ଏହି ସବୁ ଦିନରେ ଭୁଲରେ ବି ରଖନ୍ତୁ ନାହିଁ ଶାରୀରିକ ସମ୍ପର୍କ !

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବୈବାହିକ ଜୀବନରେ ସବୁଠାରୁ ଖାସ କଥା ରହିଥାଏ ଶା-ରୀ-ରି-କ ସ-ମ୍ପ-ର୍କ ବନାଇବାରେ । ଏହାକୁ ଉଭୟ ପୁରୁଷ ଓ ମହିଳା ଉପୋଭୋଗ କରିଥାନ୍ତି । ଶା-ରୀ-ରି-କ ସ-ମ୍ପ-ର୍କ ରଖିବାର କିଛି ଖାସ ଦିନ ଓ ବିଧି ବିଧାନ ମଧ୍ୟ ରହିଥାଏ । ଯାହା ଶାସ୍ତ୍ର ରେ ଉଲେଖ ରହିଛି । କିନ୍ତୁ ଅନେକ ସମୟରେ ମହିଳା ଓ ପୁରୁଷ ମାନେ ଏମିତି ଦିନରେ ଶା-ରୀ-ରି-କ ସ-ମ୍ପ-ର୍କ ରଖିଥାନ୍ତି ଯାହା ପାଇଁ ସେମାନଙ୍କୁ ଅନେକ ସମସ୍ଯା ଓ ଦୁଖର ଭୋଗ କରିବାକୁ ପଡିଥାଏ ।

ଆଜି ଆମେ ଆପଣ ମାନଙ୍କୁ କହିବୁ କେଉଁ ଦିନରେ ମହିଳା ଓ ପୁରୁଷ ଶାରିରୀକ ସମ୍ପର୍କ ରଖିବା ଉଚିତ ନୁହେଁ । ବୈବାହିକ ଜୀବନରେ ଅନେକ କଟକଣା ରହିଥାଏ । କିଛି ଶା-ରୀ-ରି-କ ସ-ମ୍ପ-ର୍କ ରକ୍ଷା କ୍ଷେତ୍ରରେ ମଧ୍ୟ ପ୍ରଚଳିତ । କାହିଁ କେତେ କାଳରୁ ଶା-ରୀ-ରି-କ ସ-ମ୍ପ-ର୍କ କୁ ନେଇ ଅନେକ ପ୍ରଥା ପ୍ରଚଳିତ ରହିଛି । ଶାସ୍ତ୍ର ଅନୁଯାୟୀ କିଛି ଖାସ ଦିନ ମାନଙ୍କରେ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ପାଇଁ ବିଧାନ ରହିଛି ।

ସେଥିରେ ମାସିକ ଧର୍ମର ଚାରି ଦିନ, ଅଷ୍ଟମୀ, ଚତୁର୍ଦ୍ଦଶୀ, ଅମାବାସ୍ୟା, ପୂର୍ଣ୍ଣିମା, ସଙ୍କ୍ରାନ୍ତି ଆଦି ଦିନ ମାନଙ୍କରେ ମହିଳା ଓ ପୁରୁଷ ଙ୍କ ଶା-ରୀ-ରି-କ ସ-ମ୍ପ-ର୍କ ବ୍ୟାଧିତ କରା ଯାଇଛି । ଏହା ଛଡା ଶିବରାତ୍ରୀ, ନବରାତ୍ରି, ଦୀପାବଳି ଆଦି ଦିନ ମାନଙ୍କରେ ମଧ୍ୟ ଶା-ରୀ-ରି-କ ସ-ମ୍ପ-ର୍କ ସଂପୂର୍ଣ୍ଣ ବର୍ଜନ କରା ଯାଇଛି । ଏ ସବୁର ଶାସ୍ତ୍ର ସମତ ମତ ଯାହା ବି ହେଉ ନା କାହିଁକି ବିଜ୍ଞାନ ଅନୁଯାୟୀ ଏହି ଦିନ ମାନଙ୍କରେ ସୂର୍ଯ୍ୟ ଓ ପୃଥିବୀ ଗୋଟିଏ ସରଳ ରେଖାରେ ରହିଥାନ୍ତି ।

ଏଣୁ ସେମାନଙ୍କ ସହ ଅଧିକ ଆକର୍ଷଣ ଅନ୍ୟ ଦିନ ଅପେକ୍ଷା ଅଧିକ ରହିଥାଏ । ଯାହାର ପ୍ରଭାବ ଉଭୟ ପୁରୁଷ ଓ ନାରୀ ମାନଙ୍କ ଶରୀର ଉପରେ ପଡିଥାଏ । ଏହା ଦ୍ଵାରା ଶରୀରରେ ଜଳ ତତ୍ତ୍ଵ କୁହା ଯାଉଥିବା ରକ୍ତ, ପ୍ରାଣ ସ୍ଵାଭାବିକ ନ ଥାଏ । ତେଣୁ ଏହି ସବୁ ଦିନ ଗୁଡିକୁ ବାଦ ଦିଆ ଯାଇଥାଏ । ସେହିପରି ଅଷ୍ଟମୀ ତିଥି ରେ ସୂର୍ଯ୍ୟ ଓ ଚନ୍ଦ୍ର ସମକୋଣରେ ରହିଥାନ୍ତି । ଏଣୁ ଚନ୍ଦ୍ର ଙ୍କ ଆକର୍ଷଣ ସ୍ବାଭାବିକତା ଠାରୁ କମ ଥାଏ ।

ଏହି ଦିନରେ ଶା-ରୀ-ରି-କ ସ-ମ୍ପ-ର୍କ ରଖିଲେ ଯଦି ଗର୍ଭ ଧାରଣ ହୁଏ ତେବେ ଶିଶୁ ରୁଗଣ ଓ ଅଳ୍ପ ଆୟୁ ହୁଏ । ଏହାର ଶରୀରରେ ପାଞ୍ଚ ତତ୍ତ୍ଵ ମଧ୍ୟରୁ ଜଳ ତତ୍ତ୍ଵ ଅଧିକ ରହୁ ଥିବାରୁ ଏହା ମନକୁ ପ୍ରଭାବିତ କରେ । ଯାହା ଦ୍ଵାରା ମଣିଷ ବୁଦ୍ଧି ଓ ଗର୍ଭ ପ୍ରଭାବିତ ହୋଇଥାଏ । ତେବେ ଏହି ସବୁ ଦିନ ଗୁଡିକ ରେ ମହିଳା ଓ ପୁରୁଷ ମାନେ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ବର୍ଜିତ ଅଟେ । ନଚେତ ଏହାର ପ୍ରଭାବ ବୈବାହିକ ଜୀବନ ଓ ଶିଶୁ ଉପରେ ପଡିଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *