ଦାନ୍ତକୁ ସଫା କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ସୁନ୍ଦର ସଫା ଦାନ୍ତ ସମସ୍ତଙ୍କ ଇଛା ହୋଇଥାଏ, ସେଥିପାଇଁ ଟୁଥବ୍ରଷ ଆମ ପ୍ରତିଦିନ ସବୁଠାରୁ ମହତ୍ଵପୂର୍ଣ କାମ ଅଟେ । ଅଧ୍ୟୟନକର୍ତା ଅନୁଯାଇ ଭଲ ଭାବରେ ବ୍ରଷ ନକଲେ ଦାନ୍ତ ସହ ବ୍ରଷ ମଧ୍ୟ ଅସନା ହୋଇଥାଏ, ଅସନା ଟୁଥବ୍ରଷ ଦ୍ଵାରା ଡାଇରିଆ ବା ସ୍କିନ ଇନଫେକସନ ମଧ୍ୟ ହୋଇଥାଏ, ତେବେ ଦାନ୍ତ ସଫା ରଖୁଥିବା ଟୁଥବ୍ରଷ ର ମଧ୍ୟ ଧ୍ୟାନ ରଖିବା ଉଚିତ ଏହାକୁ ସଫା ରଖିବା ଉଚିତ ଅଟେ । ନଚେତ ଅନେକ ପ୍ରକାରର ରୋଗ ମଧ୍ୟ ହୋଇପାରେ, ସେଥି ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ ।

ପାଣିରେ ଟୁଥବ୍ରଷ ଓଦା କରନ୍ତୁ :

ପ୍ରାୟତଃ ଲୋକ ବ୍ରଷ କରିବା ଆଗରୁ ତୁଠବ୍ରଷ ପାଣି ରେ ଭେଦେଇ ଛାଡି ଦିଅନ୍ତି, ଯେତେବେଳେ ଆମେ ବ୍ରଷ କରିବା ଆଗରୁ ଟୁଥବ୍ରଷ ଓଦା କରିଥାଉ ସେତେବେଳେ ବ୍ରଷ ନରମ ହୋଇଥାଏ ଓ ଏହା ଦ୍ଵାରା ଦାନ୍ତ ସଫା କରିବା କ୍ଷମତା କମିଯାଇଥାଏ । ଡକ୍ଟର କହିବା ଅନୁଯାଇ ଏହା କରିବା ଉଚିତ ନୁହ କାହିଁକିନା ଏହା ଦ୍ଵାରା ଟୁଥବ୍ରଷ ମଧ୍ୟ ଖରାପ ହୋଇଥାଏ ଓ ଦାନ୍ତ ମଧ୍ୟ ଏହା ଦ୍ଵାରା ସଠିକ ଭାବରେ ସଫା ହୋଇ ନଥାନ୍ତି ।

ଓଦା ଟୁଥବ୍ରଷ ଉପରେ ପେଷ୍ଟ ଲଗେଇଲେ ପେଷ୍ଟ ଡାଇଲୁଟ ହୋଇଥାଏ ଯାହା ଦ୍ଵାରା ପେଷ୍ଟର ପ୍ରଭାବ କମ ହୋଇଥାଏ, ସେଥିପାଇଁ ଦାନ୍ତ ସଫା କରିବା ଆଗରୁ ଟୁଥବ୍ରଷ ଓଦା କରନ୍ତୁ ନାହିଁ ଓ ଯଦି ବ୍ରଷ ଓଦା କରିବା ଆବଶ୍ୟକ ତେବେ ଗୋଟେ ସେକେଣ୍ଡରୁ ଅଧିକ ସମୟ ଏହାକୁ ପାଣି ରେ ରଖନ୍ତୁ ନାହିଁ । ଦାନ୍ତ ସଫା କଲା ସମୟରେ ଭଲଭାବେ ପୁରା ୨ ରୁ ୫ ମିନିଟ ମୁହଁର ଚାରିପଟେ ବ୍ରଷକୁ ବୁଲାଇ ସବୁ ଦାନ୍ତ ମୂଳକୁ ସଫା କରନ୍ତୁ । ଦାନ୍ତ ବ୍ରଷ କରିବା ପରେ ମାଉଥ ଫ୍ରେଶନର ଦ୍ଵାରା କୁଲୁ କରନ୍ତୁ ଦେଖିବେ ଆପଣଙ୍କୁ ପୁରା  ଫ୍ରେଶ ଲାଗିବ ।

ଏହା ସହ ଦିନରେ ଦୁଇ ଥର ବ୍ରଷ ମଧ୍ୟ କରିବା ନିହାତି ଜରୁରୀ । ରାତ୍ରିର ଭିଆଣ ପରେ ଯଦି ଆମେ ବ୍ରଷ ନ କରି ସୋଇପଡିବା ତେବେ ଏହା ଆମ ଶରୀର ପାଇଁ ବହୁତ ଖ୍ଯାତି ହୋଇପାରିବ । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *