ବିବାହ ପରେ ପ୍ରଥମ ଫିଲ୍ମ ସୁଟିଙ୍ଗ ଆରମ୍ଭ କଲେ Sabya ଓ Archita, ସେଟରେ କିପରି ମସ୍ତି କରୁଛନ୍ତି… ଦେଖନ୍ତୁ Video

ଓଲିଉଡ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ସୁନ୍ଦର ପର୍ଫୋମାସ ପାଇଁ ବେଶ ଲୋକପ୍ରିୟ ହୋଇ ପାରିଛନ୍ତି । କିଛି କଳକାର ମାନେ ନିଜର ଅଭିନୟ ବ୍ଯତୀତ ଲୁକ, ଷ୍ଟାଇଲ ଓ ପର୍ଶନାଲିଟି ଅମଧ୍ୟ ବେଶ ଚର୍ଚ୍ଚିତ ରହିଛନ୍ତି । ଓଡିଆ କଳାକାର ମାନଙ୍କର ଯୋଡି କୁ ଦର୍ଶକ ମାନେ ବହୁତ ପସନ୍ଦ କରିଥାନ୍ତି ।

କିଛି ଯୋଡି ଏମିତି ରହିଛି ଯେଉଁ ମାନେ ରିୟଲ ଲାଇଫରେ ମଧ୍ୟ ପ୍ରେମ କରି ବିବାହ ବନ୍ଧନ ରେ ବାନ୍ଧି ହୋଇ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଅର୍ଚ୍ଚିତା ଓ ଅଭିନେତା ସବ୍ୟସାଚୀ ଦୁହେଁ ବିବାହ ପରେ ପ୍ରଥମ ଥର ପାଇଁ ସୁ-ଟି-ଙ୍ଗ ସେଟ ରେ ମ୍ୟାରେଜ କାର୍ଯ୍ୟ କ୍ରମ ରେ ଡ୍ୟାନ୍ସ କରିବାର ନଜର ଆସିଛନ୍ତି ସେହି ବିଷୟରେ କଣ ରହିଛି କାହାଣୀ କହିବାକୁ ଯାଉଛୁ । ଓଡିଆ ଜଗତରେ ଅଭିନେତ୍ରୀ ଅର୍ଚ୍ଚିତା ଓ ସବ୍ୟସାଚୀଙ୍କ ଯୋଡି ଖୁବ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛି ।

ଠିକ ସେହି ଭଳି ରିୟଲ ଲାଇଫରେ ମଧ୍ୟ ଦୁହେଁ ଗତ କିଛି ଦିନ ତଳେ ପରସ୍ପର ସହ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତେବେ କୋରୋନା ମହାମାରୀ ଯୋଗୁ ଦୁହିଙ୍କର ଅଭିନୟ କାମ ବନ୍ଦ ରହିଥିଲା । ବର୍ତ୍ତମାନ କୋରୋନା କଟକଣା କୋହଳ ହେବା ଯୋଗୁ ପୁଣି ଥରେ ସୁ-ଟି-ଙ୍ଗ ଆରମ୍ଭ ହୋଇଛି ।

ତେବେ ଏହି ଦୁଇ ଯୋଡି ମ୍ୟାରେଜ ପରେ ପ୍ରଥମ ଥର ପାଇଁ ଏକ ଆଡ ରେ ଏକାଠି ଅଭିନୟ କରିବାର ନଜର ଆସିଛନ୍ତି । ଘରେ ଥିବା ସମୟରେ ଏହି ଦୁଇ ଯୋଡି ସାମାଜିକ କାର୍ଯ୍ୟରେ ନିଜକୁ ନିଯୋଜିତ ରଖିଥିଲେ । କୋରୋନା ସମୟରେ ଅସହାୟ ଲୋକ ମାନଙ୍କୁ ସାହାଜ୍ଯର ହାତ ବଢାଇ ଥିଲେ ସବ୍ୟସାଚୀ ଓ ଅର୍ଚ୍ଚିତା ଯାହା କିଛି ଦିନ ତଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ସବ୍ୟସାଚୀ ନିଜର ସୋସିଆଲ ଆକାଉଣ୍ଟ ରେ ଆଡ ସୁ-ଟର ସବୁ ଫୋଟୋ ସେୟାର କରିଛନ୍ତି ନିଜ ଫ୍ୟାନ୍ସ ମାନଙ୍କୁ । ଏହା ସହ ସବ୍ୟ ନିଜ ଫ୍ୟାନ୍ସ ମାନଙ୍କୁ ପ୍ରଶ୍ନ କରିଛନ୍ତି ଯେ “କହିଲ ଦେଖି ଏହା କେଉଁ ବ୍ରାଣ୍ଡ ର ସୁ-ଟି-ଙ୍ଗ ଚାଲିଛି” ? ଏହା ଛଡା ଏହି ଭିଡିଓ ରେ ଅର୍ଚ୍ଚିତା ବହୁତ ସୁନ୍ଦର ଡ୍ୟାନ୍ସ କରିବାର ମଧ୍ୟ ନଜର ଆସୁଛନ୍ତି ।

ଆଗରୁ ମଧ୍ୟ ଦୁଇ ଯୋଡି ଓଡିଆ ଚଳଚ୍ଚିତ୍ର ରେ ଏକାଠି ଅଭିନୟ କରିବାର ନଜର ଆସିଛନ୍ତି । ଯାହା ପାଇଁ ଏମାନେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ଶେଷରେ ଏତିକି କୁହା ଯାଇପାରେ ଯେ ଏହି ନୂଆ ବିବାହିତା ଯୋଡି ଆଗକୁ ଏମିତି ନିଜର ଜୀବନରେ ଆଗକୁ ବଢନ୍ତୁ ଓ ଉନ୍ନତି ମଧ୍ୟ କରନ୍ତୁ । ଏହା ସହ ଦୁହିଙ୍କର ବୈବାହିକ ଜୀବନ ସୁଖମୟ ହେଉ ବୋଲି ଆଶା କରା ଯାଉଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଅର୍ଚ୍ଚିତା ଓ ସବ୍ୟସାଚୀଙ୍କର ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *