କିଛି ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ଏହି ପ୍ରଶ୍ନର ଉତ୍ତର ?

ଆଜିକା ସମୟରେ ଶିକ୍ଷା ଏତେ ଆବଶ୍ୟକ ହୋଇଯାଇଛି ଯାହା ବିନା କିଛି ସମ୍ଭବ ନୁହ, ଆଜିକା ସମୟରେ ସମସ୍ତଙ୍କୁ ନୂଆ ନୂଆ କଥା ଜାଣିବା ପାଇଁ ଇଛା ହୋଇଥାଏ । ଆଜି ଆପଣଙ୍କ ପାଇଁ ଆଣିଛୁ ଟ୍ରିକ୍କୀ ପ୍ରଶ୍ନ, ଆଜି ଦେଖିବା ଆପଣ କେତେ ବୁଦ୍ଧିମାନ ଅଟନ୍ତି । ଆପଣଙ୍କୁ କିଛି ଡବଲ ମୀନିଂଗ ବାଲା ପ୍ରଶ୍ନ ପଚାରିବୁ, ଏହାକୁ ଶୁଣି ଆପଣଙ୍କୁ ଖରାପ ଲାଗିପରେ କିନ୍ତୁ ଏହାର ଉତରା ବହୁତ ଠିକ ଅଟେ । ଆସନ୍ତୁ ସେହି ପ୍ରଶ୍ନ  ଆଲୋଚନା କରିବା ।

Image Courtesy: Google

6 ଇଞ୍ଚ ଲାମ୍ବା ତାହା କଣ ଅଟେ ଯାହା ଝିଅମାନେ ସବୁବେଳେ ପାଟିରେ ପୁରେଇଥାନ୍ତି ଓ ଆଗପଛ କରିଥାନ୍ତି ?

ଉତ୍ତର :- ଟୁଥ ବ୍ରଶ, ଯାହା ୬ ଇଞ୍ଚର ହୋଇଥାଏ ଓ ସମସ୍ତେ ଏହାକୁ ପାଟିରେ ପୁରାଇ ନିଜ ଦାନ୍ତ ସଫା କରନ୍ତି ।

ଝିଅମାନେ ପଛ ଅପେକ୍ଷା ଆଗରେ କରିବାକୁ ପସନ୍ଦ କରିଥାନ୍ତି ?

ଉତ୍ତର :- ନିଜର ପ୍ରଶଂସା

ଏମିତି କେଉଁ ଜିନିଷ ଅଛି ଯାହା ଦେଖିବାକୁ କଳା ଅଟେ ବ୍ୟବହାର କରିବା ଦ୍ଵାରା ନାଲି ହୋଇଯାଏ ଓ ଶେଷରେ ଧଳା ବାହାରିଥାଏ ?

ଉତ୍ତର :- କୋଇଲା, ଏହା ଦେଖିବାକୁ ତ କଳା କିନ୍ତୁ ଏହାକୁ ଜଳାଇଲା ବେଳେ ଏହା ନାଲି ଦେଖାଯାଏ । ଏବଂ ଏହା ଜଳିକି ଲିଭିବା ପରେ ଧଳା ରଙ୍ଗର ପାଉଁଶ ବାହାରିଥାଏ ।

Image Courtesy: Google

ଝିଅ ନିଜେ ଧରି କଣାରେ ପୁରାଇଦିଅନ୍ତି କୁହନ୍ତୁ କଣ ଅଟେ ?

ଉତ୍ତର :-କାନଫୁଲ

ସ୍ତ୍ରୀଲୋକମାନେ ପଛରେ କଣ ନେଇଥାନ୍ତି ?

ଉତ୍ତର :- ମୁଣ୍ଡରେ ଉଢଣା, ଏହାର ଅର୍ଥ ହେଲା ଶାଢୀର କାନି ସ୍ତ୍ରୀ ମାନଙ୍କ ପଛରେ ରୁହେ ସେଥିପାଇଁ ସେମାନେ ଓଢଣା ଦେଲାବେଳେ ପଛପଟୁ ଏହାକୁ ଟାଣି ମୁଣ୍ଡରେ ଓଡଣା ଦିଅନ୍ତି ।

ଏହି କାମ କଣ ଅଟେ ଯେଉଁଟା ଝିଅମାନେ କରିଲେ ବହୁତ ମଜା ଆସେ ଓ ବାର ବାର କରିବା ପାଇଁ ଚାହାନ୍ତି ।

Image Courtesy: Google

ଉତ୍ତର :- ସପିଙ୍ଗ, ସତରେ ଝିଅମାନେ ତ ସପିଙ୍ଗ ପାଇଁ ପାଗଳ

ଜଣେ ମହିଳା କଣ କରୁଥିବା ବେଳେ ସୁ ସୁ ଶବ୍ଦ ବାହାର କରିଥାଏ

ଉତ୍ତର :- ନିଜ ଛୁଆକୁ ସୁସୁ କରେଇଲା ସମୟରେ

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *