ସାଗୁଦାନା ଆକାରର ଭଗବାନ, ଦେଖିବାକୁ ଶ୍ରଦ୍ଧାଳୁ ମାନଙ୍କର ଭିଡ- ଏହିଭଳି ଭାବେ ଦର୍ଶନ କଲେ ଭକ୍ତ

ଇନ୍ଦୋର ର ପୂର୍ବୀ କ୍ଷେତ୍ର ସ୍ଥିତ ବଜରଂଗ ନଗର ରେ ରବିବାର ଦିନ ହଜାର ମାତ୍ର ରେ ଭକ୍ତ ସର୍ବେଶ୍ୱର ଠାକୁରଙ୍କୁ ଦର୍ଶନ ପାଇଁ ପହଞ୍ଚିଥିଲେ । ଶ୍ରଦ୍ଧାଳୁଗଣ ଜବକାଚ ଦ୍ଵାରା ଠାକୁରଙ୍କ ଦର୍ଶନ କଲେ । ଏହା ପୂର୍ବରୁ ବିଧି ବିଧାନ ସହ ସକାଳ 5:30 ରେ ଠାକୁରଙ୍କ ମଙ୍ଗଳ ଆରତୀ କରାଗଲା । ଏହି ଅବସର ରେ ନିମ୍ବକାଚାର୍ଯ୍ୟ ଶ୍ୟାମଶରଣଦେବାଚାର୍ଯ୍ୟ ମହାରାଜ କହିଲେ ଠାକୁରଙ୍କ ଏହି ପ୍ରତିମା 5110 ବର୍ଷ ପ୍ରାଚୀନ ।

ଶାଳଗ୍ରାମ ପଥର ରେ  ନିର୍ମିତ ଏହି ମୂର୍ତ୍ତି ରେ ରାଧା-କୃଷ୍ଣଙ୍କର ଛବି ଦେଖାଯାଏ । ହାତରେ ଫୁଲମାଳ ନେଇ ଶ୍ରଦ୍ଧାଳୁଗଣ ଠାକୁରଙ୍କର ଜୟ ଜୟ କାର କରୁଥିଲେ ।

ଶ୍ରୀନିମ୍ବାକା ସଂପ୍ରଦାୟ ର ପ୍ରଚାରକ ପ୍ରମୁଖ ଗୋବିନ୍ଦ ରାଠୀ  କହିଲେ କି ଜେଡ ପ୍ଲସ ସୁରକ୍ଷା ମଧ୍ୟେ ଶନିବାର ରାତି ଠାକୁରଙ୍କ ଆଗମନ ହେଲା । ଆଜି ସକାଳେ ଦର୍ଶନ ପରେ ନିମ୍ବାକାଚାର୍ଯ୍ୟ ଭେଙ୍କଟେଶ ଦେବସ୍ଥାନ ଛତ୍ରୀବାଗ ଗଲେ ।

ଏହା ପରେ ସନ୍ଧ୍ଯା ରେ ଗୀତା, ଗୁମାଶ୍ତା ନଗର ଓ ଉଷାନଗର, ଦ୍ୱାରକାପୁରୀ ରେ ପଦଯାତ୍ରା ପରେ ସେଂଧୱା ପାଇଁ ସମସ୍ତେ ବାହାରିଲେ । ସହର ଭକ୍ତଙ୍କୁ ଭଗବାନ ସର୍ବେଶ୍ୱର ଙ୍କର ସାଗୁଦାନା ଆକାର ମୂର୍ତ୍ତି ର ରବିବାର ଦିନ ଦର୍ଶନ ହବ । ଏସଆରବି ପ୍ରଥମେ ବଜରଙ୍ଗ ନଗର ରେ ଠାକୁରଙ୍କର ଅଭିଷେକ ହବ, ତାପରେ ସକାଳେ ପୂଜା 7:45 ରେ ହବ ।

ଏଠାରେ ଠାକୁରଙ୍କ ଦର୍ଶନ 10:30 ବେଳ ଯାଏ ଦେଖା ହେବ । ଏହା ପରେ ଶାଳଗ୍ରାମ ପଥର କଥା ଗିନୀଜ ବୁକ ଅଫ ୱର୍ଲ୍ଡ ରିକର୍ଡରେ ଉଲେଖ କରା ହବ କାହିଁକି ନା ଏହା 5110 ବର୍ଷ ପୁରୁଣା ପଥର ଯାହା ଉପରେ ରାଧା-କୃଷ୍ଣ ଙ୍କର ଛବି ଦେଖାଯାଏ ତା ପରେ ଏହାକୁ ଲକ୍ଷ୍ମୀ-ଭେଙ୍କଟେଶ ଦେବସ୍ଥାନ ଛତ୍ରୀବାଗ ନିୟାଯିବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *