R ନାମର ବନ୍ଦ ରୁମରେ ଦେଖନ୍ତୁ, ଆପଣଙ୍କ ପ୍ରେମ ଜୀବନ, ବିବାହ, କ୍ଯାରିୟର, ଧନ…

ଆଜି ଆମେ ଜାଣିବା ”R ”  ଅକ୍ଷର ନାମଥିବା ଲୋକଙ୍କ ଲଭ ଲାଇଫ ଓ ବୈବାହିକ ଜୀବନ ଓ କ୍ୟାରିଅର ବିଷୟରେ । ଆଜି ଆମେ ସ୍ଵଭାବ ବିଷୟରେ ଜାଣିବା  R ନାମଧାରୀ ବ୍ୟକ୍ତି ବହୁତ କଥା କୁହନ୍ତି ନହେଲେ ଶାନ୍ତ ସ୍ଵଭାବର ହୋଇଥାନ୍ତି । ସେ ବହୁତ ଭଲ କଥା କୁହନ୍ତି । ଏମାନଙ୍କ କଥା ବହୁତ ହ୍ରୁଦୟକୁ ଛୁଇଁଲା ପରି ହୋଇଥାଏ, ଏମାନଙ୍କ କଥାର ସମସ୍ତେ ସନମାନ କରିଥାନ୍ତି । ଏହି ଲୋକମାନେ ଅତିଶୀଘ୍ର ସଫଳତାର ଶୀର୍ଷରେ ପହଞ୍ଚିଥାନ୍ତି । ସେ ଲେଖିବା ପାଇଁ ବହୁତ ପସନ୍ଦ କରନ୍ତି ଓ ତାଙ୍କ ବିଚାରକୁ ସେ ସବୁବେଳେ ଲେଖିଥାନ୍ତି । ସେ ଯଦି ଭଲରେ ଲେଖିବେ ଭଲ ଲେଖକ ହୋଇପାରିବେ ।

ଏମାନେ ଯେଉଁ କ୍ଷେତ୍ରରେ ଯାନ୍ତି ସବୁଠୁ ଉପରେ ରୁହନ୍ତି, ସେ ସବୁବେଳେ ମନ ଦେଇ କାମ କରିଥାନ୍ତି । ଏମାନେ ବହୁତ ଧନୀ ହୋଇଥାନ୍ତି, ବହୁତ କମ ଲୋକ ହୋଇଥାନ୍ତି କି R ନାମଧାରୀଙ୍କୁ ପଇସାର କମି ହୋଇଥାଏ ।

Image Courtesy: Google

ଅନ୍ୟଲୋକମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ସେ ବହୁତ ପସନ୍ଦ କରିଥାନ୍ତି, ସେ ଅନ୍ୟକୁ ସାହାର୍ଯ୍ୟ କରିବାକୁ ଜାଇ କ୍ଷତିରେ ପଡିଥାନ୍ତି । ଏହି କାରଣରୁ ଲୋକ ଏମାନଙ୍କୁ ଇମୋସନାଲ ବ୍ଲାକମେଲିଂ କରିଥାନ୍ତି, ତାଙ୍କର ଭୁଲ ସଦୁପଯୋଗ କରିଥାନ୍ତି । ଏମାନଙ୍କ ସ୍ଵଭାବ ବହୁତ ଭଲ ହୋଇଥାଏ, ସେ ବହୁତ ଆକର୍ଷକ ଓ ସୁନ୍ଦର ହୋଇଥାନ୍ତି । ଆପଣ ଭଲପାଇବା ମାମଲାରେ ଭାଗ୍ୟାବାନ ହୋଇଥାନ୍ତି କିନ୍ତୁ ଟିକେ କମ । ଭଲପାଇବାରେ ଧୋକା ମିଳିଥାଏ, ଆପଣ ସବୁବେଳେ ହୃଦୟର ସହିତ ଭାବିଥାନ୍ତି କିନ୍ତୁ ଲୋକ ସ୍ଵାର୍ଥୀ ହୋଇଥାନ୍ତି ।

Image Courtesy: Google

ଯଦି ଆମେ ଆଲୋଚନା କରିବା ଆପଣଙ୍କ ବୈବାହିକ ଜୀବନ ବିଷୟରେ ଜିଏ ବି ଆପଣଙ୍କ ପତି କି ପତ୍ନୀ ହୋଇଥାଏ ସେ ବହୁତ ଭାଗ୍ୟଶାଳୀ ହୋଇଥାଏ, କାରଣ ଆପଣଙ୍କର ଭଲପାଇବା ସତ ହୋଇଥାଏ ଓ ସାମ୍ନା ବାଲା ଆପଣଙ୍କ ସହ ଯୋଡି ଭାଗ୍ୟବାନ ହୋଇଥାଏ । ସଫଳ ଜୀବନ ରହିଥାଏ । ଆପଣ ଉପରେ ଟିକେ ସ୍ଟ୍ରିକ୍ଟ ହୋଇପାରନ୍ତି କିନ୍ତୁ ଭିତରେ ମହମ ଭଳି ହୋଇଥାନ୍ତି । ଯଦି ଆପଣ କାହା ଦ୍ଵାରା କାର୍ଯ୍ୟ ବାହାର କରେଇବାର ଅଛି ତ ଆପଣ ସହଜରେ ଏହି କାର୍ଯ୍ୟକୁ କରିପାରନ୍ତି ।

Image Courtesy: Google

ଆପଣଙ୍କ ବ୍ୟକ୍ତିତ୍ଵ ବହୁତ ଆକର୍ଷକ ହୋଇଥାଏ । ଆପଣଙ୍କ କଥା କହିବାର ଶୈଳୀ ଲୋକଙ୍କୁ ପ୍ରଭାବିତ କରିଥାଏ, ବହୁତ ସହଜରେ ମାନସନମାନ ପ୍ରତିଷ୍ଠା, ପଦ ଇଜତ ସବୁକିଛି ମିଳିଥାଏ । କାହାକୁ ଚ୍ୟାଲେଞ୍ଜ ଦେଲେ ବି ଆପଣ ହିଁ ଜିତିଥାନ୍ତି । ଆପଣଙ୍କ ଜୀବନରେ ଧନର କମି କେବେବି ହୁଏନି । କୌଣସି କଥାକୁ ବୁଝି ବିଚାରୀ କରନ୍ତି ନାହିଁ, ଯଦି ଆପଣ ଭାବନ୍ତି ନାହିଁକି ଏହି କାମରେ ସଫଳ ହେବେ ସେ ପର୍ଯ୍ୟନ୍ତ କରନ୍ତି ନାହିଁ ।

Image Courtesy: Google

ଆପଣଙ୍କୁ ମହଙ୍ଗା ଗାଡି, ଘର, ମହଙ୍ଗା ବସ୍ତ୍ର, ଓ ବଡ ଘର ପସନ୍ଦ ହୋଇଥାଏ । ଆପଣଙ୍କ ଭିତରେ ଆତ୍ମବିଶ୍ଵାସ ରହିବା ସହିତ ଉଲାସ ରହିଥାଏ, ଆପଣ ଜୀବନକୁ ବହୁତ ଭଲରେ ବଞ୍ଚିବାକୁ ପସନ୍ଦ କରନ୍ତି । ଆପଣଙ୍କ ସାଙ୍ଗସାଥି ବହୁତ ଥାନ୍ତି, ଆପଣ ସବୁବେଳେ ପ୍ରମୁଖ ରହିଥାନ୍ତି କାରଣ ଆପଣଙ୍କ କଥାବରତର ଶୈଳୀ ବହୁତ ଭଲ ହୋଇଥାଏ ଲୋକମାନେ ଶୁଣିବାକୁ ପସନ୍ଦ କରିଥାନ୍ତି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *