ଶବ ଜାଳାଇବା ସମୟରେ, ହାଟଥ ନଇରେ ଆସିଗଲା ବନ୍ୟା ଆଉ ତାପରେ ଯାହା ହେଲା ଆପଣ ବିଶ୍ୱାସ କରିପାରିବେ ନାହିଁ

ସାରା ଦେଶ ରେ ଲଗାତାର ବର୍ଷା କାରଣ ରୁ କିଛି ସମୟ ଲୋକେ ବେଶ ଆରାମ ରେ ସମୟ ବିତାଇଛନ୍ତି ତ ଅନ୍ୟ ପଟେ କିଛି ଲୋକେ ଅତ୍ୟଧିକ ବର୍ଷା କାରଣ ରୁ ନାହିଁ ନ ଥିବା ସମସ୍ୟା ର ସମୁଖୀନ ହେଇଛନ୍ତି I ପାହାଡିଆ ଅଂଚଳ ରେ ବି ନାହିଁ ନ ଥିବା ସମସ୍ୟା ଦେଖିବାକୁ ମିଳିଛି I କେରଳ ରେ ବି ଅତ୍ୟଧିକ ବର୍ଷା କାରଣ ରୁ ବନ୍ୟା ଆସି 54000 ରୁ ବି ଅଧିକ ଲୋକେ ନାହିଁ ନ ଥିବା ସମସ୍ୟା ର ସମୁଖୀନ ହେଇଛନ୍ତି I ଏବଂ 400 ରୁ ଅଧିକ ଲୋକେ ମୃତ୍ୟୁବରଣ କରିଛନ୍ତି I

ନଦୀ ରେ ବୋହିଲା ଜଳୁଥିବା ଶବ

ଆଜି ଆମେ ଆପଣ ଙ୍କୁ ଅତ୍ୟଧିକ ବର୍ଷା ସମୟ ରେ ଏପରି ଏକ ଘଟଣା ଘଟିଯାଇଛି ଯାହା ସମ୍ପର୍କ ରେ କହିବାକୁ ଯାଉଛୁ I ଏହି ସମୟ ରେ କିଛି ଲୋକେ ଏକ ଶବ ସତ୍କାର ପାଁଇ ନଦୀ କୁଲ ରେ ଚିତା କୁ ଜଳାଇଥିଲେ କିନ୍ତୁ ନଦୀ ରେ ଅତ୍ୟଧିକ ପାଣି ନଦୀ ରେ ବଢିଯାଇଥିଲା I

ସମ୍ପୂର୍ଣ ଘଟଣା

ଏହି ଘଟଣା ଟି ଉତ୍ତରାଖଣ୍ଡ ଅଂଚଳ ର ଅଟେ I ଏଠାରେ ଏକ ଶବ ସତ୍କାର ପାଁଇ ଲୋକେ ଗୋଲା ନଦୀ କୁଳ ରେ ଚିତ୍ରଶିଳା ଅଂଚଳ ରେ ପହଂଚିଥିଲେ କିନ୍ତୁ ଏହି ସମୟ ରେ ନଦୀ ର ଜଳସ୍ତର ବଢିଯାଇଥିଲା I ଏବଂ ଜଳନ୍ତା ଶବ ନଦୀ ରେ ବୋହି ଯାଇଥିଲା I ଲୋକେ ଶବ ଟି କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହେଇ ନ ଥିଲେ I

ସୋସିଆଲ ମିଡ଼ିଆ ରେ ଚର୍ଚା ରେ ରହିଛି ଏହି ଘଟଣା

ଏହି ପୁରା ଘଟଣା ଆଜିକା ସମୟ ରେ ବେଶ ଚର୍ଚା ରେ ରହିଚି I ଏବଂ ଏହି ଘଟଣା ମିଡ଼ିଆ ରେ ଖୁବ ଭାଇରଲ ବି ହେଉଛି I ତେବେ ଏପରି ମୁଷଳ ବର୍ଷା ରେ ପାଣିପାଗ ବିଭାଗ ବି ସତର୍କ ସୂଚନା ଜାରି କରୁଛି I

Leave a Reply

Your email address will not be published. Required fields are marked *