ସାଧାରଣତଃ ଆମେ ଇନ୍ଟାରନେଟ ଏବଂ ସୋସିଆଲ ମିଡିଆରେ ଏମିତି ଅନେକ ଫଟୋ ଦେଖିଥାଉ ଯାହାକି ଅତି ସାଧାରଣ ଫଟୋ ଭଳି ଦେଖାଯାଏ । କିନ୍ତୁ ପ୍ରକୃତରେ ଏମିତି ହେଇ ନଥାଏ ଏହି ଫଟୋ କୁ ଟିକେ ଭଲରେ ଦେଖିଲେ ଆପଣ ଜାଣିପାରିବେ ଏହି ଫଟୋ ପଛରେ ଲୁଚି ରହିଥିବା ରହସ୍ୟ ବିଷୟରେ । ଏମିତି ଅନେକ ଫଟୋ ରହିଥାଏ ଯାହାର ପଛରେ ଥିବା ରହସ୍ୟ ବିଷୟରେ ଜାଣିବା କଷ୍ଟସାଧ୍ୟ ହେଇଥାଏ । ତେବେ ଆସନ୍ତୁ ଆଜି ଆମେ ଏମିତି କିଛି ଫଟୋ ବିଷୟରେ ଜାଣିବା ।
ସୋସିଆଲ ମିଡିଆରେ ଏମିତି ଆନେକ ଫଟୋ ଶେୟାର ହେଉଛି ଯାହା ପଛର ରହସ୍ୟ ବିଷୟରେ ଜାଣିବା ପାଇଁ ଆପଣଙ୍କୁ ବାଧ୍ୟ କରିବ ଏବଂ ଆପଣଙ୍କୁ ଏହି ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିବ ।
ଏହି ଫଟୋରେ ଲୁଚିଛି ଗୋଟେ ଚେହେରା !
ଏବେ ଏହି ଫଟୋ କୁ ଦେଖି ନିଅନ୍ତୁ ଯାହାକୁ ଗୋଟେ ନଜର କଣ ଅପଣ ଯଦି ଗୋଟେ ମିନିଟ ପୂର୍ବରୁ ଏହାପଛରେ ଲୁଚିଥିବା ରହସ୍ୟ ବିଷୟରେ କହିପାରିବେ ତେବେ ଆପଣ ସାବାସିର ଭାଗୀଦାରୀ ହେବେ । ଯଦି ଆପଣ ଏବେବି ବୁଝିପାରୁନାହାନ୍ତି ତେବେ ଆଗକୁ ପଢନ୍ତୁ ।
ଏବେ ଆମେ ଆପଣଙ୍କୁ ଏହି ଫଟୋ ପଛରେ ଥିବା ରହସ୍ୟ ବିଷୟରେ କହି ସାରିଲୁଣି କିନ୍ତୁ ଆପଣ ଏବେବି ନାଲି ଘେରର ବିନା ସାହାଯ୍ୟରେ ଫଟୋରେ ଥିବା ଏହି ଚେହେରାକୁ ଦେଖିପାରିବେ ନାହିଁ । ଫଟୋରେ ଏମିତି ଚିତ୍ର ଅଙ୍କା ଯାଇଛି ଯେ ଏହାର ପରିବେଶ ଏବଂ ରଙ୍ଗ ଫଟୋରେ ଥିବା ଚେହେରାକୁ ସମ୍ପୂର୍ଣ ଲୁଚାଇ ଦେଇଛି । ଯାହାଫଳରେ ଏହାକୁ ଜାଣିବା କଷ୍ଟସାଧ୍ୟ ହେଉଛି ।
ଏବେ ଏହି ପଥର ଚଟାଣ ଥିବା ଫଟୋକୁ ଦେଖନ୍ତୁ । ଏହା ସାମାନ୍ୟ ପ୍ରତୀତ ହେଉଥିଲେ ମଧ୍ୟ ଟିକେ ଧ୍ୟାନ ଦେଲେ ଜାଣିପାରିବେ ଏଥିରେ ଜଣେ ଶିକାରୀ ଲୁଚି ରହିଛି । ଥରକେ ଏହି ରହସ୍ୟକୁ ଜାଣିବା କଷ୍ଟକର ଅଟେ ।
ଏବେ ଏହି ଫଟୋକୁ ଦେଖନ୍ତୁ ବରଫରେ ଥିବା ଏହି ପାଦ ଚିହ୍ନ ଗୁଡିକ କୌଣସି ବିପଦର ସଙ୍କେତ କିନ୍ତୁ ଏହି ବିପଦ କିଏ ସୃଷ୍ଟି କରିବ ? ଟିକେ ଭଲରେ ଦେଖିଲେ ଜାଣିପାରିବେ ଏହି ଫଟୋରେ ଥିବା ବୁଦାରେ ଲୁଚିଥିବା ଭାଲୁ ବିଷୟରେ ।
ଏବେ ଏହି ଫଟୋରେ ଆପଣ କେବଳ ଘୋଡାକୁ ଦେଖିପାରୁଛନ୍ତି କିନ୍ତୁ ଏଥିରେ ଆଉ ଜଣେ ମଧ୍ୟ ଅଛି । ଟିକେ ଭଲରେ ନଜର ପକାନ୍ତୁ ଏଥିରେ ଘୋଡା ମୁଣ୍ଡରେ ଥିବା ଦାଗ ଉପରେ । ଏହା ଏକ ଝିଅର ଚିହ୍ନ ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।