ପ୍ରତ୍ୟକଦିନ ସକାଳେ ଘରର ମୁଖ୍ୟ ଦ୍ଵାରରେ ରଖନ୍ତୁ ଏହି ଛୋଟ ଜିନିଷ, ହେବ ଅପାର ଧନବର୍ଷା

ଘର ମୁଖ୍ୟ ଦ୍ଵାର ଘର ଭିତରକୁ ଆସିବାର ମାର୍ଗ ହୋଇଥାଏ, ତେବେ ମୁଖ୍ୟ ଦ୍ଵାର ରୁ ସକାରାତ୍ମକ ଓ ନକାରାତ୍ମକ ଊର୍ଜା ମଧ୍ୟ ପ୍ରବେଶ କରିଥାଏ । ତେବେ ଯଦି ମୁଖ୍ୟ ଦ୍ଵାର ସୁରକ୍ଷିତ ରହିଥାଏ ତେବେ ଘର ଭିତରୁକୁ କୌଣସି ନକାରାତ୍ମକ ଊର୍ଜା ପ୍ରବେଶ କରି ପାରେ ନାହିଁ ଓ ଏହା ଛଡା ଯଦି ସାଥି ଉପାୟ କରା ଯାଏ ତେବେ ନକାରାତ୍ମକ ଊର୍ଜା ଘରେ କେବେ ଆସି ପାରେ ନାହିଁ । ଯଦି ଆପଣଙ୍କ ମୁଖ୍ୟ ଦ୍ଵାରରେ କୌଣସି ପ୍ରକାର ବାସ୍ତୁ ଦୋଷ ହୋଇଥାଏ ତେବେ ଆପଣଙ୍କ ଘରେ ନକାରତ୍ମକ ଊର୍ଜା ବାସ ହୋଇଥାଏ ଓ ଆପଣଙ୍କ ଘରେ ସବୁ ଅଶୁଭ ଘଟଣା ଘଟିବା ଆରମ୍ଭ ହୋଇଥାଏ ।

ତେବେ ମୁଖ୍ୟ ଦ୍ଵାରା ବାସ୍ତୁ ଦୋଷ ଦୂର କରିବା ବହୁତ ଆବଶ୍ୟକ ହୋଇଥାଏ ଏହା ପାଇଁ ବହୁତ ପ୍ରକାର ଉପାୟ ମଧ୍ୟ ଅଛି ।

Image Courtesy: Google

ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ବହୁତ ସରଳ ଅଟେ କିନ୍ତୁ ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ବାସ୍ତୁ ଦୋଷ ବହୁତ ସହଜରେ ଦୂର ହୋଇଥାଏ । ତେବେ ମୁଖ୍ୟ ଦ୍ଵାର କେଉଁ ଦିଗରେ ଅଛି, ତା ରଙ୍ଗ କଣ ଓ ତା ଆଗରେ କଣ ରଖା ଯାଇଛି  ଏହା ସବୁ ବାସ୍ତୁ ଦୋଷର କାରଣ ହୋଇଥାଏ । ତେବେ ବହୁତ ଲୋକ ଏହା ଭାବନ୍ତି ଯେ ଆମ କର୍ମ ଭଲ ଅଛି ଆମେ ଦାନ ପୂଣ୍ୟ, ଓ ସବୁ ଧାର୍ମିକ କାର୍ଯ୍ୟ କରୁଛୁ ତଥାପି ଆମ ଜୀବନରେ ଏତେ ସମସ୍ଯା କଣ ପାଇଁ ଆସୁଛି ।

Image Courtesy: Google

ତେବେ ଆପଣଙ୍କୁ ନିଜ ବାସ୍ତୁ ଉପରେ ଧ୍ୟାନ ଦବା ଉଚିତ । ଯଦି ଆପ୍ପାନାଙ୍କ ଘର ଦ୍ଵାରା ପଶ୍ଚିମ ମୁଖରେ ଅଛି ବା ଉତ୍ତରରେ ଅଛି ତେବେ ଆପଣଙ୍କୁ ନିଜ ମୁଖ୍ୟ ଦ୍ଵାରରେ ପାଞ୍ଚମୁଖ୍ୟ ହନୁମାନ ନଚେତ ୯ ଇଞ୍ଚ ସ୍ଵସ୍ତିକ ସିନ୍ଦୁରରେ କରି ରଖିବା ଉଚିତ ଅଟେ । ଘର ମୁଖ୍ୟ ଦ୍ଵାରା ପାଖରେ ଭୁଲରେ ବି ଏମିତି କିଛି ଜିନିଷ ରଖନ୍ତୁ ନାହିଁ ଯାହା ଆପଣଙ୍କ ଘରେ ନକାରାତ୍ମକ ଊର୍ଜାକୁ ନିମନ୍ତ୍ର ଦେଇଥାଏ, ଆପାନ ନିଜ ଘର କାବାଡ ଫିଙ୍ଗି ଦିଅନ୍ତୁ ଘରେ ବେକାର ଜିନିଷ ରହିଲେ ଆପଣଙ୍କୁ ହାନି ହୋଇଥାଏ ।

Image Courtesy: Google

ଯେଉଁ ଘରେ ସକାଳେ ସନ୍ଧ୍ୟାରେ ଝାଡୁ ମାରି ଘର ଓ ମୁଖ୍ୟ ଦ୍ଵାରା ସଫା କରା ଯାଇଥାଏ ସେହି ଘରେ ମାତା ଲକ୍ଷ୍ମୀଏନକେ ବାସ ହୋଇଥାଏ । ତେବେ ଭୁଲରେ ବି ଝାଡୁ ମାରିବାକୁ ଭୁଲାନ୍ତୁ ନାହିଁ ଓ ମନେ ରଖନ୍ତୁ ମୁଖ୍ୟ ଦ୍ଵାରା ପାଖରେ କୌଣସି କଣ୍ଟା ଗଛ ଲଗାନ୍ତୁ ନାହିଁ ଏହା ଛଡା ଚପଲ ଷ୍ଟାଣ୍ଡରେ ଚପଲ ଭଲ ଭାବରେ ରଖନ୍ତୁ ଦୁଆର ମୁହଁରେ ଏପଟ ସେପଟ ଚପଲ ଫିଙ୍ଗନ୍ତୁ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *