କଣ ଆପଣ ଜାଣିଛନ୍ତି କେତେଥର ଶାରୀରିକ ସମ୍ବନ୍ଧ ରଖିବା ପରେ ମହିଳାମାନେ ଗର୍ଭବତୀ ହୋଇଥାନ୍ତି ? ନିଶ୍ଚୟ ଜାଣନ୍ତୁ କଣ କହେ ଗବେଷଣା…

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ଟିପ୍ସ ଦେବାକୁ ଯାଉଛୁ । ଆପଣମାନେ ତ ଜାଣିଥିବେ ବହୁତ ସ୍ତ୍ରୀ ଲୋକ ମା ହେବା ପାଇଁ କେତେ ବ୍ଯାକୁଳ ହୁଅନ୍ତି । ଚିନ୍ତାରେ ପଡି ଯାନ୍ତି ଯେ କାହିଁକି ଏତେ ଚେଷ୍ଟା ପରେ ବି ସେମାନେ ଗର୍ଭ ଧାରଣ କରି ପାରୁ ନାହାନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେହି ସମ୍ବନ୍ଧରେ କିଛି ଟିପ୍ପଣୀ ବା ତଥ୍ୟ ଦେବାକୁ ଚାହୁଞ୍ଚୁ । ବିବାହ ଏକ ପବିତ୍ର ବନ୍ଧନ, ଏହା ସଂସାର ନିୟମ । ସଂସରକୁ ବଢାଇବା ପାଇଁ ଏହା ଆଦିମ କାଳରୁ ଚାଲିଆସିଛି । ବିବାହ ପରେ ସନ୍ତାନ ଜନ୍ମ ହେବା ସ୍ଵାମୀ ଓ ସ୍ତ୍ରୀ ଉଭୟଙ୍କର ଏକ ବହୁତ ବଡ ଅଭିଳାଷ । ବାପା ମା ହେବା ସମସ୍ତଙ୍କର ଗୋଟେ ସ୍ଵପ୍ନ ଥାଏ ।

ତେବେ ଆପଣ ଦେଖିଥିବେ ବିବାହ ପରେ ପରେ କିଛି ମହିଳା ଗର୍ଭ ଧାରଣ କରନ୍ତି ତ କିଛି ମହିଳା ବିବାହର କିଛି ବର୍ଷ ପର୍ଯ୍ୟନ୍ତ ମା ହୋଇ ନଥାନ୍ତି । ତେବେ ଏହା ଯେ କେବଳ ସେମାନଙ୍କର କୌଣସି ଦୋଷ ତା ନୁହେଁ, କିଛି ଲୋକ ଏମିତି ଥାନ୍ତି ଯେଉଁମାନେ ଆଜିକାଲି ବିବାହର ସଙ୍ଗେ ସଙ୍ଗେ ସନ୍ତାନ ଚାହାନ୍ତି ନାହିଁ । କିନ୍ତୁ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଚାହାନ୍ତି କିନ୍ତୁ ଗର୍ଭ ଧାରଣ କରିବାରେ ସାମୀ ଲାଗେ । ତେବେ ଗବେଷଣାରୁ ଜଣାଯାଇଛି ମହିଳାମାନେ କେତେଥର ଶାରୀରିକ ସମ୍ପର୍କ ରଖିଲେ ଗର୍ଭ ଧାରଣ କରିପାରିବେ । ସେ ବିଷୟରେ ଆସନ୍ତୁ ଜାଣିବା ।

ତେବେ ଗବେଷଣା ଅନୁସାରେ ହାରାହାରି ୭୮ ଥର ଶାରୀରିକ ସମ୍ପର୍କ ରଖିବା ପରେ ହିଁ ମହିଳା ଗର୍ଭବତୀ ହୋଇଥାନ୍ତି ଏବଂ ଦମ୍ପତି ସାଧାରଣ ଭାବେ ୧୮୫ ଦିନ ଏକତ୍ର ଅତିବାହିତ କରିବା ପରେ ମାଆ ବାପା ହେବାର ଉପଲବ୍ଧି ହାସଲ କରିଥାନ୍ତି । ଏହି ଗବେଷଣା ପ୍ରାୟ ୫ ପ୍ରତିଶତ ପତି ପତ୍ନୀ ସ୍ୱୀକାର କରିଛନ୍ତି । ସେମାନେ ମାସିକ ଥରେ ଶାରୀରିକ ସମ୍ପର୍କ ରକ୍ଷା କରି ମଧ୍ୟ ଏଥିରେ ସଫଳ ହୋଇଛନ୍ତି ।ଆଉ କେତେକ ଆକଳନ ଅନୁଯାୟୀ ମାସକ ଭିତରେ ତେର ଥର ଏହିଭଳି ସମ୍ପର୍କ ରଖିଲେ ହିଁ ପତ୍ନୀ ଗର୍ଭବତୀ ହୋଇଛନ୍ତି ।

୪୩ ପ୍ରତିଶତ ମହିଳା ସ୍ୱୀକାର କରିଛନ୍ତି ଯେ, ସେମାନେ ଯେତେଥର ସମ୍ପର୍କ ରଖିଲେ ବି ମାନସିକ ଚାପ ହେତୁ ଗର୍ଭବତୀ ହୋଇପାରି ନାହାନ୍ତି । ଗର୍ଭବତୀ ହେବା ପାଇଁ ମାନସିକ ଶାନ୍ତି ନିହାତି ଆବଶ୍ୟକ ବୋଲି ସେମାନେ ଦର୍ଶାଇଛନ୍ତି । ଏଥିରେ ୫୦ ପ୍ରତିଶତ ଦମ୍ପତି ସ୍ୱୀକାର କରିଛନ୍ତି ଯେ, ସେମାନେ ସାଧାରଣ ଭାବରେ ସମ୍ପର୍କ ରଖିବା ପରେ ହିଁ ପତ୍ନୀ ଗର୍ଭବତୀ ହୋଇଛନ୍ତି ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *