ACF Soumya Ranjan ଡେଥ ମିଷ୍ଟ୍ରି: ଫିଟିଗଲା କି ଗୁମର ? ବନ୍ଧା ହେବେ କି ବିଦ୍ୟାଭାରତୀ ? କଣ କହୁଛନ୍ତି ପୋଲିସ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ପାରଳାଖ୍ମୁଣ୍ଡି ଏସିଏଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ସୋମୟଙ୍କ ମୃ-ତ୍ୟୁ କୁ ଗତ ୨୧ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଚାଲିଛି ତଦନ୍ତ କିନ୍ତୁ ପ୍ରକୃତ ଦୋ-ଷୀ କିଏ ତାହା ଆଜି ଯାଏଁ ଜଣା ପଡିଲା ନାହି । ତେ

ବେ ସୂଚନା ଅନୁସାରେ ପୋଲିସ ପୁଣି ଥରେ ସୋମ୍ୟ ଙ୍କ ସ୍ତ୍ରୀ ବିଦ୍ୟା ଭାରତୀଙ୍କୁ ଜେରା କରିଛନ୍ତି ତାଙ୍କ ବାସ ଭବନ ପ୍ରତିପଦାରେ ଏହା ପଛରେ କଣ ରହିଛି କାରଣ ତାହା ଏବେ ଚର୍ଚ୍ଚା ର ବିଷୟ ହୋଇ ପଡିଛି । ପୋଲିସର ତଦନ୍ତ ଅନୁସାରେ ଆଉ ଏମିତି କଣ ବାକି ରହି ଯାଇଥିଲା ଯାହା ଏବେ ପୋଲିସ ପୁରା କରୁଛି ।

ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା-ରେ ଜନ ଅସନ୍ତୋଷ ବଢିବା ସହ ଶଙ୍କା ମଧ୍ୟ ବଢିବାରେ ଲାଗିଛି । ସୋମ୍ୟଙ୍କ ପରିବାର କଣ ନ୍ୟାୟ ମିଳିବ ନା ନା ପୁଣି ଥରେ ସୋମ୍ୟଙ୍କ ମୃ-ତ୍ୟୁ ଘଟଣା କୁ ନେଇ ମୋଡ ବଦଳି ଯିବ ଏ ନେଇ ପ୍ରଶ୍ନ ଉଠୁଛି । ସୋମ୍ୟଙ୍କ ପରିବାର ତାଙ୍କୁ ଝୁରୁଛନ୍ତି ଓ ତାଙ୍କ ଗାଁ ର ମାଟି ମଧ୍ୟ ଗାଁ ର ପୁଅ କୁ ଝୁରୁଛି । ଆଜି ବିଦ୍ୟା ଭାରତୀଙ୍କୁ ଜେରା କରା ଯାଇଛି ।

ପୋଲିସ ତଦନ୍ତ ଅନୁସାରେ ଅନେକ ତଥ୍ୟ ବିଦ୍ୟା ଭାରତୀ ଓ ଡିଏଫଓଙ୍କ ଆଡକୁ ଅଙ୍ଗୁଳି ନିର୍ଦେଶ କରୁଥିବା ବେଳେ ପାରଳାଖେମୁଣ୍ଡିର ପୂର୍ବଟନ ଏସପି ଡିଏଫଓ ଙ୍କୁ ମାତ୍ର ୩ ଘଣ୍ଟା ଜେରା ପରେ କ୍ଳିନ ଚିଟ ଦେଇ ଦେଇଥିଲେ । ଏସପିଙ୍କର ଆଉ ଏମିତି କଣ ତଦନ୍ତ କରିବା ବାକି ରହି ଯାଇଥିଲା ତାହା ସମୟ କହିବ । ପାରଳାଖେମୁଣ୍ଡ ପୋଲିସ ବିଦ୍ୟା ଭାରତୀଙ୍କୁ କଣ ପାଇଁ ୪ ଘଣ୍ଟା ଧରି ତାଙ୍କ ବାସ ଭବନ ପ୍ରତିପଦାରେ ଜେରା କରିଛି କଣ ଫିଟିଗଲା କି ଗୁମର ତାହା ନେଇ ଏବେ ପ୍ରଶ୍ନ ଉଠୁଛି ।

୪ ଜଣିଆ ପୋଲିସ ଟିମ ବିଦ୍ୟା ଭାରତିଙ୍କୁ ତାଙ୍କ ବାସ ଭବନରେ ଯାଇ ଜେରା କରିଛନ୍ତି । ସୋମ୍ୟଙ୍କ ମୃ-ତ୍ୟୁ ଘଟଣା ୩ ସପ୍ତାହ ହୋଇ ଯାଇଥିଲେ ମଧ୍ୟ ପୋଲିସ ଏ ଯାଏଁ କାହାକୁ ଗିରଫ କରି ନାହି । ସୋମ୍ୟଙ୍କ ପରିବାର, ବିଦ୍ୟା ଭାରତୀ ଓ ରୋଷେୟା କୁ ତଦନ୍ତ କରିବା ପରେ ମଧ୍ୟ ପୋଲିସର ତଦନ୍ତ ସୀମିତ ରହି ଯାଇଛି ।

କିଛି ଜରୁରୀ ତଥ୍ୟ ପୋଲିସ ହାତରେ ଲାଗିଛି ନେଇ ସନ୍ଦେହ କରା ଯାଇଛି । ସୋମ୍ୟଙ୍କ ସହ ଦୁ-ର୍ଘ-ଟ-ଣା ଦିନ ବିଦ୍ୟା ଭାରତୀଙ୍କ ପରିବାରକୁ ହସ୍ପିଟାଲ ନେଇଥିବା ଡ୍ରାଇଭର କୁ ପୁଣି ଥରେ ପୋଲିସ ଜେରା କରିବ । ପୋଲିସର କହିବା ମୁତାବକ ଡ୍ରାଇଭର ଭୁବନେଶ୍ଵର ଯାଇ ଥିବାରୁ ସେ ଫେରିବା ପରେ ତାକୁ ପୁଣି ଥରେ ଜେରା କରାଯିବ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *