ଏହି ଲୋକଙ୍କୁ ଘରେ ଲଗେଇବା କଥା ନୁହେଁ ତୁଳସୀ ଗଛ, ହୋଇପାରେ ଭୟଙ୍କର କ୍ଷତି

ହିନ୍ଦୁ ଘରମାନଙ୍କରେ ହିଁ ତୁଳସୀ ଗଛ ରହିଥାଏ । ତୁଳସୀ ଗଛ ବୁଧଙ୍କ ପ୍ରତିନିଧିତ୍ଵ କରିଥାଏ, ଯାହା ଭଗବାନଙ୍କ ଗୋଟିଏ ସ୍ୱରୂପ ମାନିଥାନ୍ତି । ଭଗବାନ କୃଷ୍ଣଙ୍କୁ ତୁଳସୀ ବହୁତ ପ୍ରିୟ ହୋଇଥାଏ । ଭଗବାନ କୃଷ୍ଣଙ୍କୁ ବିନା ତୁଳସୀରେ ଭୋଗ ଲଗାଯାଏ ନାହିଁ । ଯେଉଁ ପରିବାର କୃଷ୍ଣ ଭଗବାନଙ୍କୁ ମାନିଥାନ୍ତି ତାଙ୍କ ଘରେ ତୁଳସୀ ଗଛ ନିଶ୍ଚିତ ରୂପରେ ଥାଏ ଓ ସେ କୃଷ୍ଣଙ୍କ ସହିତ ତୁଳସୀରବି ଆରାଧନା କରିଥାନ୍ତି । କିନ୍ତୁ ତୁଳସୀ ଗଛ ସମସ୍ତଙ୍କ ପାଇଁ ଶୁଭ ହୋଇନଥାଏ ।

ତୁଳସୀ ଗଛ ଲଗେଇବା ପାଇଁ ବହୁତ ନିୟମର ପାଳନ କରାଯାଇଥାଏ । ଯଦି ଆପଣ ନିୟମର ପାଳନ ନକରି ଘରେ ତୁଳସୀ ଗଛ ଲଗାଇବେ ଆପଣଙ୍କୁ ହାନି ଘଟିପାରେ । ଆସନ୍ତୁ ଜାଣିବା କେଉଁ ଲୋକ ଲଗାଇପାରିବେ ଓ ଲଗେଇବା ସମୟରେ କେଉଁ କଥାକୁ ଧ୍ୟାନରେ ରଖିବାକୁ ହେବ ।

Image Courtesy: Google

ତୁଳସୀକୁ ପରମ ବୈଷ୍ଣବ ମନାଯାଇଛି, ଭଗବାନ ବିଷ୍ନୁଙ୍କ ପୂଜା ପଦ୍ଧତିରେ ତାମସିକ ପ୍ରକାରେ ବ୍ୟବହାର କରାଯାଏ ନାହିଁ । ଭଗବାନ ବିଷ୍ନୁଙ୍କ ପୂଜା ରାଜସିକ ବା ସର୍ବାଧିକ ପ୍ରିୟା ସତ୍ୱିକି ପ୍ରକାରେ କରାଯାଇଥାଏ । ସେହିଲୋକ ମାନେ ତୁଳସୀର ପୂଜା କରିବେ ନାହିଁ ଯେଉଁ ମାନେ ମାଂଶର ସେବନ କରିଥାନ୍ତି । ସେଠାରେ ମଧ୍ୟ ପିଆଜ ଓ ରସୁଣ ମଧ୍ୟ ବର୍ଜିତ ହୋଇଥାଏ । ଏହିଜାଗାରେ ତୁଳସୀ ଭଲ ବଢି ନଥାଏ । ବିଷ୍ଣୁ ଭକ୍ତଙ୍କ ପାଇଁ ମଦିରାକୁ ବର୍ଜିତ କରାଯାଇଛି ।

Image Courtesy: Google

ଯେଉଁ ଲୋକ ତୁଳସୀ ରଖନ୍ତି ଘରେ ଓ ମନ୍ଦିରରେ ସେବନ କରିଥାନ୍ତି ସେମାନେ ତୁଳସୀ ରଖିବା ଅନୁଚିତ ହୋଇଥାଏ । ତୁଳସୀ ଏମିତି ଲୋକଙ୍କୁ ଲାଭ ହେବା ପରିବର୍ତେ କ୍ଷତି ହୋଇଥାଏ କାରଣ ତୁଳସୀ ପରମ ବୈଷ୍ଣବ ଅଟେ । ଯଦି ଆପଣ ଏହି ନିୟମ ମାନୁ ନାହାନ୍ତି ଭଲହେବକୀ ତୁଳସୀ ଗଛକୁ ଘରେ ରଖନ୍ତୁ ନାହିଁ । କେବେବି ତୁଳସୀକୁ ଦକ୍ଷିଣ ଦିଗରେ ରଖିବା ଉଚିତ ନୁହେଁ କାରଣ ଏହିଦିଗରେ ରଖିଥିବା ତୁଳସୀ ଅଶୁଭ ଫଳ ଦେଇଥାଏ । ତୁଳସୀକୁ ସବୁବେଳେ ଉତ୍ତର ଦିଗରେ ଲଗାଇବା ଉଚିତ, ଏହା ବୁଧଙ୍କ ଦିଶାବୋଲି କୁହାଯାଏ ।

Image Courtesy: Google

ତୁଳସୀକୁ କେବେବି ତଳେ ଲଗାଇବା ଉଚିତ ନୁହେଁ । ତୁଳସୀକୁ ସବୁବେଳେ କୁଣ୍ଡରେ ଲଗାଇବା ଉଚିତ । ତଳେ ଲଗେଇବା ଦ୍ଵାରା ଏହା ଅଶୁଭ ଫଳ ଦେବା ସହିତ ଏହାର ପ୍ରଭାବ ଘର ସଦସ୍ୟଙ୍କ ଉପରେ ପଡିଥାଏ । ତୁଳସୀକୁ ସବୁବେଳେ ଘରର ଅଗଣାରେ, ମଝିରେ ନହେଲେ ଘରର ପୂର୍ବ ଉତ୍ତର ଦିଗରେ ରଖିବା ଉଚିତ । ଏହାକୁ ଇଶ୍ଵରଙ୍କ ଦିଗ କୁହାଯାଏ । ଏହିଜାଗାରେ ତୁଳସୀ ସବୁଠୁ ଭଲ ପରିଣାମ ଦେଇଥାଏ । ରବିବାରଦିନ ତୁଳସୀର ପୂଜା ଅର୍ଚନା କରିବା କଥା ନୁହେଁ ଓ ଏହି ଦିନରେ ତୁଳସୀର ପତ୍ର ଛିଡେଇବେ ନାହିଁ  । ବାକି ଦିନରେ ମଧ୍ୟ ସୂର୍ଯ୍ୟାସ୍ତ ପରେ ଛିଡେଇବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *