ଲମ୍ବା ଘନ କେଶ ପାଇଁ ଉପକାରୀ ତେଲ, ଥରେ ବ୍ୟବାହର କରି ଦେଖନ୍ତୁ କେଶ ଏତେ ଲବ ହା ହେବ କି ସମ୍ଭାଳି ପାରିବେନି

ଆଜିକା ସମୟରେ ସମସ୍ତଙ୍କ ଚୁଟି ଝଡିବା ବହୁତ ବଡ ସମସ୍ଯା ହୋଇଯାଇଛି, ତେବେ ଆଜି ଆମେ ଆପଣଙ୍କ ପାଇଁ ଏମିତି ଗୋଟେ ଉପକାରୀ ଲାଭ ନେଇ ଆସିଛୁ ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ । ଏହି ଉପାୟ ଦ୍ଵାରା ଆପଣଙ୍କ କେଶ ଘନା, ଲମ୍ବା ଓ ସୁନ୍ଦର ହୋଇଥାଏ, ତେବେ ଏହି ଉପାୟ ପାଇଁ ଆପଣଙ୍କୁ ବାହାରକୁ ଯିବାର ନାହିଁ ଏହି ଉପାୟ ପାଇଁ ଯାହା ଆବଶ୍ୟକ ଆପଣଙ୍କୁ ଘରେ ମିଳି ଜୀବ । ତେବେ ଆମେ ଆୟୁର୍ବେଦିକ ଜିନିଷ ଦ୍ଵାରା ଏହି ଉପାୟ କରିବାକୁ ଯାଉଛୁ ଯଦି ଆପଣଙ୍କୁ ମଧ୍ୟ ନିଜ ଚୁଟି ବିଷୟରେ ଚିନ୍ତା ଅଟେ, ତେବେ ଥରେ ଏହି ଉପାୟ ଟ୍ରାୟ କରନ୍ତୁ ।

Image Courtesy: Google

ଏହି ଉପାୟ ପାଇଁ ଆପଣଙ୍କୁ ୫ଟି ଜିନିଷ ଆବଶ୍ୟକ ଅଟେ ତାହା ହେଉଛି, ମନ୍ଦାର ଫୁଲ, ମେଥି, ଭୁଶୁଙ୍ଗ ପତ୍ର, ନଡିଆ ତେଲ ଓ ରାଶି ତେଲ । ତେବେ ଏହି କଥା ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଛନ୍ତି ଯେ ମନ୍ଦାର ପତ୍ର ଆମ ଚୁଟି ପାଇଁ କେତେ ଲାଭକାରୀ ହୋଇଥାଏ ମନ୍ଦାର ପତ୍ରରେ ବିଟାମିନ ସି ହୋଇଥାଏ ଯାହା ଫଳରେ ଆପଣଙ୍କ କେଶକୁ ଭରପୁର ପୋଷଣ ପ୍ରାପ୍ତ ହୋଇଥାଏ ଓ ଆପଣଙ୍କୁ ସୁନ୍ଦର ଓ ଗହବା ଚୁଟି ମିଳିଥାଏ ।

Image Courtesy: Google

ତେବେ ଭୁଶୁଙ୍ଗ ପତ୍ରରେ ଆମୀନୋ ଏସିଡ ହୋଇଥାଏ ଯାହା ସକ୍ଲ ପାଇଁ ଆବଶ୍ଯକ ହୋଇଥାଏ, ଭୁଶୁଙ୍ଗ ପତ୍ର ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ମଧ୍ୟ ହୋଇଥାଏ, ଏହା ଛଡା ମେଥି ବିଷୟରେ ଆପଣ ମାନେ ବହୁତ କଥା ଜାଣିଥିବେ ଏହା ଆୟୁର୍ବେଦ ବହୁତ ବଡ ଔଷଧ ଅଟେ ଯାହାକୁ ବ୍ୟବହାର କରି କେତେ ଔଷଧ ତିଆରି କରା ଯାଇଛି । ତେବେ ଗୋଟେ ମୋଟା କଢେଇ ଗ୍ଯାସ ଉପରେ ରାଖୀ ଗରମ କରନ୍ତୁ ଗୋଟେ କଥା ମନେ ରଖନ୍ତୁ ଗ୍ଯାସ ଫ୍ଲେମ ସବୁବେଳେ ଲୋ ମିଡିଅମରେ ରଖିବେ କେବେ ହାଇ କରିବେ ନାହିଁ ନଚେତ ସବୁ ପୋଡିଯିବ ।

Image Courtesy: Google

ଆଗ ୧୦୦ ଗ୍ରାମ ନଡିଆ ତେଲ ପକାନ୍ତୁ ଏହା ପରେ ୧୦୦ ରାଶି ତେଲ ପକାନ୍ତୁ ମନେ ରଖନ୍ତୁ ଆପଣ ଚାହିଁଲେ ଏହାର ମାତ୍ରା ବଢେଇ ପାରିବେ ତେବେ ତେଲ କିଛି ଗରମ ହେଲା ପରେ ଆପଣ ଏଥିରେ ୧୫୦ଗ୍ରାମ ମେଥି ପକାନ୍ତୁ ମେଥିକୁ ଗରମ ହବା ପାଇଁ ସମୟ ଲାଗିଥାଏ ସେଥିପାଇଁ ଏହାକୁ ୧୦ ମିନିଟ ଫୁଟାନ୍ତୁ ଏହା ପରେ ଆପଣ ଏଥିରେ ଭୁଶୁଙ୍ଗ ପତ୍ର ପକାନ୍ତୁ ଭୁଶୁଙ୍ଗ ପତ୍ର ପକାଇଲା ପରେ ଏଥିରେ ଫେଣ ଆସିବ କାହିଁକିନା ଭୁଶୁଙ୍ଗ ପତ୍ରରେ ପାଣି ମାତ୍ରା ହୋଇଥାଏ ତେବେ ୫ମିନିଟ ପରେ ସାମାନ୍ଯ ହୋଇଯିବ ଏହା ପରେ ଆପଣ ୫-୬ଟି ମନ୍ଦାର ଫୁଲ ଏହି ମିଶ୍ରଣରେ ପକାନ୍ତୁ ଦେଖିବେ ଆଉ ଥରେ ଫେଣ ହବ କିନ୍ତୁ ୧୦ ମିନିଟ ପରେ ତେଲ ନରମଲ ହୋଇଯିବ ଓ ଏହାର ରଙ୍ଗ ମଧ୍ୟ ବଦଳିଯିବ ।

Image Courtesy: Google

ଆପଣ ତେଲ ଥଣ୍ଡା ହେଲା ପରେ ଏହାକୁ ଗୋଟେ କାଚ ବୋତଲରେ ରଖନ୍ତୁ ମନେ ରଖନ୍ତୁ କାଚ ବୋତଲରେ ରଖିଲେ ଏହା ୩ ମାସ ପର୍ଯ୍ୟନ୍ତ ଆପଣ ବ୍ୟବହାର କରି ପାରିବେ କିନ୍ତୁ ଅନ୍ୟ ବୋତଲରେ ରଖିଲେ ଶୀଘ୍ର ଖରାପ ହୋଇପାରେ । ଏହାକୁ ସାମାନ୍ଯ ତେଲ ଭଳି ବ୍ୟବହାର କରନ୍ତୁ, ଆପଣଙ୍କ ଚୁଟି ସୁନ୍ଦର ଗହବା ହବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *