ଏହି ହିନ୍ଦୁ ରାଜା ଥିଲେ ବହୁତ ବଳବାନ ସାରା ସଂସାର ଉପରେ କରୁଥିଲେ ରାଜ- କଣ ଆପଣ ଜାଣିଛନ୍ତି ସେ କିଏ ?

ଆଜିକା ସମୟରେ ପ୍ରାୟତଃ ଲୋକେ ମୁଗଲ ବାଦଶାହ ଅକବର କୁ ସବୁଠାରୁ ବଳବାନ ରାଜା ଭାବନ୍ତି କିନ୍ତୁ ଭାରତ ଇତିହାସରେ ଅକବର ଠାରୁ ମଧ୍ୟ ବଳବାନ ହିନ୍ଦୁ ରାଜା ଥିଲେ । କିନ୍ତୁ ଆମ ଦେଶ ଇତିହାସ ଲେଖକମାନେ ସେହି ରାଜାମାନଙ୍କ ବିଷୟରେ ଲୋକଙ୍କୁ ସଠିକ କଥା ଜଣେଇ ନାହାନ୍ତି ଯାହା ଦ୍ଵାରା ମୁଗଲ ବାଦଶାହ ଅକବରଙ୍କୁ ଲୋକେ ଅଧିକ ବଳବାନ ଭାବନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ହିନ୍ଦୁ ରାଜା ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ବଳ ଦ୍ଵାରା ପୁରା ସଂସାର ଉପରେ ରାଜ କରୁଥିଲେ ।

ଅଶୋକ ସମ୍ରାଟ :

ପୁରା ସଂସାର ଇତିହାସ ରେ ଅଶୋକଙ୍କ ଭଳି ନା କୌଣସି ରାଜା ଥିଲେ ନା କେବେ କେହି ହୋଇ ପାରିବେ, ଅଶୋକ ଏମିତି ଗୋଟେ ରାଜା ଥିଲେ ଯିଏ ବହୁତ ବଡ ବଡ ଯୁଦ୍ଧ ଲଢିଲେ ଓ ତାଙ୍କ ରାଜ୍ୟ ମଧ୍ୟ ବହୁତ ବଡ ଥିଲା, ଅଶୋକଙ୍କ  ଶାସନ ବ୍ୟବସ୍ଥା ମଧ୍ୟ ବହୁତ ଭଲ ଥିଲା ଓ ସବୁଠାରୁ ଭଲ କଥା ଏହାଥିଲା ଯେ ସେ ଯୁଦ୍ଧ ଛାଡି ଧର୍ମର ନୀତି ଆପଣେଇଥିଲେ । ଆପଣ କଳିଙ୍ଗ ଯୁଦ୍ଧ ବିଷୟରେ ଜାଣିଥିବେ ଆପଣଙ୍କୁ ଏହା କହିଦବାକୁ ଚାହୁଁଛୁ ଯେ ଅଶୋକ ତାଙ୍କ ଶାସନ କାଳରେ ସଂସାରର ସବୁ ରାଜ୍ୟ ବିଜୟ କରିଥିଲେ ।

ଅଶୋକ ମୌର୍ଯ୍ୟ ବଂଶ ର ତୃତୀୟ ଶାସକ ଥିଲେ, ଅଶୋକ ତାଙ୍କ ଶାସନ ଆରମ୍ଭ ରେ ବହୁତ କଠୋର ଥିଲେ, ସେଥିପାଇଁ ତାଙ୍କୁ ଚଣ୍ଡା ଅଶୋକା ମଧ୍ୟ କୁହା ଯାଉଥିଲା । କିନ୍ତୁ କଳିଙ୍ଗ ଯୁଦ୍ଧରେ ଲକ୍ଷେ ଲକ୍ଷେ ଲୋକଙ୍କ ଶବ ଦେଖି ତାଙ୍କ ହୃଦୟ ପରିବର୍ତନ ହେଲା ଓ ଏହା ପରେ ସେ ନିଜ ରାଜ୍ୟ ବଢେଇବା ଲୋଭ ତ୍ୟାଗ କରିଥିଲେ ।

ଅଶୋକାଙ୍କ ଭଳି ମହାନ ବଳବାନ ରାଜା ଭାରତରେ କେହି ନଥିଲେ ନା କେବେ କେହି ହୋଇ ପାରିଲେ ଓ ତାଙ୍କ ପରେ ଅନେକ ରାଜା ଆସିଲେ ଓ ତାଙ୍କ ଦ୍ଵାରା ମିଳିଥିବା ରାଜ୍ୟକୁ ନେଇ ସେମାନେ ବହୁତ ଲାଭ ପ୍ରାପ୍ତ କଲେ, ସେ ଯିବା ଆଗରୁ ଅନ୍ୟ ରାଜାଙ୍କ ପାଇଁ ଭଲ ପରିବେଶ କ୍କରାଇଦେଇ ଯାଇଥିଲେ ଯାହା ଫଳରେ ସେହି ସବୁ ରାଜା ପ୍ରଜାମନାଙ୍କର ଠିକ ଭାବେ ଶାସନ କରିପାରିଲେ । ଅଶୋକ ଜନତାଙ୍କ ମଧ୍ୟରେ ଏକ ଲୋକ ପ୍ରିୟ ରାଜା ଭାବେ ପରିଚିତ ଥିଲେ ।

Leave a Reply

Your email address will not be published. Required fields are marked *