ଋତୁସ୍ରାବ ସମୟରେ ଅସହ୍ୟ ଯନ୍ତ୍ରଣା ହେଉଥିଲେ, କରନ୍ତୁ ଏହି ଉପାୟ ଏବଂ କଷ୍ଟରୁ ପାଆନ୍ତୁ ମୁକ୍ତି

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । କଣ ଆପଣ ଜାଣିଛନ୍ତି ରୁତ୍ତୁସ୍ରାବ ସମୟରେ ପେଟରେ ଯେଉଁ ଯନ୍ତ୍ରଣା ହୁଏ ତା ପାଇଁ ଆପଣ କଣ ସବୁ କରିପାରିବେ ଉପାୟ ଯାହା ଆପଣଙ୍କ ଯନ୍ତ୍ରଣାକୁ କରିବ କମ ସେ ବିଷୟରେ ଆଜି ଆମେ କହିବୁ । ବହୁତ ଝିଅମାନେ ଏ ବିଷୟରେ  ଜାଣନ୍ତି ନାହିଁ କି ଏହି ଯନ୍ତ୍ରଣା ସମୟରେ କୌଣସି ମେଡିସିନ ନେବା ଦ୍ଵାରା ଏହା ପରେ କେତେ ଖରାପ ଅସର ପକାଇବ ଆପଣଙ୍କ ଶରୀର ରେ ଏହା ଜାଣି ନାହାନ୍ତି ।

ତେବେ କିଛି କିଛି ଝିଅ ବହୁତ ଅଧିକ ଯନ୍ତ୍ରଣା ଅନୁଭବ କରନ୍ତି ତ କେହି କେହି ବିଲକୁଲ ଯନ୍ତ୍ରଣା ଅଣୁଭା କରନ୍ତି ନାହିଁ ।

ଜାଣନ୍ତୁ କେମିତି କରିବେ ଏହି କଷ୍ଟର ପ୍ରତିକାର

ଋତୁସ୍ରାବ ସମୟରେ ୫ ଦିନ ପର୍ଯ୍ୟନ୍ତ ଗରମ ପାଣିରେ ଗାଧୋଇଲେ କଷ୍ଟ କମ ହୁଏ ଓ ଆରମ ମିଳେ । କାହିଁକି ନା ଗରମ ପାଣି ଦ୍ଵାରା ଟିସୁଗୁଡ଼ିକ ରିଲାକ୍ସ ହୁଅନ୍ତି ଓ ରକ୍ତ ସଂଚାଳନ ଠିକ ହୁଏ ଯାହା ବଡିକୁ ଯନ୍ତ୍ରଣାରୁ ମୁକ୍ତି ଦିଏ ।

ଯଦି କିଛି ଉପାୟକୁ ସାଥି କରିପାରୁନାହାଁନ୍ତି , ଶେଷର ସବୁଠୁ ବଡ ଓ ଖରାପ ଉପାୟ ହେଲା ପେନକିଲର ଟ୍ୟାବଲେଟ । ଖରାପ ଏଥିପାଇଁ କି ଏହା ସଙ୍ଗେ ସଙ୍ଗେ କଷ୍ଟରୁ ମୁକ୍ତି ତ ଦେଇ ଦେବ କିନ୍ତୁ ଆଗକୁ ଯାଇ କିଛି ଅସୁବିଧା ମଧ୍ୟ କରାଇ ପାରେ  । ତେଣୁ ଯଦି ବି କୌଣସି ବଟିକା ର ସେବନ କରିବେ ଭାବୁଛନ୍ତି ତେବେ ଡାକ୍ତର ପରାମର୍ଶ ନିଶ୍ଚୟ ନିଅନ୍ତୁ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *