ସବୁ ଦିନ ଦେଖୁଥିଲା ଅଡଲ୍ଟ ମୁଭି ! ଯେତେବେଳେ ଫୋନରେ ଆସିଲା ଏହି ମେସେଜ, ଦେଖି ଉଡିଗଲା ହୋସ

ଆଜିକାଲି ସମୟ ଏମିତି ହୋଇଯାଇଛି କି ଲୋକମାନେ ଲାଜ ଶର୍ମ ସବୁ ଭୁଲି ଗଲେଣି, ଏବଳି ଏବଳି କାର୍ଯ୍ୟ ସବୁ କରୁଛନ୍ତି ଜା ଦ୍ଵାରା ନିଜ ମୁଣ୍ଡ ତଳକୁ ହେଇ ଯାଉଛି । ସେହିଭଳି ଗୋଟେ କାମ ହେଉଛି ଖୋଲାଖାଲି ଭାବେ ଶାରୀରିକ ସମ୍ବନ୍ଧ ଉପରେ କଥା ହେବା, ଆଜିକାଲି ଦୁନିଆରେ ୮୦% ଲୋକ ତ ଇଣ୍ଟରନେଟ ମାଧ୍ୟମ ରେ ଅଡଲ୍ଟ ମୁଭି ଦେଖ ଏହିସବୁ ଉପରେ ଯେମିତି ପିଏଚଡ଼ି କଲେଣି । ଗୋଟେ ରିପୋର୍ଟ ଅନୁଯାଇ ଏହି ସୂଚିରେ ମହିଳାଙ୍କ ସଂଖ୍ୟା ବଢି ବଢି ଚାଲିଛି, ତେବେ ଏକ୍ସପର୍ଟ ଅନୁଯାଇ ଟେକନୋଲୋଜି ରେ ବହୁତ ପରିବର୍ତନ ଆସିଛି ଯାହା ପାଇଁ ଏହା ସବୁ ହଉଛି ।

କିନ୍ତୁ ଏହି ଭଳି ମୁଭି ଦେଖିବା କେବେ କେବେ ବହୁତ ଭୟଙ୍କର ହୋଇଥାଏ ଯାହା ବିଷୟରେ ଅଧିକାଂଶ ଲୋକ ଜାଣି ନାହାନ୍ତି । ତେବେ ଆଜି ଆମେ ଯେଉଁ ବିଷୟରେ କଥା ହେବା ତାହା ଏହିଭଳି କିଛି ଅଟେ ।

Image Courtesy: Google

ଏହି ଖବର ଅଷ୍ଟ୍ରେଲିଆ ବ୍ୟକ୍ତି ମାର୍କ ନାମକ ଲୋକ ର ଅଟେ ମାର୍କ ଅନୁଯାଇ ଗୋଟେ ଦିନ ହଟାତ ଫୋନରେ ମେସେଜ ଆସିଲା ଯେ ବ୍ୟାଙ୍କରୁ ୫ ହଜାର ଡଲାର ଟଙ୍କା କଟି ଯାଇଥିଲା ଓ ଯେତେବେଳେ ଏହାର ଅଭିଯୋଗ ସେ ବ୍ୟାଙ୍କ ଅଧିକାରୀ କୁ କରିଥିଲେ ସେତେବେଳେ ତାଙ୍କୁ ଏହା ଜାଣିବାକୁ ମିଳିଲା ଯେ ଏହା ଏକ ଅଡଲ୍ଟ ମୁଭି ସାଇଟ ହେକର ଦ୍ଵାରା ହ୍ୟାକ କରା ଯାଇଛି ଏବଂ ଆପଣଙ୍କ ଏକାଉଣ୍ଟରୁ ଟଙ୍କା ବାହାର କରା ଯାଇଛି ।

Image Courtesy: Google

ତେବେ ଅଧିକାରୀମାନେ ଏହା ମଧ୍ୟ କହିଲେ ଯେ ଏହି ସାଇଟ ହ୍ୟାକର ଅନେକି ବସିଥାନ୍ତି କେମିତି ଗୋଟେ ଶିକାର ମିଳୁ ଯାହା ଏକାଉଣ୍ଟରୁ ସେ ଟଙ୍କା ବାହାର କରି ପାରିବେ । ତେବେ ଯେଉଁ ଲ୍ୟାପଟପରେ ଏହି ଅଡଲ୍ଟ ମୁଭି ଦେଖୁଥିଲା ସେହି ଜାଗାରେ ମାର୍କ ମେମ୍ବରଶିପ କରିଥିଲେ ଯାହା ଦ୍ଵାରା ହ୍ୟାକର କୁ ମାର୍କ ବ୍ୟାଙ୍କ ଡିଟେଲ ପ୍ରାପ୍ତ ହୋଇଯାଇଥିଲା ଏବଂ କାମ ସହଜ ହୋଇ ଯାଇଥିଲା ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *