ସବୁଠୁ ଅଧିକା IAS ପାଇଁ ପ୍ରସ୍ତୁତି କରନ୍ତି ଏହି ରାଜ୍ୟର ଛାତ୍ରଛାତ୍ରୀମାନେ, ଜାଣନ୍ତୁ କେତେ ଜଣଙ୍କୁ ମିଳେ ସଫଳତା

ଭାରତରେ ସମସ୍ତେ ଆଇଏସ ହବା ପାଇଁ ଇଛା କରନ୍ତି କିନ୍ତୁ ସମସ୍ତଙ୍କୁ ଆଇଏସରେ ସଫଳତା ପ୍ରାପ୍ତ ହୋଇ ନଥାଏ । ଗୋଟେ ବର୍ତମାନ ରିପୋର୍ଟ ଅନୁଯାଇ ଏହା ଜଣା ପଡିଛି ଯେ ଭାରତ ରେ ଏମିତି କେତେକ ରାଜ୍ୟ ଅଛି ଯାହା ଛାତ୍ର ଅଧିକ ଆଇଏସ ପାଇଁ ପ୍ରସ୍ତୁତି କରନ୍ତି । ଏହା ସହ ଏହା ମଧ୍ୟ ଜଣା ପଡିଛି ଯେ ପ୍ରୟାଶ କରିବା ସହ କେତେକ ଛାତ୍ରଙ୍କୁ ସଫଳତା ମଧ୍ୟ ପ୍ରାପ୍ତ ହୋଇଛି ।

ତେବେ ଆସନ୍ତୁ ଜାଣିବା ଏହି ରାଜ୍ୟ ଗୁଡିକ ବିଷୟରେ ଏବଂ କେଉଁ ରାଜ୍ୟ ଛାତ୍ର କେତେ ସଫଳ ହୋଇଛନ୍ତି ତାହା ମଧ୍ୟ ଆଜି ଆମେ ଆପଣଙ୍କୁ କହିବୁ ।

ରିପୋର୍ଟ ଅନୁଯାଇ ଭାରତରେ ଆଇଏସ ପାଇଁ ତିଆରି ସବୁଠାରୁ ଅଧିକ ରାଜସ୍ଥାନ ଛାତ୍ର କରନ୍ତି କେବଳ ଏତିକି ନୁହ ରାଜସ୍ଥାନ ଛାତ୍ର ବହୁତ ମାତ୍ରା ରେ ଜୟପୁର ଓ ରାଜଧାନୀ ଦିଲ୍ଲୀ ରେ ରହି ଆଇଏସ ତିଆରି କରନ୍ତି । ତେବେ ରାଜସ୍ଥାନ ୧୦୦% ଛାତ୍ରଙ୍କ ମଧ୍ୟରୁ କେବଳ ୨% ଛାତ୍ର ଆଇଏସ ରେ ସଫଳତା ପ୍ରାପ୍ତ କରିଛନ୍ତି । ତେବେ ଦୁତୀୟ ନଂ ରେ ଉତ୍ତର ପ୍ରଦେଶ ଅଟେ, ଏଠାରେ ବହୁତ ମାତ୍ରା ରେ ଛାତ୍ର ଆଇଏସ ପାଇଁ ତିଆରି କରନ୍ତି, ଏଠାର ୧୦୦% ଛାତ୍ରରୁ ୩% ଛାତ୍ର ସଫଳତା ପ୍ରାପ୍ତ କରନ୍ତି । ତେବେ ତୃତୀୟ ନଂ ରେ ବିହାର ଅଟେ, ଏଠାର ଛାତ୍ର ରାଜଧାନୀ ପଟନା ଓ ଦିଲ୍ଲୀ ରେ ଆଇଏସ ତିଆରି କରନ୍ତି ଓ ଏଠାର ୨.୫% ଛାତ୍ର ସଫଳତା ପ୍ରାପ୍ତ କରନ୍ତି ।

ସବୁଠାରୁ ଅଧିକ ଆଇଏସ ପାଇଁ ଏହି ରାଜ୍ୟ ଛାତ୍ର ତିଆରି କରନ୍ତି :

୧. ରାଜସ୍ଥାନ :

ଏହି ଲିଷ୍ଟରେ ପ୍ରଥମ ନା ରାଜସ୍ଥାନ ର ଅଟେ, ଏଠାର ଛାତ୍ର ସବୁଠାରୁ ଅଧିକ ଆଇଏସ ପାଇଁ ତିଆରି କରିଥାନ୍ତି ଓ ୨% ଛାତ୍ର ସଫଳତା ପ୍ରାପ୍ତ କରନ୍ତି ।

୨. ଉତ୍ତର ପ୍ରଦେଶ :

ଏହି ଲିଷ୍ଟ ରେ ଦୁତୀୟ ନଂ ଉତ୍ତର ପ୍ରଦେଶ ର ଅଟେ, ଏଠାର ୩% ଛାତ୍ରଙ୍କୁ ସଫଳତା ପ୍ରାପ୍ତ ହୋଇଥାଏ ।

୩. ବିହାର :

ଏହା ତୃତୀୟ ନଂ ରେ ଆସେ କିନ୍ତୁ ଏଠାରେ ୨.୫% ଛାତ୍ର ଆଇଏସ ପାଇ ଥାନ୍ତି ।

୪.ତାମିଲନାଡୁ :

ଏଠାର ଛାତ୍ର ବହୁତ ମାତ୍ରା ରେ ଆଇଏସ ପାଇଁ ତିଆରି କରନ୍ତି ।

୫. ମହାରାଷ୍ଟ୍ର :

ଆଇଏସ ତିଆରି କରିବା ଲିସ୍ଟରେ ମହାରାଷ୍ଟ୍ର ଛାତ୍ର ୫ ନଂ ରେ ଆସନ୍ତି ।

Leave a Reply

Your email address will not be published. Required fields are marked *