କାମ ଦେଲାନି ୧୬ କୋଟି ଟଙ୍କାର ଇଞ୍ଜେକସନ୍, କୋଟି କୋଟି ଲୋକଙ୍କ ପ୍ରାର୍ଥନା, ଜୀବନ ଯୁଦ୍ଧରେ ହାରିଗଲା ୧୩ ମାସର କୁନି ଝିଅ ଭେଦିକା, Video ଦେଖିଲେ ଆପଣ ବି କାନ୍ଦି ପକେଇବେ

ନମସ୍କାର ବନ୍ଧୁଗଣ । ପୁନେର କୁନି ଝିଅ ବେଦିକା ସିନ୍ଧେ କିଛି ଦିନ ତଳେ ଚର୍ଚ୍ଚା ରେ ରହିଥିଲେ କୌଣସି ପ୍ରତିଭା ପାଇଁ ନୁହଁ ବରଂ ତାଙ୍କର ହୋଇଥିବା ଏକ ବିରଳ ରୋଗ ପାଇଁ ଯାହା ଜନ୍ମ ହେବାର ମାତ୍ର ୪ ମାସ ପରେ ଜଣା ପଡିଥିଲା । କୁନି ଝିଅ ବେଦିକା ସ୍ପାଇନାଲ ମସ୍କୁଲାର ଏତ୍ରୋଫି ଭଳି ଏକ ବିରଳ ରୋଗରେ ଶିକାର ହୋଇଥିଲେ ।

ଏହି ରୋଗରେ ପୀ-ଡି-ତ ହେଲେ ଆରୋଗ୍ଯ ହେବା ଏକ ବିରଳ ଘଟଣା ଅଟେ । ଏହି ରୋଗ ର ଚିକିତ୍ସା ବ୍ୟୟ ବହୁଳ ଅଟେ । ବେଦିକାଙ୍କ ବାପା ସୌରଭ ସିନ୍ଧେ ନିଜ କୁନି ଝିଅ କୁ ବଞ୍ଚେଇବା ପାଇ ନିଜର ସବୁ ଉଦ୍ୟମ ଜାରି ରଖିଥିଲେ । ବେଦିକା ଙ୍କ ଚିକିତ୍ସା ପାଇଁ ଅର୍ଥ ର ଅଭାବ ଦେଖା ଯିବାରୁ ତାଙ୍କ ବାପା ସୌରଭ ସୋସିଲା ମିଡିଆରେ ଆର୍ଥିକ ସହାୟତା ପାଇଁ ନିବେଦନ କରିଥିଲେ ଯାହା ଗତ କିଛି ଦିନ ତଳେ ଚର୍ଚ୍ଚା ରେ ରହିଥିଲା । ସୌରଭ ଦେଶ ବିଦେଶର ହିତକାରୀ ମାନଙ୍କ ଠାରୁ ଟଙ୍କା ଯୋଗାଡ କରିବାରେ ସଫଳ ହୋଇଥିଲେ ।

ବେଦିକା ଙ୍କ ଚିକିତ୍ସା ପାଇଁ ଆମେରିକା ରୁ ଇଂଜେକସନ ଆସିଲା ଯାହାର ମୂଲ୍ୟ ରହିଥିଲା ୧୬ କୋଟି ଟଙ୍କା । ଭାରତ ସରକାର ଏହି ଇଞ୍ଜେକସନ ପାଇଁ ଶୁଳ୍କ ମଧ୍ୟ ଛାଡ କରିଥିଲେ । ଗତ ଜୁନ ୧୫ ତାରିଖରେ ପୁନେ ସ୍ଥିତ ଦିନାନାଥ ନନ୍ଦୀ ହସ୍ପିଟାଲରେ ବେଦିକା ଙ୍କୁ ଏହି ଦାମୀ ଇଂଜେକସନ ଦିଆଗଲା । ଏହା ପରେ ଧୀରେ ଧୀରେ ବେଦିକା ଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଦେଖିବାକୁ ମିଳିଲା ।

କିନ୍ତୁ କଥାରେ ଅଛି ବିଧିର ବିଧନା ଆଗରେ କେହି କିଛି କରି ପାରିବେ ନାହି । ରବିବାର ଦିନ ଅଚାନକ ବେଦିକାଙ୍କର ଅକ୍ସିଜେନ ଲେବଲ କମ ହେବାରେ ଲାଗିଲା । ନିଜ କୁନି ଝିଅର ଏପରି ଅବସ୍ଥା ଦେଖି ପିତା ସୌରଭ ଓ ତାଙ୍କ ସ୍ତ୍ରୀ ବେଦିକା ଙ୍କୁ ତୁରନ୍ତ ହସପିଟାଲ ନେଇ ଯାଇଥିଲେ ।

କିନ୍ତୁ ହସ୍ପିଟାଲ ରେ ଡାକ୍ତର ଙ୍କ ଅନେକ ଉଦ୍ୟମ ସତ୍ବେ ମଧ୍ୟ ବେଦିକା ନିଜର ପ୍ରା-ଣ ହ-ରା-ଇ-ଛ-ନ୍ତି । ବେଦିକା ଙ୍କୁ ମାତ୍ର ୧୩ ମାସ ଚାଲିଥିଲା । ବେଦିକା ଙ୍କ ମୃ-ତ୍ୟୁ କୁ ନେଇ କିଛି ଶୁଭେଛୁ ଦୁଖ ପ୍ରକାଶ କରିବା ସହ ଡାକ୍ତର ଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ।

କିନ୍ତୁ ବେଦିକା ଙ୍କ ବାପା ସୌରଭ ଏପରି ନ କରିବାକୁ ଶୁଭେଛୁ ମାନଙ୍କୁ ନିବେଦନ କରିଛନ୍ତି । ମାତ୍ର ୧୩ ମାସର ଝିଅ ବେଦିକା ଜୀବନ ଯୁଦ୍ଧରେ ହା-ରି ଯାଇଛି । ବେଦିକା ଙ୍କୁ ହ-ରା-ଇ ତାଙ୍କ ମାତା ପିତା ଦୁଖରେ ଭାଙ୍ଗି ପଡିଛନ୍ତି । ଏତେ ଟଙ୍କା ଖର୍ଚ୍ଚ କରି ମଧ୍ୟ ବେଦିକାଙ୍କ ଜୀବନର ଡୋରି ଛିଡି ଯାଇଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *