ଋଷି, ମୁନି ଓ ସାଧୁ ଙ୍କ ମଧ୍ୟରେ କଣ ଅନ୍ତର ଥାଏ? ଜାଣି ଆଶ୍ଚର୍ଯ୍ୟ ହେବେ… ନିଶ୍ଚୟ ଦେଖନ୍ତୁ (Purana Katha)

ହିନ୍ଦୁ ଶାସ୍ତ୍ର ଅନୁସାରେ ଆମର ରୁଷୀ ଓ ମିନି ମାନଙ୍କୁ ମାନିବା ପ୍ରଥା ଅନେକ ପୁରୁଣା ଅଟେ । ଏହାକୁ ସଭିଏଁ ମାନୁ ଥିଲେ ଏହାର କାରଣ ମଧ୍ୟ ଅଛି । ସେମାନେ ଏହି ଭଳି କିଛି କାମ କରୁଥିଲେ ଯେଉଁ କାମକୁ କରିବା ଦ୍ଵାରା ଲୋକମାନଙ୍କ ମନରେ ତାଙ୍କ ପାଇଁ ସମ୍ମାନ ଆସୁଥିଲା । ମୁନି ରୁଷୀୟ ମାନେ ସାଧାରଣ କାମ କରୁଥିଲେ ଯାହା ସାଧାରଣ ମଣିଷ ପାଇଁ ଅସମ୍ଭବ ଥିଲା । ଆପଣଙ୍କ ମନରେ ଥିବା ଦୁବିଧା କୁ ଆଜି ଆମେ ଦୂର କରିବା କହିବା କି ରୁଷୀ ମୁନି ଓ ସାଧୁ ମଧ୍ୟରେ ଅନ୍ତର କଣ ଅଛି ।

ଯେଉଁ ମାନେ ଆମକୁ ଏତେ ଭଲ ଜ୍ଞାନ ପ୍ରଦାନ କରିଛନ୍ତି । ପ୍ରଥମେ ଆସେ ରୁଷି ଯେଉଁ ମାନେ ପୌରାଣିକ କାମ କରୁଥିଲେ ସେମାନଙ୍କୁ ରୁଷି କୁହାଯାଏ । ଏମାନେ ବୈଦିକ ନୀତିରେ କିଛି ନୂଆ ଜିନିଷ ରଚନା କରି ପାରୁଥିଲେ । ସେମାନଙ୍କ ମନରେ କ୍ରୋଧ, ମୋହ, ଲୋଭ, କାମନା ରହୁ ନଥିଲା । ଏମାନେ ଗୃହସ୍ଥା ଆଶ୍ରମରୁ ହିଁ ଆସୁଥିଲେ । ଏହା ସହ ସେମାନେ ନିଜ ତପସ୍ଵା ଦ୍ଵାରା ଇଶ୍ଵରଙ୍କୁ ପ୍ରାପ୍ତି କରି ପାରୁଥିଲେ ।

ଆପଣମାନେ ଏହି ଭଳି ମହାନ ଋଷିଙ୍କ ନାମ ଶୁଣିଥିବେ ଯେଉଁ ମାନଙ୍କ ମଧ୍ୟରେ କେତୁ, ପୁଲହ, ଅଟ୍ରୀ ଆଦି ରୁଷି ମାନେ ଥିଲେ ସେମାନେ ଭୌତିକ ପଦାର୍ଥରେ ଥିବା ଭଲ ଗୁଣକୁ ଜାଣି ପାରୁଥିଲେ । ମହର୍ଷି କୁହାଯାଏ କି ସେମାନଙ୍କୁ ଯେଉଁ ମାନ ଜ୍ଞାନ ଓ ଭୌତିକ ସଚେତନା ଜାଗ୍ରତ ହୋଇଯାଏ ସେମାନେ ମହର୍ଷି ଅଟନ୍ତି ।

ଏହାଙ୍କ ଉପରେ ବ୍ରହ୍ମ ରୁଷି କେବଳ ଅଛନ୍ତି । ଆମର ଅନ୍ତିମ ମହର୍ଷି ସ୍ଵାମୀ ଦୟାନନ୍ଦ ସରସ୍ଵତୀ ଙ୍କୁ କୁହାଯାଏ ସେ ଶେଷ ମହର୍ଷି ଥିଲେ । ଯେଉଁ ମାନଙ୍କ ଜ୍ଞାନ ଚକ୍ର ଜାଗୃତ ହୁଏ ସେମାନେ ଋଶୀ ଥାନ୍ତି କିନ୍ତୁ ଯେଉଁ ମାନଙ୍କ ବ୍ରହ୍ମ ଚକ୍ର ଜାଗୃତ ହୁଏ ସେମାନେ ମହର୍ଷି ଥାନ୍ତି ଓ ଯେଉଁ ମାନଙ୍କର ଉଭୟ ଚକ୍ର ଜାଗୃତ ଥାଏ ସେମାନଙ୍କୁ ବ୍ରହ୍ମ ରୁଷି କୁହାଯାଏ ।

ମୁନି ଯେଉଁମାନେ ଚୁପ ରହିଥାନ୍ତି ସେମାନଙ୍କୁ ମୁନି କୁହାଯାଏ । ଏହା ସହ ଯେଉଁ ମାନେ ନିଜର ଜ୍ଞାନ ଆହୋରଣ କରିବା ପରେ ସମାଜର ଭଲ ପାଇ ଏହାକୁ ବ୍ୟବହାର କରୁଥିଲେ ସେମାନଙ୍କୁ ମୁନି କୁହାଯାଏ । କିଛି ଜଣ ଭଗବାନଙ୍କ ନାମ ଜପ କରିବା ଲୋକଙ୍କୁ ମଧ୍ୟ ମୁନି କୁହାଯାଉଥିଲା ସେମାନଙ୍କ ମଧ୍ୟରୁ ନାରଦ ମୁନି ଅନ୍ୟତମ ।

ଏହା ପରେ ଆସେ କି ଏମାନଙ୍କ ଭୋଜନ ଏମାନେ ଏକ ବେଳା ଭୋଜନ କରିବା ସହ 28 ଟି ଗୁଣକୁ ସାଧନା କରୁଥିଲେ ଏମାନଙ୍କୁ ମୁନି କୁହାଯାଏ । ଏମାନେ ଶାସ୍ତ୍ର କୁ ଭଲ ଭାବେ ପଢି ଏହାର ପାଳନ ମଧ୍ୟ କରିଥାନ୍ତି । ଏହା ପରେ ସାଧୁ କୁହାଯାଏ ସେମାନଙ୍କୁ ଯେଉଁ ମାନେ ସଂସ୍କୃତର ସାଧନ କରିଥାନ୍ତି ସେମାନଙ୍କୁ ସାଧୁ କୁହାଯାଏ । ଏମାନେ କାମ, କ୍ରୋଧ, ଲୋଭ, ମୋହ ର ତ୍ୟାଗ କରିଥାନ୍ତି ।

ସେମାନେ ସାଧୁ ହୋଇ ପାରନ୍ତି । କିଛି ଲୋକମାନେ ଏହାକୁ ଅର୍ଜନ କରିବା ପାଇଁ କଠିନ ତପସ୍ୟା କରିଥାନ୍ତି । ଏହା ପରେ ଆସେ ସନ୍ଥ । ଏମାନେ ସାନ୍ତ ହେବା ସହ ସାଧା ଶିଧା ଜୀବନ ଜାପାନ କରି ଥାନ୍ତି ଯେଉଁ ମାନେ ଭଗବାନଙ୍କ ଆରାଧନା କରିବା ସହ ଭଗବାନ ଙ୍କ ପୂଜା କରିଥାନ୍ତି ସେମାନେ ସନ୍ଥ ଥାନ୍ତି । ଏହା ପରେ ଯୋଗୀ । ଯୋଗୀ ସେମାନଙ୍କୁ କୁହାଯାଏ ଯେଉଁ ମାନେ ଭଗବାନ ଶିବଙ୍କ ଭଳି ଯୋଗ ସାଧନ କରିଥାଏ ତାକୁ ଯୋଗୀ କୁହାଯାଏ ।

Leave a Reply

Your email address will not be published. Required fields are marked *