ବୁଲିବାକୁ ଆସି ଫସିଗଲେ ମଝି ନଈରେ, ଆଉ ତାପରେ…. ଦେଖନ୍ତୁ Videoରେ ଛାତିଥରା ଦୃଶ୍ୟ

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସମୟରେ ବଡ ଖବର ହେଉଛି ରାଏଗଡା ନାଗାବଳୀ ନଦୀରେ ପହସି ରହିଛନ୍ତି ପର୍ଯ୍ୟଟକ । ଝୁଲା ବ୍ରିଜ ନିକଟରେ ଫସିଲେ ୨ ଜଣ ପର୍ଯ୍ୟଟକ । ସୂଚନା ଅନୁଯାୟୀ ହଠାତ ବନ୍ୟା ପାଣି ଆସିବାରୁ ନଦୀ ମଝିରେ ହସିଗଲେ ପର୍ଯ୍ୟଟକ ଦୁଇ ଜଣ । ତେବେ ଫଶୀ ଥିବା ଦୁଇ ଜଣ ପର୍ଯ୍ୟଟକ ହେଉଛନ୍ତି କାଶୀପୁର ଅଞ୍ଚଳର ସୂଚନା ଆସିଛି । ପର୍ଯ୍ୟଟକଙ୍କୁ ଉଧାର ପାଇଁ ଅଗ୍ନିସମ ବାହିନୀ ଟ୍ରାକ ଜାରି ରଖିଛନ୍ତି । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କିଭଳି ଭାବେ ଦୁଇ ପର୍ଯ୍ୟଟକ ବନ୍ୟା ପାଣିରେ ଫଶୀ ରହିଛନ୍ତି ।

ବନ୍ୟା ପାଣି ହଠାତ ପଶି ଆସିବାରୁ ଏପରି ସ୍ଥିତି ଦେଖା ଯାଇଛି । ସେଠାରେ ସ୍ଥାନୀ ଲୋକ ମାନେ ଉପସ୍ଥିତ ଅଛନ୍ତି । ଆଉ ସେମାନଙ୍କୁ ଉଧାର କରିବା ପାଇଁ ଉଦ୍ୟମ ଜାରି ରହିଛି । ଏ ନେଇ ଅଗ୍ନିସମ ବାହିନୀ ନିଜର ଚେଷ୍ଟା ଜାରି ରହିଛି । ସୂଚନା ଅନୁଯାୟୀ ବର୍ତ୍ତମାନ ସମୟରେ ଝାଡା ବାନ୍ତି ସବୁଆଡେ ଦେଖା ଯାଇ ଥିବାରୁ ଏହି ଦୁଇ ଜଣ ପର୍ଯ୍ୟଟକ ମାନେ ଦେଖିବାକୁ ଆସିଥିଲେ ।

କିନ୍ତୁ ସେମାନେ ବନ୍ୟା ପାଣି ଆସିବାରୁ ବ୍ରିଜ ଉପରେ ରହି ଯାଇଛନ୍ତି । ଅଗ୍ନିସମ ବାହିନୀ ନିଜର ପାରୁ ଯାଏଁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଉଧାର କରିବା ପାଇଁ । ଯଦି ବନ୍ୟା ପାଣି ଅଧିକ ଆସିଯାଏ ତେବେ ସେମାନଙ୍କୁ ଉଦ୍ଧାର କରିବା ସମ୍ଭବ ହେବ ନାହି । ଉଭୟ ପର୍ଯ୍ୟଟକ ଙ୍କ ପାଖରେ ଲାଇଭ ଜ୍ୟାକେଟ ରହିଛି କିନ୍ତୁ ସେମାନେ ତାହାକୁ ପିନ୍ଧିଛନ୍ତି ।

ଲୋକ ମାନେ ବ୍ରିଜ ଉପରୁ ଦଉଡି ପାକଇଥିଲେ ସେମାନଙ୍କୁ ଦଉଧାର କରିବା ପାଇଁ କିନ୍ତୁ କିଛି ସୁଫଳ ହେଲା ନାହି । ଅକାତ କାତ ପାଣି ରହିବା ସହ ବନ୍ୟା ପାଣିର ପ୍ରକାର ସ୍ରୋତ ଅଧିକ ରହିଛି ଯାହା ଫଳରେ ସେମାନଙ୍କୁ ଉଧାର କରିବା କଷ୍ଟକର ହୋଇ ପଡିଛି । କିନ୍ତୁ ଅଗ୍ନିସମ ବାହିନୀ ପକାଇଥିବା ଦଉଡି ମଧ୍ୟ ପାଣି ଭିତରେ ଭାସି ଯାଇଛି ।

ଦୁଇ ପର୍ଯ୍ୟଟକ ପୋଲ ଦେଖିବାକୁ ଯାଇଥିଲେ କିନ୍ତୁ ହଠାତ ବ୍ରିଜ ଭିତରେ ଫଶୀ ଯାଇଛନ୍ତି । ଯଦି ଜଳ ସ୍ତର ଆହୁରି ଅଧିକ ବୃଦ୍ଧି ପାଏ ତେବେ ସେମାନଙ୍କୁ ଉଦ୍ଧାର କରିବା ବହୁତ କଷ୍ଟକର ହୋଇ ପଡିବ । ସେମାନଙ୍କ ପାଖକୁ ଲାଇଭ ଜ୍ୟାକେଟ ପଠା ଯାଇଛି । ଅଗ୍ନିସମ ବାହିନୀ ଲଗାତାର ଭାବେ ପ୍ରୟାସ ଜାରି କରିଛନ୍ତି ସେମାନଙ୍କୁ ଉଧାର କରିବା ପାଇଁ ।

ବର୍ତ୍ତମାନ ସମୟରେ କେବଳ ଏୟାର ଲିଫ୍ଟ ଦ୍ଵାରା ସେମାନଙ୍କୁ ଉଧାର କରାଯାଇ ପାରିବ ବୋଲି ଏକ ମାତ୍ରା ଉପାୟ ରହିଛି ସେଥିପାଇଁ ଚେଷ୍ଟା ଚାଲିଛି । କେବଳ ହେଲିକ୍ୟାପ୍ଟର ସାହାଯ୍ୟରେ ସେମାନଙ୍କୁ ଉଧାର କରିବା ସମ୍ଭବ ହେବ । ଅଗ୍ନିସମ ବାହିନୀ ଦଉଡି ସାହାଜରେ ପାଣି ଭିତରକୁ ପସିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେମାନଙ୍କ ଯାଏଁ ପହଞ୍ଚି ପରି ନାହି ।

ତେବେ ଏୟାର ଲିଫ୍ଟ ପ୍ରକ୍ରିୟା ପାଇଁ ବ୍ୟବସ୍ଥା ଚାଲିଥିଲେ ମଧ୍ୟ କିଛି ସମୟ ଲାଗିପାରେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *