500 ବର୍ଷ ପରେ ବନୁଛି ମହାସଂଯୋଗ ଏହି ସାବିତ୍ରୀ ଅମାବାସ୍ୟାରେ ଚମକି ଉଠିବ ଏହି ୭ ଟି ରାଶିର ଭାଗ୍ୟ

ବନ୍ଧୁଗଣ, ହିନ୍ଦୁ ଧର୍ମ ଅନୁଯାୟୀ ସାବିତ୍ରୀ ଅମାବାସ୍ୟା ପ୍ରତ୍ୟକ ବିବାହିତା ନାରୀ ପାଇଁ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ଦିନ ଅଟେ । ଆପଣ ମାନେ ପ୍ରାଏ ସମସ୍ତେ ଜାଣିଥିବେ ଯେ, ହିନ୍ଦୁ ଧର୍ମ ରେ ସାବିତ୍ରୀ ଅମାବାସ୍ୟା ର ବିଶେଷ ମହତ୍ଵ ରହିଅଛି । ବନ୍ଧୁଗଣ ପ୍ରତ୍ୟକ ଓଡିଆ ସଧବା ନାରୀ ମାନଙ୍କ ପାଇଁ ଏହା ଏକ ମୁଖ୍ୟ ପର୍ବ ଅଟେ ।

ବନ୍ଧୁଗଣ ପ୍ରତ୍ୟକ ବର୍ଷ ଜ୍ୟଷ୍ଠ ମାସର ଅମାବାସ୍ୟା ରେ ଏହି ସାବିତ୍ରୀ ବ୍ରତ ପାଳନ କରାଯାଇଥାଏ । ବନ୍ଧୁଗଣ ଚଳିତ ବର୍ଷ ଜୁନ ମାସର ୧୦ ତାରିଖ ଦିନ ସାବିତ୍ରୀ ବ୍ରତ ପଡୁଅଛି । ଏହି ପର୍ବରେ ସଧବା ନାରୀ ମାନେ ନିଜ ସ୍ଵାମୀ ଙ୍କର ଦୀର୍ଘାୟୁ ନିମନ୍ତେ ବ୍ରତ ରଖିଥାନ୍ତି । ଏହି ଶୁଭ ଦିନରେ ସ୍ତ୍ରୀ ଲୋକ ମାନେ ପ୍ରାତଃ ରୁ ଉଠି ସ୍ନାନ ତଥା ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରି ସାବିତ୍ରୀ ମା ଙ୍କ ମନ୍ଦିରକୁ ଯାଇ ସ୍ଵାମୀ ଙ୍କ ମଙ୍ଗଳ କାମନା ତଥା ଦୀର୍ଘାୟୁ ର ମାନସିକ କରି ପୂଜାର୍ଚ୍ଚନା କରିଥାନ୍ତି ।

ସାବିତ୍ରୀ ମାତା ଙ୍କୁ ନୂତନ ଶାଢୀ, ଶଙ୍ଖା, ସିନ୍ଦୁର ଆଦି ଅର୍ପଣ କରିଥାନ୍ତି । ବନ୍ଧୁଗଣ ୫୦୦ ବର୍ଷ ପରେ ଏହି ସାବିତ୍ରୀ ଅମାବାସ୍ୟା ଗୁରୁବାର ଦିନ ପଡୁଅଛି । ଏହି ଦିନ ଗ୍ରହ ତଥା ନକ୍ଷେତ୍ର ମାନଙ୍କ ଗତିବିଧିରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଅଛି । ବନ୍ଧୁଗଣ ଏହି ପରିବର୍ତ୍ତନ ରାଶି ଚକ୍ରରେ ଥିବା ୧୨ ଟି ରାଶିଙ୍କ ଉପରେ ପ୍ରଭାବ ପକାଇଥାଏ ।

ବନ୍ଧୁଗଣ ସାବିତ୍ରୀ ଅମାବାସ୍ୟା ଦିନ ଗ୍ରହ ମାନଙ୍କର ଏହି ବିଶେଷ ପରିବର୍ତ୍ତନ ଘଟୁଥିବାରୁ କେତେକ ରାଶି ଉପରେ ଏହାର ସୁପ୍ରଭାବ ପଡିବାକୁ ଯାଉଛି । ଆସନ୍ତୁ ଏବେ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକଙ୍କ ସମବନଦରେ ସଂପୂର୍ଣ୍ଣ ବିବରଣୀ,- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ବିଶେଷ ମାନେ, ସାବିତ୍ରୀ ଅମାବାସ୍ୟା ଦିନ ପର ଠାରୁ ଅତ୍ୟନ୍ତ ଆନନ୍ଦଭାରା ହୋଇ ନିଜର ଜୀବନ ଅତିବାହିତ କରିବେ ।

ବ୍ୟବସାୟ ରେ ପ୍ରଚୁର ଲାଭ ପ୍ରାପ୍ତି ର ଯୋଗ ବନୁଅଛି । ବନ୍ଧୁ ମାନଙ୍କ ସହିତ ସମ୍ପର୍କ ମଧୁର ରହିବ । ସମସ୍ତ କାର୍ଯ୍ୟକୁ ସଫଳତା ର ସହିତ ସମ୍ପାଦନ କରି ପାରିବେ । ପରିବାରରେ ସୁଖ ଶାନ୍ତି ବନି ରହିବ । ଶରୀରର ସମସ୍ତ ପୀଡା ତଥା ବ୍ୟଥା ଆଦି ର ଅନ୍ତ ହେବ । ଏହି ରାଶିର ବ୍ୟକ୍ତି ମାନଙ୍କୁ ଆର୍ଥିକ ଲାଭ ମିଳିବ । ପରିବାର ଅଥବା ନିଜ ବ୍ୟକ୍ତିଗତ ଜୀବନ ରେ ଲାଗି ରହିଥିବା ଆର୍ଥିକ ସମସ୍ୟା ଗୁଡିକ ର ଅନ୍ତ ହେବ ।

ବ୍ୟବସାୟ କରୁଥିବା ବ୍ୟକ୍ତି ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ । ପରିବାର ତଥା ଦାଂପତ୍ୟ ଜୀବନରେ ଖୁସୀର ପରିବେଶ ଲାଗିରହିବ । ଏହି ରାଶିର ବ୍ୟକ୍ତି ମାନଙ୍କୁ ଭଗବାନ ଙ୍କର ବିଶେଷ କୃପା ପ୍ରାପ୍ତି ହେବାକୁ ଯାଉଅଛି । ବନ୍ଧୁଗଣ ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି;- ମିଥୁନ ରାଶି, ବୃଷ ରାଶି, କନ୍ୟା ରାଶି, ସିଂହ ରାଶି, କୁମ୍ଭ ରାଶି, ମୀନ ରାଶି ଏବଂ ତୁଳା ରାଶି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ଟିପ୍ପଣୀ ଭଲ ଲାଗିଥିଲେ, ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *