ଆମେରିକାକୁ କେଉଁ ଜିନିଷ ଆଣିବାକୁ Sabyaଙ୍କ ପାଖରେ ଜିଦି କରୁଛନ୍ତି Archita, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଓଲିଉଡ ଜଗତର ଷ୍ଟାର ବା କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ତେବେ କଳାକାର ମାନଙ୍କର ଫ୍ୟାନ୍ସ ମାନେ ତାଙ୍କର ବ୍ୟକ୍ତିଗତ ଜୀବନୀ ବିଷୟରେ ବେଶ ଆଗ୍ରହୀ ରହିଥାନ୍ତି । ଆଉ ଆମ ଓଡିଆ କଳାକାର ମାନେ ମଧ୍ୟ ସେମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଯାହା ଦ୍ଵାରା ସେମାନଙ୍କର ଫ୍ୟାନ୍ସ ମାନେ ତାଙ୍କ ବିଷୟରେ କିଛି ଖାସ ଆଉ ଅନୋଖା କଥା ଜାଣି ପାରିଥାନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଅର୍ଚ୍ଚିତା ଆମେରିକା ବୁଲିବାକୁ ଯାଇ ଏମିତି କେଉଁ ଜିନିଷ ଆଣିବାକୁ ଜିଦି କରିଛନ୍ତି ସେହି ବିଷୟରେ କିଛି ଅନୋଖାଖ୍ଯ କଥା କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ହିରୋଇନ ଅର୍ଚ୍ଚିତା ସାହୁ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଜବରଦସ୍ତ ଓ କେଜି ଅଭିନୟ ପାଇଁ ଖୁବ ଚର୍ଚ୍ଚା ରେ ରହିଥାନ୍ତି ।

ସେ ଦେଖିବାକୁ ଯେତିକି ସୁନ୍ଦର ଲାଗନ୍ତି ତାଙ୍କର ଅଭିନୟ ପାଇଁ ଠିକ ସେମିତି ସୁନ୍ଦର ଓ ଚମତ୍କାରୀ ଅଟେ । ତେବେ ଆପଣ ମାନେ ଜାଣିଥିବେ ସେ ଅଭିନେତା ସବ୍ୟସାଚୀ ଙ୍କୁ ପ୍ରେମ ବିବାହ କରିଛନ୍ତି । ଦୁହେଁ ମ୍ୟାରେଜ ପରେ ବେଶ ହସ ଖୁସି ଆଉ ମଜା ମସ୍ତି କରି ଲାଇଫ ସ୍ପେନ୍ଡ କରୁଛନ୍ତି ।

ଦୁହେଁ ନିଜର ମ୍ୟାରେଜ ଲାଇଫ ବିଷୟରେ ଅନେକ କଥା ସୋସିଆଲ ମିଡିଆରେ ନିଜର ଫ୍ୟାନ୍ସ ମାନଙ୍କ ସହ ସେୟାର କରିବାର ମଧ୍ୟ ନଜର ଆସିଛନ୍ତି । ତେବେ ବର୍ତ୍ତମାନ ସମୟରେ ଅଭିନେତ୍ରୀ ଅର୍ଚ୍ଚିତା ଆମେରିକା ବୁଲିବାକୁ ଯାଇଛନ୍ତି । ସେଠାରେ ସେ ଗୀତ ଗାଈ ଡ୍ୟାନ୍ସ କରି ବହୁତ ମଜା ମସ୍ତି କରିଛନ୍ତି । ଯାହାର ଭିଡିଓ ଆପଣ ମାନେ ଦେଖି ପାରିବେ ।

ଏମିତିକି ଅର୍ଚ୍ଚିତା ଆମେରିକାର ବହୁତ ସୁନ୍ଦର ସୁନ୍ଦର ସ୍ଥାନ ମଧ୍ୟ ପରିଦର୍ଶନ କରିଛନ୍ତି ଯାହାର ଭିଡିଓ ରେ ନଜର ଆସୁଛନ୍ତି । କିନ୍ତୁ ସବୁଠାରୁ ମଜାଦାର କଥା ହେଉଛି ଆଉ ଅନୋଖା କଥା ହେଉଛି ଅର୍ଚ୍ଚିତା ଆମେରିକାର ଏକ ମଲ କୁ ସପିଙ୍ଗ କରିବାକୁ ଯାଇଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହି ମଲ ରେ ଅର୍ଚ୍ଚିତା ଏକ ଟେଡି ଧରିବାର ନଜର ଆସୁଛନ୍ତି । ସେ ଟେଡି କୁ ନିଜ ସହ ଘରକୁ ଆଣିବା ପାଇଁ ଜିଦି କରି କହୁଛନ୍ତି । ତେବେ ଏତେ ବଡ ଟେଡି କୁ ନିଜ ହାତରେ ଧରି ତାକୁ ଗେଲ ମଧ୍ୟ କରୁଛନ୍ତି ହିରୋଇନ ଅର୍ଚ୍ଚିତା । ଆଉ ତାଙ୍କ ସହ ଏହି ଟେଡି କୁ ସେ ଯେମିତି ବି ହେଉ ଆଣିବା ପାଇଁ ଜିଦି ଧରୁଚନ୍ତି ।

ତେବେ ଏତେ ବଡ ଟେଡି କୁ ସେ ପ୍ଳେନ ରେ କେମିତି ନେଇ ଆସିବେ ତାହା ମଧ୍ୟ ଚିନ୍ତା ରେ ଅଛନ୍ତି । ତେବେ ସେ ଯାହା ବି ହେଉ ଅର୍ଚ୍ଚିତା କହୁଛନ୍ତି ସେ ଟେଡିକୁ ଧରି ସୋଇବେ ଆଉ ତାକୁ ବହୁତ ସାରା ଗେଲ ମଧ୍ୟ କରିବେ । ବନ୍ଧୁଗଣ ଆପଣ ମାନଙ୍କର ହିରୋଇନ ଅର୍ଚ୍ଚିତା ଙ୍କର ଏଭଳି ପିଲାଳିଆମୀ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *