ରିଲେସନଶିପ ରେ ଝିଅମାନେ ନିଜ ପାର୍ଟନରକୁ ଲୁଚାଇଥାନ୍ତି ଏହି ସବୁ କଥା, ଜାଣନ୍ତୁ !

ରିଲେସନସିପ୍ ରେ ଆସିବା ପରେ ସବୁବେଳେ ଝିଅମାନେ ଅଧିକ ସେନ୍ସେଟିଭ୍ ହୋଇଯାନ୍ତି ଓ ରିଲେସନରେ ସେମାନେ ନିଜ ମନରେ ବହୁତ ରହସ୍ୟ ଲୁଚେଇ ରଖନ୍ତି । ଯଦି ଆପଣବି କୌଣସି ରିଲେସନସିପ ରେ ଅଛନ୍ତି ଓ ଆପଣଙ୍କୁ ଲାଗୁଚି ଆପଣଙ୍କ ଗର୍ଲଫ୍ରେଣ୍ଡ କିଛି ଲୁଚାନ୍ତିନି, ତେବେ ଏହି ଖବର ହୁଏତ ଆପଣଙ୍କ ପାଇଁ ହୋଇପାରେ ଓ ଆପଣ ଏଥିରୁ କିଛି ବୁଝି ମଧ୍ୟ ପାରନ୍ତି । ତ ଆସନ୍ତୁ ଜାଣିବା ଏହି ବିଷୟରେ ବିସ୍ତାର ଭାବେ ।

ଆଫେୟାର

ଝିଅମାନେ କେବେବି ନିଜ ପୁରୁଣା ଅଫେୟର୍ସ କୁ ନିଜ ପାର୍ଟନରଙ୍କ ସହ ସେୟାର କରିନଥାନ୍ତି । ଏମିତି କରିବାର ପଛରେ ସେମାନେ ସବୁବେଳେ ଏହି ତର୍କ ଦିଅନ୍ତି, କି ଏମିତି କଲେ ତାଙ୍କ ସମ୍ପର୍କ ରେ ତିକ୍ତତା ଆସିପାରେ ଓ ସମ୍ପର୍କ ଭାଙ୍ଗିପାରେ ।

ସୁନ୍ଦରତା ର ରହସ୍ୟ

ସମୟ ସହିତ ନିଜ ସୁନ୍ଦରତାକୁ ବଜାୟ ରଖିବା ପାଇଁଁ ଝିଅମାନେ ସବୁବେଳେ ପାର୍ଲର ପାଇଁ ନିଜ ମୂଲ୍ୟବାନ ସମୟ ନିଶ୍ଚୟ ଦେଇଥାନ୍ତି ଓ ସୁନ୍ଦର ମଧ୍ୟ ଦେଖା ଯାଇଥାନ୍ତି । ସେମାନେ କେଉଁ ବୀଉଟି ପ୍ରଡକ୍ଟ ଓ ଟିପ୍ସ ଉପଯୋଗ ଓ ବ୍ୟବହାର କରିନ୍ତି ସେ କଥା ସେ ତାଙ୍କ ପାର୍ଟନରଙ୍କଠୁ ସିକ୍ରେଟ ରଖିଥାନ୍ତି ଏବଂ ଠିକ ଭାବନ୍ତି ।

ଆକର୍ଷଣ

ପୁଅମାନଙ୍କ ପରି ସବୁ ଝିଅମାନଙ୍କର ମଧ୍ୟ ସୁନ୍ଦରତା ପ୍ରତି ଆକର୍ଷଣ ରହିଥାଏ ଖାଲି ପୁଅ ହୁଅନ୍ତି ବୋଲି ବୁଝିବା ଭୁଲ । ବୟଫ୍ରେଣ୍ଡ ଥାଇ ମଧ୍ୟ ସେ ଅନ୍ୟ ପାର୍ଟି ରେ ଭେଟିଥିବା ବ୍ୟକ୍ତି ବା ଅଫିସ ବା ସମ୍ପର୍କୀୟରେ ଥିବା ବନ୍ଧୁଙ୍କ ପ୍ରତି ଆକର୍ଷିତ ହୋଇଯାନ୍ତି କିନ୍ତୁ ସେମାନେ ଏହି କଥା କେବେବି ନିଜ ପାର୍ଟନରଙ୍କୁ କହି ନଥାନ୍ତି ।

ମନର ଇଚ୍ଛା

ସବୁବେଳେ ଝିଅମାନଙ୍କ ମନରେ ଏମିତି କିଛି ଇଚ୍ଛା ଥାଏ , ଯାହାକୁ ସେ ନିଜ ପାର୍ଟନରଙ୍କ ସହ ସେୟାର କରନ୍ତି ନାହିଁ । ଯେମିତି କି ଫିଜିକଲ୍ ରିଲେସନ ବିଷୟରେ ଓ ଅନ୍ୟ ପୁରୁଷ ବା ବ୍ୟକ୍ତି ସହ ସମ୍ପର୍କ ଥିବା କଥା ଏମିତି ଅନ୍ୟ କିଛି କଥା ସେ କହିନଥାନ୍ତି ତାଙ୍କ ପାର୍ଟନର ବା ହସବେଣ୍ଡ ସହ ସେୟାର କରିନଥାନ୍ତି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *