ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତେକ ଦିନ କିଛି ନା କିଛି ଘ-ଟ-ଣା ଘଟୁଛି । ଅଧିକାଂଶ ଘ-ଟ-ଣା ନାରୀ ମାନଙ୍କୁ ନେଇ ଘଟୁଛି । ଆମ ଦେଶରେ ନାରୀ ମାନଙ୍କ ପ୍ରତି ଏତେ ମାତ୍ରା ରେ ଅ-ତ୍ୟା-ଚା-ର ଓ ନି-ର୍ଯ୍ୟା-ତ-ନା ବଢିବାରେ ଲାଗିଛି ଯେ ଏହାର ଅନ୍ତ କେବେ ହେବ ତାହା କହିବ ସମ୍ଭବ ନୁହେଁ ।
ତେବେ ଦିନକୁ ଦିନ ଏପରି ଘଟଣା ଘଟୁଛି ଯାହାର କଳ୍ପନା କେହି କେବେ କରି ନ ଥିବେ । ତେବେ ଆଜିର ଆମର ଏହି ଲେଖା ରେ ଏମିତି ଏକ ଘଟଣା ରହିଛି ଯାହା ହୁଏ ତ ଆଗରୁ ଅନେକ ଥର ହୋଇ ସାରିଥିବ । ତେବେ ଆସନ୍ତୁ ଜାଣିବା ପୁରା ଘ-ଟ-ଣା କଣ ରହିଛି ।
ଏହି ଘ-ଟ-ଣା ଟି କେରଳର କୋଜିକୋଡ ଅଞ୍ଚଳରେ ୨୦୧୭ ଅକ୍ଟୋବର ୧୮ରେ ଘଟିଛି । ଏହି ଭି-ଡି-ଓ ରେ ଜଣେ ବିକମ ପଢୁଥିବା ଛାତ୍ରୀ ନିଜର କିଛି ଜିନିଷ ନେଇ ରାସ୍ତାରେ ଯାଉଥିବା ସମୟରେ ତା ସହ ଯାହା ଘଟିଲା ବହୁତ ଆଶ୍ଚର୍ଯ୍ୟକର ଘଟଣା ଅଟେ ।
ଝିଅ ଟି ରାସ୍ତାରେ ଏକା ଯାଉଥିବାର ଦେଖି ଜଣେ ଅଜଣା ବ୍ୟକ୍ତି ଝିଅର ପିଛା କରିବାକୁ ଲାଗିଲା । କିଛି ଦୂର ଯିବା ପରେ ଅଜଣା ବ୍ୟକ୍ତି ଜଣକ ଝିଅ ସହ ଖ-ରା-ପ ବ୍ୟ-ବ-ହା-ର କରିବାକୁ ଲାଗିଲା । ଏହା ପରେ ଝିଅ ଟି ନ ଡଋ ସାହସର ସହ ଏହାର ପ୍ର-ତି-ବା-ଦ କରିଥିଲା ଓ ଚିତ୍କାର କରିବାକୁ ଲାଗିଲା ।
ଝିଅର ଚିତ୍କାର ଶୁଣିବା ପରେ ସେଠାରେ ଥିବା କିଛି ଲୋକ ମାନେ ଏକତ୍ର ହେବାର ଦେଖି ଅଜଣା ବ୍ୟକ୍ତି ଜଣକ ସେଠାରୁ ଭୟରେ ପଳାୟନ କରିଥିଲା । ଝିଅଟିର ସାହସ ଓ ଆତ୍ମବଳ ଯୋଗୁ ଆଜି ସେ ନିଜକୁ ଏପରି ଏକ ଖରାପ ବ୍ୟକ୍ତି ଠାରୁ ନିଜକୁ ରକ୍ଷା କରିବାରେ ସଫଳ ହୋଇ ପାରିଥିଲା ।
ଏହି ଘଟଣା ରୁ ଏମିତି କୁହା ଯାଇପାରେ ଯେ ଝିଅ ଟି ଉଚିତ ସମୟରେ ନିଜର ବୁଦ୍ଧି ପ୍ରୟୋଗ କରି ଲୋକ ମାନଙ୍କୁ ନିଜର ସୁରକ୍ଷା ପାଇଁ ଜଣାଇ ପାରିଥିଲା । ଏହା ସହ ସେ ଅଜଣା ବ୍ୟକ୍ତି ନ ଡଋ ନିଜର ସାହସ ଦ୍ଵାରା ତା ସହ ଲଢିବାକୁ ଉଦ୍ୟମ କରିଥିଲା ଯାହା ହୁଏ ତ ଆମ ଦେଶରେ ଖୁବ କମ ଝିଅ ମାନେ କରଥାନ୍ତି । ଝିଅଟିର ଏଭଳି କାମ ବାସ୍ତବରେ ପ୍ରଶଂସୀୟ ଅଟେ ।
ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।