ଭୁବନେଶ୍ୱରର ଏହି ମହିଳା ଜଣଙ୍କ ପୋଲିସଙ୍କ ସହ ଯାହା କଲେ ଏବେ ଚାରିଆଡେ ହେଉଛି ନିଆଁ ଭଳି ଭାଇରାଲ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତି ଦିନ ପୋଲିସ ଓ ସାଧାରଣ ଜନତାଙ୍କୁ ନେଇ କିଛି ନା କିଛି କା-ଣ୍ଡ ଘଟୁଛି । ତେବେ ଆଜିର ଆମର ଏହି ଲେଖା ରେ ଏମିତି କିଛି ଘଟଣା ରହିଛି । ଏହି ଭିଡିଓ ରେ ଜଣେ ମହିଳା ପୋଲିସ ସହ ଖ-ରା-ପ ବ୍ୟବହାର କରିବା ସହ ମିଡିଆ ସହ ମଧ୍ୟ ଖ-ରା-ପ ବ୍ୟବହାର କରିଥିବାର ନଜର ଆସୁଛନ୍ତି ।

ମହିଳା ଜଣକ ପୋଲିସ ସହ ଖରାପ ଭାଷା ରେ ବ୍ୟବହାର କରିବା ସହ ତାଙ୍କୁ ନାଲି ଆଖି ଦେଖାଇ ଅନେକ କଥା କହିବାର ଏହି ଭିଡିଓ ରୁ ସ୍ପଷ୍ଟ ହେଉଛି । ଏହା ଛଡା ମହିଳା ଜଣକ ପୋଲିସ ସହ ଯେପରି ଆଚରଣ କରିଲେ ସେଥି ପାଇଁ ମିଡିଆ ଏହାର ଭିଡିଓ କରୁଥୁବାରୁ ତାଙ୍କ ସହ ମଧ୍ୟ ଖ-ରା-ପ ଭା-ଷା-ର ପ୍ରୟୋଗ କରିଥିବାର ଏହି ଭିଡିଓ ରୁ ଜଣା ପଡୁଛି । ପୋଲିସ ସିଧା ସଳଖ ତାଙ୍କ ଘରେ କଣ ପାଇଁ ପଶିଲେ ବୋଲି ମହିଳା ଜଣକ କହୁଛନ୍ତି କିନ୍ତୁ ପୋଲିସ ଏହାର ପ୍ର-ତି-ବା-ଦ କରୁଛି ଯାହା ଭିଡିଓ ରୁ ଜଣା ପଡୁଛି ।

ଏହା ଛଡା ମହିଳା ଜଣକ ପୋଲିସ ଉପରକୁ ହାତ ଉଠାଇଛନ୍ତି ଯାହା ଏହି ଭିଡିଓ ରେ ମିଡିଆ ଲୋକ ମାନେ କହୁଛନ୍ତି । ପୋଲିଦ ଉପରକୁ ହାତ ଉଠାଇଛନ୍ତି ତା ବୋଲି କଣ ଆମ ଉପରକୁ ବି ହାତ ଉଠାଇବେ ଏହି ଭଳି ପ୍ରଶ୍ନ ସାମ୍ବାଦିକ ମାନେ ମହିଳାଙ୍କୁ କରିଛନ୍ତି । ଉତ୍ତର ରେ ମହିଳା କହିଛନ୍ତି ଯେ “ହଁ ମୁଁ ଏପରି କରିବି ମୋର କଣ କରିବ” ।

ଅନେକ ସମୟ ଧରି ସାମ୍ବାଦିକ ଓ ମହିଳାଙ୍କ ମଧ୍ୟ ରେ ଏହି ଘଟଣା କୁ ନେଇ ଯୁକ୍ତି ତର୍କ ହେବାର ଏହି ଭିଡିଓ ରୁ ଜଣା ପଡୁଛି । ତେବେ ପୋଲିସ ପ୍ରଥମେ ଭଲରେ କଥା ହୋଇଛି ବୋଲି ଏହି ଭିଡିଓ ରେ ମହିଳାଙ୍କ ମା ଙ୍କୁ ପ୍ରଶ୍ନ କରା ଯାଇଛି । କିନ୍ତୁ ମହିଳା ଜଣକ ଏହାର ପ୍ରତିବାଦ କରି ତାଙ୍କ ମା ଙ୍କୁ ଚୁପ କରାଇ ଦେଇଛନ୍ତି ।

ତେବେ ଏହି ଘଟଣା ରୁ ଏତିକି କୁହା ଯାଇପାରେ ଯେ ମହିଳା ଜଣକ ନିଜର ଆତ୍ମସମାନକୁ ମଧ୍ୟ ନ ଆଖି ଆଗରେ ରଖି ପୋଲିସ ଓ ମିଡିଆ ସହ ଏପରି ଆଚରଣ କରୁଛନ୍ତି ଯାହା ଆମ ସମାଜ ତଥା ଦେଶ ପାଇଁ ଲଜ୍ୟା ଜନକ କଥା ଅଟେ । ପରିସ୍ଥିତି ଯାହା ହେଉ ନାଁ କାହିଁକି ମଣିଷ କୁ ସବୁବେଳେ ନିଜର ସଂଯମ ରକ୍ଷା କରି ଅନ୍ୟ ସହ କଥା ହେବା ଉଚିତ । କିନ୍ତୁ ଏହି ଘଟଣା ରେ ଏହାର ବିପରୀତ ପରିଣାମ ଦେଖା ଯାଉଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର କଣ ରହିଛି ମତାମତ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏଲ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *