ରିୟଲ ଲାଇଫରେ ଛୁଆଙ୍କ ମା ହୋଇସାରିଲେଣି ଟିଭିର ଏହି ଫେମସ ଅଭିନେତ୍ରୀ ମାନେ!

ଟିଭି ସିରିଏଲ ପ୍ରାୟତଃ ଘର ମହିଳା ମାନେ ଦେଖିବା ପସନ୍ଦ କରନ୍ତି, ତେବେ ବହୁତ ମହିଳା ମାନେ ସିରିଏଲ ଦେଖି ଏତେ ଭାଉକ ହୋଇଯାଇ ଥାନ୍ତି ଯେ କଣ ସତ କଣ ମିଛ ଭୁଲି ଯାନ୍ତି, ତେବେ ଅଭିନେତା ଅଭିନେତ୍ରୀ କାନ୍ଦିଲେ ଘର ମହିଳା ମାନେ ବି ତାଙ୍କୁ ଦେଖି ଦୁଃଖ ପ୍ରକାଶ କରିଥାନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଏହା କହିବାକୁ ଚାହୁଞ୍ଚୁ ଯେ ସିରିଏଲରେ ଦିଆ ଯାଇଥିବା ଅଭିନୟ ଅନୁଯାଇ ସେ କାମ କରନ୍ତି, ତେବେ ଆଜି ଆମେ ଆପଣଙ୍କୁ କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ରିୟଲ ଲାଇଫରେ ଛୁଆଙ୍କ ମା ଅଟନ୍ତି କିନ୍ତୁ ଦେଖିଲେ ଜଣା ପଡନ୍ତି ନାହିଁ ଯେ ତାଙ୍କର ଛୁଆ ଅଛନ୍ତି ।

Image Courtesy: Google

୧. ନିଶା ରାବଲ :

ନିଶା ରାବଲ ଟିଭି ଦୁନିଆ ବହୁତ ବଡ ନା ଅଟନ୍ତି, ନିଶା ରବଲ ନିଜ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନ କିଣିଛନ୍ତି, ତେବେ ନିଶାଙ୍କ ଅଭିନୟ ଓ ସୁନ୍ଦରତା ଦେଖି କେହି କହିବେନି ଯେ ତାଙ୍କ ବିବାହ ହୋଇଛି ଓ ତାଙ୍କର ଗୋଟେ ପୁଅ ମଧ୍ୟ ଅଛି । ନିଶା ରବଲ ମେ ଲକ୍ଷ୍ମୀ ତେରେ ଆଙ୍ଗନ କି ସିରିଏଲରେ ସୋମୟା ଅଭିନୟ କରିଥିଲେ, ନିଶା ରବଲ କରନ ମେହରାଙ୍କ ସହ ବିବାହ କରିଥିଲେ ଓ ତାଙ୍କର ଗୋଟେ ପୁଅ ମଧ୍ୟ ଅଛନ୍ତି ଯାହା ନାମ କବିଷ ମେହେରା ଅଟେ ଓ ଏହି ବର୍ଷ ୨୦୨୦ରେ ୩ ବର୍ଷ ର ହୋଇଯାଇଛନ୍ତି ।

Image Courtesy: Google

୨. ପରିଧି ଶର୍ମା :

ପରିଧି ଶର୍ମାଙ୍କୁ ଆପଣ ମନେ ନିଶ୍ଚିନ୍ତ ଜାଣିଥିବେ କାହିଁକିନା ଯୋଦ୍ଧା ଅକବର ସିରିଏଲ ଯାହା ଜି ଟିଭିରେ ଆସୁଥିଲା ତାହା ବହୁତ ପ୍ରସିଦ୍ଧ ହୋଇଥିଲା । ଏହା ଛଡା ତେରେ ମୀରେ ସପନେ ସିରିଏଲ ରେ ପରିଧି ମିରାଙ୍କ ଅଭିନୟ କରିଥିଲେ, ତାଙ୍କ ଅଭିନୟ ଓ ସୁନ୍ଦରତା ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା । ତେବେ ପରିଧି ଶର୍ମା ୨୦୧୧ ତନ୍ମୟ ସକସେନା ଯିଏ ଜଣେ ବୀଜନେସମେନ ଅଟନ୍ତି ତାଙ୍କ ସହ ବିବାହ କରିଥିଲେ ଖବର ଅନୁଯାଇ ଦୁହେଁ କଲେଜ ଲାଇଫରୁ ଦୁହେଁ ଦୁହିଙ୍କୁ ଜାଣିଥିଲେ । ବର୍ତମାନ ତାଙ୍କର ଗୋଟେ ପୁଅ ଅଛନ୍ତି କିନ୍ତୁ ପରିଧିଙ୍କ ସୁନ୍ଦରତା ଦେଖି ଲାଗୁ ନାହିଁ ଯେ ତାଙ୍କର ଛୁଆ ବି ଅଛି ।

Image Courtesy: Google

୩. ଦୀପିକା :

ଆପଣ ମାନେ ଦୀପିକାଙ୍କୁ ଦିଆ ଓର ବାତି ହ୍ଯାମ ସିରିଏଲ ରେ ସନ୍ଧ୍ୟା ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରିବାର ଦେଖିଥିବେ, ଦୀପିକା ବହୁତ ଚୁଲବୁଲି ଅଭ୍ଯାସର ଅଟନ୍ତି, ସେବର୍ତମାନ କେବଳ ୩୦ ବର୍ଷର ଅଟନ୍ତି କିନ୍ତୁ ସେ ବିବାହ ପରେ ଗୋଟେ ଛୁଆ ମା ମଧ୍ୟ ହୋଇଯାଇଛନ୍ତି । ଦୀପିକା ରୋହିତ ରାଜ ଗୋଏଲଙ୍କ ସହ ବିବାହ କରିଥିଲେ ଓ ୨୦୧୭ରେ ତାଙ୍କର ଗୋଟେ ପୁଅ ହୋଇଛି । ତେବେ ବର୍ତମାନ ଦୀପିକା ନିଜ ବିବାହିତ ଜୀବନରେ ବହୁତ ଖୁସିରେ ଅଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *