବାବ । 1- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ଜୀବନରେ ଏବେ ବହୁତ ସମସ୍ଯା ଅଛି । କିନ୍ତୁ ଏହାର ସମାଧାନ କଣ ଆପଣ ଜାଣିପାରୁ ନାହାନ୍ତି । ତଥାପି ଆପଣଙ୍କ ଠାରେ ବିଶ୍ଵାସ ଅଛି ସବୁ କିଛି ଠିକ ହୋଇଯିବ ।

ଆପଣ ଏହା ଅନୁଭବ କରୁଛନ୍ତି । ଆପଣଙ୍କ ଜୀବନରେ ଆହୁତ ଜଲ୍ଦି ପରିବର୍ତ୍ତନ ହେବ । ଆପଣ ବହୁତ ନେଗେଟିଭ ହୋଇଥିଲେ 9 ଦିନ ବା 9 ଘଣ୍ଟା ଭିତରେ ଆପଣଙ୍କ ସ୍ଥିତି ବଦଳିଯିବ । ଯାହା ବି ଦୁଖ, ଚିନ୍ତା ରହିଛି ତାହା ବହୁତ ଜଲ୍ଦି ବଦଳିଯିବ । ଆପଣ ପଶୁପକ୍ଷୀଙ୍କୁ ଦୟା ଭାବ ଦେଖାନ୍ତୁ । ଜୀବନରେ କିଛି ବି ଅସମ୍ଭବ ନାହି ଯାହା ଆପଣ ଭାବୁଛନ୍ତି । ଏମିତି କିଛି ବି ନାହି ।

2- ଦ୍ଵିତୀୟ ନମ୍ବର : ଆପଣ ଦ୍ଵିତୀୟ ନମ୍ବର ଚୟନ କରିଥିଲେ ଏବେ ଆପଣ ବହୁତ ଚିନ୍ତାରେ ଅଛନ୍ତି । ଆପଣଙ୍କୁ ଲାଗୁଛି ସବୁ ଦାୟିତ୍ଵ ଆପଣଙ୍କ ଉପରେ ରହିଛି । ଆପଣ ଥକି ଯାଇଛନ୍ତି । ଆପଣ ଆରାମ କରିବାକୁ ଚାହୁଁ ଛନ୍ତି । କାରଣ ଆପଣ ଜୀବନରେ ଯାହା ଚାହୁଁ ଥିଲେ ତାହା ହେବାକୁ ଯାଉଛି । ଜୀବନରେ ଆଗକୁ ବଢିବା ପାଇଁ ଏହା ସବୁ ଜରୁରୀ ଅଟେ ।

ଆପଣ ନିଜେ ବୋଝ କମ କରିପାରିବେ । ହୋଇପାରେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ଯା ଚାଲିଛି । ତେଣୁ ଚିନ୍ତାରେ ଅଛନ୍ତି । ଏବେ ଯାଏଁ ଆପଣ ଯେତେ ଯାତ୍ରା କରିଛନ୍ତି ସରଳ ନ ଥିଲା । ଆପଣଙ୍କ ଜୀବନରେ ପଜେଟିଭ ଚେଞ୍ଜ ଆସିବାକୁ ଯାଉଛି । ଆପଣ ଯାହା ଭାବୁଛନ୍ତି ତାହା କରିବାକୁ ଚାହୁଁଛନ୍ତି । ଏହା ବହୁତ ଜରୁରି ହେବ ।

3- ତୃତୀୟ ନମ୍ବର : ଆପଣ ତୃତୀୟ ନମ୍ବର ବାଛିଥିଲେ ଆପଣ ଏବେ ବହୁତ କିଛି ଭାବୁଛନ୍ତି । ଆପଣ ଜୀବନରେ ଏମିତି କିଛି କରିବାକୁ ଚାହୁଁ ଛନ୍ତି ଯେଉଁଠିରେ ଆପଣଙ୍କୁ ଖୁସି ମିଳିବ । ଆପଣ ଚାହୁଁଛନ୍ତି କାମ ଜଲ୍ଦି ହୋଇଯାଉ । ଆଗକୁ କଣ ହେବ ତାହା ଆପଣ ଇମାଜିନ କରିଛନ୍ତି । ଆପଣ ଅଧିକ ସମୟ ନେବାକୁ ଭାବୁଥିଲେ ଠିକ ନୁହେଁ । ଏକ ସପ୍ତାହ ମଧ୍ୟରେ ଆପଣ ବଡ କିଛି କରିବାକୁ ଭାବୁଛନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *