ରୋଷେଇ ଘରେ କରନ୍ତୁ ଏହି ଗୋଟେ କାମ ଘରେ ହେବ ଧନର ବର୍ଷା… Anuchinta

ବନ୍ଧୁଗଣ ମହିଳା ମାନେ ରୋଷେଇ ଘରର ପ୍ରାୟତଃ ସବୁ କାର୍ଯ୍ୟ କରିଥାନ୍ତି । ତେଣୁ ମହିଳା ମାନେ ରୋଷେଇ ଘରେ ଥିବା ଅସମୟରେ ଏହି ସବୁ କଥା ଉପରେ ବିଶେଷ ଭାବେ ଧ୍ୟାନ ରଖିବାକୁ ନିହାତି ଦରକାର ପଡିଥାଏ । କାରଣ ଘରର ସଦସ୍ୟଙ୍କୁ ବେମାର ହୋଇବା, ଖାଦ୍ୟର ଅଭାବ ଘଟିବା ଏହିସବୁ ରୋଷେଇ ଘରେ କରାଯାଉଥିବା ଭୁଲ ପାଇଁ ହିଁ ହୋଇଥାଏ । ଘରେ ଯଦି କଳହ ହୋଇଥାଏ । ତେବେ ଘରେ ଅନେକ ପ୍ରକାର ସମସ୍ଯା ମଧ୍ୟ ସୃଷ୍ଟି ହୋଇଯାଇଥାଏ ।

ତେଣୁ ଘରର ମହିଳା ନିଜ ରୋଷେଇ ଘରେ ଏହି ସବୁ କାର୍ଯ୍ୟକୁ କରନ୍ତୁ । କାରଣ ଏହାକୁ କରିବା ଦ୍ଵାରା ପରିବାରରେ ଶାନ୍ତିର ବାତାବରଣ ରହିବ । 1- ଆପଣ ନିଜ ରୋଷେଇ ଘରେ ଭଗବାନ କୃଷ୍ଣଙ୍କର ଏକ ଫୋଟ ଲଗାନ୍ତୁ । ଯେଉଁ ଫୋଟରେ ଭଗବାନ ଶ୍ରୀକୃଶ ଲହୁଣୀ ଖାଉଥିବେ ।

ରୋଷେଇ ଘରର ପୂର୍ବ ଦିଗରେ ଏହି ଫୋଟ ଆପଣଙ୍କୁ ଲଗାଇବାର ଅଛି । ଏପରି କରିବା ଦ୍ଵାରା ଘର ପରିବାର ସବୁ ସଦସ୍ୟଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥାଏ । ରୋଷେଇ ଘରେ ଫୋଟ ଲଗାଇବା ସହ ସବୁବେଳେ ସକାଳେ ଚନ୍ଦନର ଧୂପ ମଧ୍ୟ ଲଗାନ୍ତୁ । ଏହା ଦ୍ଵାରା ସେହି ଘର ଉପରେ ମା’ ଲକ୍ଷ୍ମୀଙ୍କର ଆଶ୍ରୀବାଦ ରହିଥାଏ । ଘରକୁ ପଜିଟିଭ ଏନର୍ଜିର ସଂଚାର ହୋଇଥାଏ ।

2- ପ୍ରତ୍ଯେକ ଶୁକ୍ରବାର ଦିନ ଘରେ କୌଣସି ମିଠା ଖାଦ୍ୟ ଦ୍ରବ୍ୟ ନିହାତି ବନାନ୍ତୁ । ସେହି ମିଠା ଦ୍ରବ୍ୟକୁ ଘରର ସବୁ ସମସ୍ତେ ମିଳିମିଶି ଖାଆନ୍ତୁ । ତେବେ ଘରର ସଦସ୍ୟ ଖାଇବା ପୂର୍ବରୁ କିନ୍ତୁ ଭଗବାନଙ୍କ ପାଖରେ ଭୋଗ ଲଗାଇବା ଜରୁରୀ ଅଟେ । ସେହି ଭୋଗକୁ ଆପଣ ଲକ୍ଷ୍ମୀନାରାୟଣଙ୍କୁ ଭୋଗ ଲଗାଇ ପାରିବେ ।

ତାପରେ ସେହି ପ୍ରସାଦକୁ ପରିବାର ସଦସ୍ୟ ମିଶିକି ଖାଇବା ଦ୍ଵାରା ଘରେ ସୁଖ, ଶାନ୍ତି ବଜାୟ ରହିଥାଏ । ଏଥିସହ ଘରେ ଧନର ଅଭାବ ରହିନଥାଏ । କି ଘରକୁ ଅଶାନ୍ତି ଆସିପାରିନଥାଏ ।

3- ଘରର ସବୁ ସଦସ୍ୟ ଯେଉଁ ସ୍ଥାନରୁ ଅର୍ଥାତ ବାଲଟି, ଫିଲ୍ଟର ଯେଉଁଥିରୁ ପାଣି ପିଉଥିବେ । ସେଥିରୁ ତମ୍ବା ପାତ୍ରରେ କିଛି ପାଣି ଆଣି ଘରର ସବୁ କୋଣରେ ସିଂଚନ କରନ୍ତୁ । ତାପରେ ବଞ୍ଚିଥିବା ସବୁ ପାଣିକୁ ଘରର ମଝି ସ୍ଥାନରେ ଢାଳି ଦିଅନ୍ତୁ । ଏହି ଉପାୟକୁ ରାତି ସମୟରେ ଘରର ମହିଳା ମାନେ କରନ୍ତୁ । ଯାହା ଦ୍ଵାରା ଘରୁ ସବୁ ସଙ୍କଟ ଦୂର ହେବାରେ ଲାଗିଥାଏ । ଘରକୁ ଖୁସି ମଧ୍ୟ ଆସିବାରେ ଲାଗେ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିଲେ । କମେଣ୍ଟ ଓ ଶେୟାର କରନ୍ତୁ । ଏଥିସହ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଟିଏ କାଟନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *