ଋଣ ଓ କରଜ ସୁଝିପାରୁ ନାହାନ୍ତି କି ? ତେବେ ଏହି ସବୁ ଉପାୟ ନିଶ୍ଚୟ କରନ୍ତୁ ।

ବନ୍ଧୁଗଣ କରଜ କରିବାକୁ କେହି ବି ପସନ୍ଦ କାନ୍ତିନି । କେବଳ ବାଧ୍ୟ ବାଧ୍ୟକତାରେ ବ୍ୟକ୍ତି କରଜ କରିଥାନ୍ତି । ଯେମିତିକି ପିଲାଙ୍କ ପାଠ ପଢା, ବିବାହ କରିବାକୁ, ଘର ତିଆରି ପାଇଁ ଅନେକ ଲକ କରଜ କରିଥାନ୍ତି । କରଜ କରିବା ବହୁତ ସହଜ ହୋଇଥାଏ କିନ୍ତୁ ସୁଝିବା ବହୁତ କଷ୍ଟକର ହୋଇଥାଏ । ଅନେକ ଲୋକଙ୍କ ଭାଗ୍ୟରେ ଏତେ ଦୁର୍ଦ୍ଦଶା ଆସିଯାଏ କି କରଜ ସୁଝିବାର କିଛି ବାଟ ମିଳି ନ ଥାଏ । ଆଜି ଆମେ ଜାଣିବା ରୁଣ ଓ କର୍ଜ ସୁଝିବାର କିଛି ଉପାୟ ବିଷୟରେ ।

କୌଣସି ବ୍ୟକ୍ତି କରଜ ରେ ବୁଡି ରହିଥିଲେ ଭଗବାନ ଶିବ ଓ ଗଣେଶଙ୍କର ଆରାଧନା କରନ୍ତୁ । ମଙ୍ଗଳ ଗ୍ରହଙ୍କର ଆଶୀର୍ବାଦ ମିଳିଯାଏ ତେବେ କରଜ ରୁ ମୁକ୍ତି ପାଇ ପାରିବେ । ଏହା ସହ ଭଗବାନ ଗେଣେଶ ଙ୍କର ମନ୍ତ୍ର ଓମ ଗଣପତୟେ ନମହ । ଏହାକୁ 108 ଥର ଘରେ ଉଚ୍ଚାରଣ କରନ୍ତୁ ବା ଗଣେଶ ଜୀ ଙ୍କ ମନ୍ଦିର କୁ ଯାଇ ଉଚ୍ଚାରଣ କରି ପାରିବେ । ପୂର୍ଣ୍ଣିମା ବା ମଙ୍ଗଳବାର ଦିନ କାହାକୁ ଟଙ୍କା ପଇସା ଉଧାର ଦେଇ ପାରିବେ ।

ଏବଂ ବୁଧବାର ଦିନ କରଜ ଋଟର୍ନ ନିଅନ୍ତୁ । ଏହି ଉପାୟ କରିବା ଦ୍ଵାରା ରୁଣ ସମସ୍ଯା ଦୂର ହୋଇଥାଏ । ଭୁଲରେ ବି ମଙ୍ଗଳବାର ଦିନ କାହା ଠାରୁ କରଜ ନେବା ଉଚିତ ନୁହେଁ । ଏହା ଦ୍ଵାରା କରଜ ସମସ୍ଯା ଅଧିକ ବଢିଯିବ । କୌଣସି ଯାହାରୁ ଲୋଣା ଆଣିଥିଲେ ବା ଧାର ଆଣିଥିଲେ ପ୍ରଥମ ଟଙ୍କା ମଙ୍ଗଳବାର ଦିନ ଦିଅନ୍ତୁ । ଦେଖିବେ ଜଲ୍ଦି ଆପଣଙ୍କ ଲୋନ ବା କିସ୍ତି ସୁଝିଯିବ ।

ମଙ୍ଗଳବାର ଦିନ ପ୍ରଥମ କିସ୍ତି ଦେବାକୁ ଚେଷ୍ଟା କରିବେ । କରଜ ମୁକ୍ତ ହେବାକୁ ଚାହୁଁ ଥିଲେ ମଙ୍ଗଳ ଗ୍ରହଙ୍କର ସ୍ତୋତ୍ର ପାଠ କରନ୍ତୁ । ଏହା ସହ ଗରିବ ଲୋକଙ୍କୁ ଲାଲ ମସୁର ଡାଲି ଦାନ କରନ୍ତୁ । ଏହା ସହ ଘରର ଐଶାନ୍ୟ କୋଣ ସବୁବେଳେ ସଫା ସୁତୁରା ରଖିବା ଉଚିତ । ଏହା ଦ୍ଵାରା କରଜ ସମସ୍ଯା ଦୂର ହେବ । ଏହା ସହ ପ୍ରତେକ ବୁଧବାର ଦିନ ଗଣେଶ ଜୀ ଙ୍କ ସ୍ତୋତ୍ର ପାଠ କରନ୍ତୁ ।

ବୁଧବାର ଦିନ ମୁଗ ଡାଲି ଭାଜି ଘିଅରେ ମିଶାଇ ଗାଈ ଙ୍କୁ ଖାଇବାକୁ ଦେଲେ ରୁଣ ସମସ୍ଯା ଦୂର ହେବ । ପ୍ରତେକ ଦିନ ଘର ବାହାରେ ସୋରିଷ ତେଲ ର ଦୀପ ଜଳାନ୍ତୁ । ଏହା ଦ୍ଵାରା ଶନି ଙ୍କ କୃପାରୁ କରଜ ସମସ୍ଯା ଦୂର ହେବ । ଆଉ ଏକ ଉପାୟ ହେଉଛି ସୋରିଷ ତେଲ ଓ ମାଟି ପାତ୍ର ନିଅନ୍ତୁ ।

ମାଟି ପାତ୍ର ରେ ସୋରିଷ ତେଲ ପୂର୍ଣ୍ଣ କରି ଶନିବାର ଦିନ ସୂର୍ଯ୍ୟାସ୍ତ ସମୟରେ ନଦୀ ବା ପୋଖରୀ ପାଖରେ ପୋତି ଦିଅନ୍ତୁ । ଏହି ଉପାୟ କରିଲେ ରୁଣ ସମସ୍ଯା ବହୁତ ଜଲ୍ଦି ଦୂର ହେବ । ମଙ୍ଗଳବାର ଓ ସନିବାରରେ ରାଶି ତେଲର ଦୀପ ହନୁମାନ ଜୀଙ୍କୁ ଅର୍ପଣ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *