ସଫେଇ କର୍ମଚାରୀଙ୍କୁ ବାହାହେଲେ Doctor, ହସ୍ପିଟାଲରେ ହୋଇଥିଲେ ଦେଖା! ନିଆରା ଏହି ପ୍ରେମ କାହାଣୀ ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ, ଅନେକ ସମୟରେ ଆପଣ ମାନେ ଭିନ୍ନ ଭିନ୍ନ ପ୍ରେମ କାହାଣୀ ଶୁଣିଥିବେ । ପ୍ରତେକ କାହାଣୀ ରେ ଥାଏ କିଛି ସ୍ଵତନ୍ତ୍ରତା । ଜଣେ ଅନ୍ୟ ଜଣଙ୍କୁ ପସନ୍ଦ କରିବାର ଥାଏ ସ୍ଵତନ୍ତ୍ର କାରଣ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକେ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହା କିଛି ନିଆରା ରହିଛି । କାରଣ ଏହି କାହାଣୀ ସଫେଇ କର୍ମଚାରୀ ଙ୍କ ପ୍ରେମ ରେ ଡାକ୍ତରାଣୀ । ଦୁହେଁ କରିଛନ୍ତି ପ୍ରେମ ବିବାହ । ଚାରି ଆଡୁ ଦମ୍ପତି ଙ୍କୁ ଛୁଟୁଛି ଶୁଭେଚ୍ଛା ର ସୁଅ । ଏବେ ଚର୍ଚ୍ଚା ରେ ରହିଛି ପାକିସ୍ତାନ ଦମ୍ପତି ଙ୍କ ପ୍ରେମ କାହାଣୀ ।

ସଫେଇ କର୍ମଚାରୀ ଙ୍କ ହାତ ଧରି ସାତ ଜନ୍ମ ପାଇଁ ସାଥି କରିଛନ୍ତି MBBS ମହିଳା ଡାକ୍ତରାଣୀ । ହସପିଟାଲରେ ହୋଇଥିଲା ଦୁହିଙ୍କ ଭେଟ ଆଉ ସେଠାରୁ ଆରମ୍ବ ହୋଇଥିଲା ମନ ଦିଆନିଆ । ସଫେଇ କର୍ମଚାରୀ ଙ୍କ ମ୍ୟାଡମ ଡାକ ରେ ଫିଡା ହୋଇଥିଲା ମହିଳା । ନା ଧନୀ ଗରିଦ ତାରତମ୍ୟ ନା ଉଛ ନିଚ୍ଚ ର ଭାବନା । ଥରେ ଦୁହିଙ୍କର ହୃଦୟ ମିଶିଗଲେ ଆଉ କିଛି ସମସ୍ଯା ବଡ ଲାଗେ ନାହି ।

ଯାହାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ଏହି ଦମ୍ପତି । ମହିଳା ଜଣକ ହେଉଛନ୍ତି କିଶୋର ସାହିବା ପେସା ରେ ସେ ଜଣେ ଡାକ୍ତର । ମେଡିକାଲରେ କାମ କରୁଥିବା ଜଣେ ସଫେଇ କର୍ମଚାରୀ ସହଜାଦ ଙ୍କୁ ବିବାହ କରି ଏବେ ଚର୍ଚ୍ଚା ରେ ରହିଛନ୍ତି । ସହଜାଦ  ସେଠାରେ ୩ ଜଣ ଡାକ୍ତର ଙ୍କ ପାଖରେ ଡିୟୁଟି କରୁଥିଲେ ।

ସେମାନଙ୍କ ରାମ ସଫା କରିବା ସହ ସେମାନଙ୍କୁ ଚାହା ନେଇ ଦେଉଥିଲେ । ତଳିଆ କର୍ମଚାରୀ ହେଲେ ବି ନିକ ଡିୟୁଟି ରେ ଅବହେଳା କରୁ ନ ଥିଲେ ସହଜାଦ  । ଅତି ନିଷ୍ଠାର ସହ ନିଜ କାମ ତୁଲାଉଥିଲେ ସେ । ତାଙ୍କର ନିଷ୍ଠା ପଣ ଦେଖି ସହଜାଦ  ଙ୍କୁ ମନ ଦେଇଥିଲେ ଡାକ୍ତରାଣୀ । ଏହା ପରେ ଦୁହିଙ୍କ କଥାବାର୍ତ୍ତା ଫୋନରେ ହେଲା ।

କିଛି ଦିନ କଥା ହେବା ପରେ ମନ କଥା କହିଥିଲେ ଡାକ୍ତରାଣୀ । ପ୍ରଥମେ କିନ୍ତୁ ତାଙ୍କ କଥାକୁ ବିଶ୍ଵାସ କରି ନ ଥିଲେ ସହଜାଦ  । ପରେ ଡାକ୍ତରାଣୀ ତାଙ୍କୁ ବିବାହ କରିବା ପାଇଁ କଥା କହିଥିଲେ । ତେବେ ଡାକ୍ତରଙ୍କ ଏଭଳି ପଦକ୍ଷେପୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କିନ୍ତୁ ସେ ଅନ୍ୟ ମାନଙ୍କୁ ବୁଝାଇବା ପରିବର୍ତ୍ତେ ମନର ମଣିଷ ସହଜାଦ ଙ୍କ ହାତ ଧରିଥିଲେ ଓ ଏବେ ବିବାହ କରି ବେଶ ଖସି ଥିବା କହିଛନ୍ତି ।

ସତରେ ଏ ପ୍ରେମ କାହାଣୀ କିଛି ନିଆରା ଆଉ ହଟକେ ରହିଛି । ଜେଣ ଡାକ୍ତରାଣୀ ହୋଇ ବି ସଫେଇ କର୍ମଚାରୀ ଙ୍କୁ ନିଜର ହୃଦୟ ଦେଇ ବସିଲେ ଆଉ ବିବାହ କରିଲେ ତାହା ବେଶ ଚର୍ଚ୍ଚା ରେ ବିଷୟ ଅଟେ ।ବନ୍ଧୁଗଣ ଆପଣ ମାନଙ୍କୁ ଏହି ପ୍ରେମ କାହାଣୀ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *