ଦୁନିଆରେ ସବୁଠୁ ଦାମି ଏହି ଜୀବର ନୀଳ ରକ୍ତ, ଗୋଟେ ଲିଟର ଦାମ ଜାଣିଲେ ବେହୋସ ହୋଇଯିବେ

କଣ ଆପଣ କେବେ ଶୁଣିଛନ୍ତି କି କେଉଁ ଜୀବର ରକ୍ତ ନୀଳ ବି ହୋଇଥାଏ । ଭାବୁଛି ଶୁଣି ନଥିବେ । ଆପଣକୁ ଏହି କଥା ନିଶ୍ଚୟ ଆଶ୍ଚର୍ଯ୍ୟ କରୁଥିବ । କିନ୍ତୁ ଏହା ସତରେ ହୋଇଥାଏ । ଏହି ଦୁନିଆରେ ଗୋଟେ ଏମିତି ଜୀବ ବି ଅଛି ଯାହାର ରକ୍ତର ରଙ୍ଗ ନାଲି ହୋଇଥାଏ । ପାର୍ଥକ୍ୟ ଖାଲି ଏତିକି କି ଏହି ଜୀବ ତଳେ ନୁହେଁ । ସେ  ଖାଲି ପାଣି ଭିତରେ ରହିଥାନ୍ତି। ଆପଣକୁ ଯାଣିକି ଆଶ୍ଚର୍ଯ୍ୟ ହେବକି ଏହି ଜୀବର 1 ଲିଟର ନିଳ ରକ୍ତର ଦାମ 11 ଲକ୍ଷ୍ୟ ଟଙ୍କା ଅଟେ ।

ଚିତ୍ରଦେଖି ତ ଏବେ ଯାଏ ଆପଣବି ବୁଝିଯାଇଥିବେ କି ଇଏ କଙ୍କଡ଼ା ଅଟେ । କଙ୍କଡ଼ାର ଏହି ନସଲ କୁ ହର୍ଷ୍ କ୍ରେବ କହନ୍ତି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତାର ଭାବେ ।

ଏହାର ଗଢଣ ହିସାବରେ କିଛି ଲୋକେ ଏହାକୁ ହର୍ଷ୍ସୁ ମଧ୍ୟ କହନ୍ତି । ଏହା ବଡ଼ ଦୁର୍ଲଭ ଜୀବ ଦୁନିଆର ସବୁଠୁ ପୁରୁଣା ଜୀବ ଭିତରେ ଗୋଟେ ଅଟେ । ବୈଜ୍ଞାନିକ ଚାଲେଞ୍ଜ କରିଛନ୍ତି କି 45 କୋଟି ବର୍ଷ ପୂର୍ବରୁ ବି ହର୍ଷ୍ କ୍ରେଵ ପୃଥିବୀରେ ମିଳିଥିଲା । ନୀଳ ରକ୍ତବାଲା ଏହି କଙ୍କଡ଼ା ପ୍ରଶାନ୍ତ ମହାସାଗର , ହିନ୍ଦ୍ ମହାସାଗର ଓ ଅଣ୍ଟଲାଟିକା ମହାସାଗରରେ ମିଳେ ।

ବସନ୍ତ ଋତୁଠୁ ନେଇ ମେ ଓ ଜୁନ ମାସ ଯାଏ ଏହି କଙ୍କଡ଼ା ପାଣିରେ ନଜର ଆସିଥାନ୍ତି । ଏହାପରେ ସମୁଦ୍ରର ଗଭୀରତାରେ ହଜି ଯାଆନ୍ତି । ଏତିକି ନୁହଁ ପୂର୍ଣ୍ଣିମାର ଆସିବା ସମୟରେ ହାଇ ଟାଇଡରେ ତ ଏହି କଙ୍କଡ଼ା ସମୁଦ୍ରର କୂଳକୁ ମଧ୍ୟ ଆସି ଯାଆନ୍ତି । ଏହାର ରକ୍ତ ଦୁନିଆରେ ସବୁଠୁ ତରଳ ପଦାର୍ଥ ଅନ୍ତରାଷ୍ଟ୍ରୀୟ ଏହି କଙ୍କଡ଼ାର 1 ଲିଟର ରକ୍ତର ଦାମ 11 ଲକ୍ଷ୍ୟ ଟଙ୍କା ଅଟେ । ଏହି କାରଣକି ଆଙ୍କର ରକ୍ତକୁ ଦୁନିଆର ସବୁଠୁ ଦାମିକିଆ ତରଳ ପଦାର୍ଥ ବି କୁହାଯାଏ ।

କିଏ କିଣନ୍ତି ଏମାନଙ୍କର ରକ୍ତ:

ଏହି କଙ୍କଡ଼ାର ରକ୍ତକୁ ମେଡ଼ିସିନ କମ୍ପାନୀ ବାଲା ନେଇଯାଆନ୍ତି । ତାଙ୍କ ରକ୍ତରେ କେତେ ପ୍ରକାରର ଦାମିକିଆ ମେଡ଼ିସିନ ତିଆରି କରାଯାଇଥାଏ । ୧୯୭୦ରୁ ବୈଜ୍ଞାନିକ ମାନେ ହାର୍ଷକ୍ରବ ର ରକ୍ତକୁ ବିଭିନ୍ନ ପ୍ରକାର ଔଷଧ ପ୍ରସ୍ତୁତ କରିବାରେ ବ୍ୟବହାର କରନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ପ୍ରତ୍ୟକ ବର୍ଷ ୫ କୋଟି ହର୍ଷକ୍ରାବ ଧାରା ଯାଆନ୍ତି ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *