ବନ୍ଧୁଗଣ ପ୍ରେମ କରିବା ପାପ ନୁହେଁ କିନ୍ତୁ ଧୋକାବାଜ ଲୋକକୁ ପ୍ରେମ କରିବା ବହୁତ ବଡ ପାପ ହୋଇଥାଏ । ଏହାର ପରିଣାମ ମଣିଷ କାନ୍ଦିକି ଚୁକାଇଥାଏ । ତେଣୁ ନ୍ଯାରୁରୀ ହୋଇଥାଏ ଆପଣଙ୍କ ସାଥି ସଚ୍ଚା ହୋଇଥିବ, ଆପଣଙ୍କୁ ହୃଦୟରୁ ଭଲ ପାଉଥିବ, ଆପଣଙ୍କୁ ସଚ୍ଚା ହୃଦୟରେ ପାଇବାକୁ ଚେଷ୍ଟା କରୁଥିବ । ଆଜି ଆମେ ଆପଣଙ୍କୁ ଏମିତି ୩ଟି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ଯାହା ପ୍ରେମ କରୁଥିବା ପୁଅ ବା ଝିଅ ମଧ୍ୟରେ ରହିବା ଜରୁରୀ ଅଟେ । ଏହି ୩ଟି ଲକ୍ଷଣ ଥିବା ପୁଅ ବା ଝିଅ କେବେ ମିଛ ପ୍ରେମ କରନ୍ତି ନାହି । ଆସନ୍ତୁ ଜାଣିବା ବିସ୍ତାର ଭାବେ ।
୧- ପ୍ରଥମ ଲକ୍ଷଣ ହେଉଛି ଯଦି ଆପଣଙ୍କ ସାଥିଙ୍କ ଠାରେ କାମନା ବାସନା ଠାରୁ ଉପରେ ଆଉ କିଛି ରହିଛି ତେବେ ସେ ଆପଣଙ୍କୁ ସଚ୍ଚା ପ୍ରେମ କରୁଛନ୍ତି । ଦେଖିବାକୁ ଗଲେ ପୁଅ ବା ଝିଅ ଠାରେ ମନ ବାସନା ରହିଥାଏ । କିନ୍ତୁ ଆପଣଙ୍କ ସାଥି ଆପଣଙ୍କୁ ଦେଖା କରିବା ବାହନାରେ ଆପଣଙ୍କର ଭୁଲ ବ୍ୟବହାର କରୁ ନ ଥିବେ, ଭୁଲ କଥା କହୁନ ଥିବେ, ଆପଣଙ୍କ ପାଖରେ ରହି କଥା ହେବା ଠାରୁ ଆରମ୍ଭ କରି ହକ କରିଥାନ୍ତି ତେବେ ଏଭଳି ପୁଅ ବା ଝିଅ ପାର୍ଟନର ସଚ୍ଚା ହେବା ସହ ହୃଦୟରୁ ବହୁତ ଭଲ ମଣିଷ ହୋଇଥାନ୍ତି ।
୨- ଦ୍ଵିତୀୟ ଲକ୍ଷଣ ହେଉଛି ଯଦି ଆପଣଙ୍କ ସାଥି ଆପଣଙ୍କ ଉପରେ ଆଖି ବନ୍ଦ କରି ଭରସା କରୁଥାଏ ତେବେ ସେ କେବେ ବି ମିଛ ପ୍ରେମ କରିବେ ନାହି କି ଆପଣଙ୍କୁ କେବେ ଧୋକା ଦେବେ ନାହି । ଆପଣ କେବେ ନିଜ ସାଥିଙ୍କର ଭରସା ଭାଙ୍ଗିବେ ନାହି କି ସେ ଯାହା ଆସା କରିଥିବେ ତାହା ଭାଙ୍ଗିବେ ତେବେ ସେ ନିଶ୍ଚୟ ଆପଣଙ୍କ ଉପରେ ଅଧିକ ଭରସା କରିବେ । ସେ ଆପଣଙ୍କୁ ଭରସା ଏଥିପାଇଁ କରିଥାନ୍ତି କାରଣ ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ସେ କେବେ ବି ଆପଣଙ୍କୁ ମିଛ ପ୍ରେମ କରିପାରିବେ ନାହି କି କେବେ ଛାଡିକି ଯିବେ ନାହି ।
୩- ତୃତୀୟ ଲକ୍ଷଣ ହେଉଛି ଯଦି ଆପଣ ଛୋଟ ଛୋଟ କଥାରେ ସାଥିଙ୍କର ମନ ଦୁଖ ହେଉଛି କିମ୍ବା ଆପଣଙ୍କର କୌଣସି ହରକତ ତାଙ୍କୁ ଉଦାସ କରୁଛି କିମ୍ବା ଆପଣଙ୍କର ମଜାକ ଉଡାଇଲେ ତାଙ୍କୁ ଖରାପ ଲାଗୁଛି ତେବେ ସେ ଆପଣଙ୍କୁ ସଚ୍ଚା ମନରୁ ପ୍ରେମ କରୁଛନ୍ତି । ଯିଏ ସଚ୍ଚା ପ୍ରେମ କରୁଥିବା ତାକୁ ଛୋଟ ଛୋଟ କଥାର ଫରକ ପଡୁଥିବ । ଯିଏ ଆପଣଙ୍କୁ ସତରେ ଭଲ ପାଉଥିବ ତାକୁ ଆପଣଙ୍କର ଛୋଟ ଛୋଟ କଥାରେ ଫରକ ପଡିବ । କାରଣ ସେ ଅନୁଭବ କରିଥାଏ ଏହି ସବୁ କଷ୍ଟ କୁ ।
କିନ୍ତୁ ଯାହାକୁ ଏହି ସବୁ କଥାର କୌଣସି ଫରକ ପଡେ ନାହି ସେ କେବେ ବି ସଚ୍ଚା ପ୍ରେମୀ ନୁହେଁ । ତେବେ ଏଭଳି ୩ଟି ଅଲକ୍ଷଣ ଥିବା ପୁଅ ବା ଝିଅ ଆପଣଙ୍କ ଲାଇଫ ରେ ଥିଲେ ଆପଣ କିସମତ ବାଲାଳା ଅଟନ୍ତି । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।