ଶନିବାର 9 ନଭେମ୍ବର 2019 – ଏହି ରାଶିମାନଙ୍କ ଉପରେ ଭଗବାନ ବିଷ୍ଣୁଙ୍କ କୃପା ବର୍ଷିବ

ଆଜି ଦିନ ଏହି ରାଶିମାନଙ୍କ ଉପରେ ଭଗବାନ ବିଷ୍ଣୁଙ୍କ କୃପା ବର୍ଷିବ, ରାଶିଫଳ ଆମ ଜୀବନ ର ଏକ ଅତ୍ୟାବଶ୍ୟକ ଅଂଶ, ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ ରାଶି :

ଆଜି ଆପଣ ଚିନ୍ତା ଠାରୁ ସାବଧାନ ରୁହନ୍ତୁ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ପାରେ । ବ୍ୟବସାୟ ରେ ନୂଆ ଆସାର ମିଳିବାର ଯୋଗ ଅଛି, ଘର-ପରିବାର ଲୋକେ ଖୁସି ହେବେ । ଆଜି ଆପଣଙ୍କ ଆତ୍ମବିଶ୍ଵାସ ବଢିବ, ଆଜି ବହୁତ ଲୋକଙ୍କ ନଜର ଆପଣଙ୍କ ଉପରେ ରହିବ ନିଜ ପ୍ରତିଷ୍ଠାକୁ ତାଙ୍କଠୁ ବଞ୍ଚେଇବା ପାଇଁ ଚେଷ୍ଟା କରନ୍ତୁ ।

ବୃଷ ରାଶି :

ଆଜି ଆପଣଙ୍କୁ ନିଜ ମନରୁ ନକାରାତ୍ମକ କଥା ବାହାର କରିଦବା ଉଚିତ ଅଟେ, ପରିଶ୍ରମ ସହ କାମ କରନ୍ତୁ ତାହେଲେ କାମ ଭଲ ହୋଇପାରିବ । ଆଜି ଘରେ କୌଣସି ସାଙ୍ଗ ଆସି ପାରନ୍ତି ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହବ ।

ମିଥୁନ ରାଶି :

ଆଜି ପରିବାର ରେ ଆବଶ୍ୟକ କଥା ଉପରେ ଚର୍ଚ୍ଚା ହବ, ମାତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟବସାୟ ବଢେଇବା ପାଇଁ ନୂଆ ସୁଯୋଗ ପାଇବାର ଯୋଗ ଅଛି, ଅଲଗା ଲୋକଙ୍କ ଦ୍ଵାରା ସୁଯୋଗ ମିଳିବ । ଜୀବନସାଥି ଦ୍ଵାରା ଭଲପାଇବା ଓ ସାହାଯ୍ୟ ପାଇବେ, ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

କର୍କ ରାଶି :

ଆଜି ନିଜ ସାଙ୍ଗମାନଙ୍କ ସହ ବାହାରେ ବୁଲିବାକୁ ଯାଅନ୍ତୁ ଓ ଖୁସି ର ସମୟ ବିତାନ୍ତୁ, ଆର୍ଥିକ ସ୍ଥିତି ରେ ସମାଧାନ ପାଇବେ । ପ୍ରେମ ପ୍ରସଙ୍ଗ ପାଇଁ ଉତ୍ତମ ଦିନ ଅଟେ, ପରିବାର ସହ ଭଲ ସମ୍ପର୍କ ବନେଇ ରଖନ୍ତୁ । ଘରେ ଛୁଆ ଆପଣଙ୍କ ଖୁସି ପାଇଁ କାରଣ ହେବେ ।

ସିଂହ ରାଶି :

ଆଜି ଆପଣ ଗାଡି ଓ ମେସିନ ଜିନିଷ ଠାରୁ ଦୂରେଇକି ରୁହନ୍ତୁ, କଥା ବାର୍ତ୍ତା ସମ୍ଭାଳି କରି କରନ୍ତୁ । ଦିନସାରା କାମ ପାଇଁ ଥକା ଲାଗିବ କିନ୍ତୁ ସ୍ୱାସ୍ଥ୍ୟ ଭଲ ରହିବ, କାରୋବାର ଓ ଚାକିରି ରେ ଲୋକଙ୍କ ଉପରେ ଆପଣଙ୍କ ପ୍ରଭାବ ହବ ।

କନ୍ୟା ରାଶି :

କନ୍ୟା ରାଶି ଲୋକ ଆଜି ହଡବଡ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ, ଏହା କଲେ ଆପଣଙ୍କୁ ଭବିଷ୍ୟ ରେ କାନ୍ଦିବାକୁ ପଡିବ ନାହିଁ । ଆପଣଙ୍କ ଜୀବନସାଥୀ ସ୍ୱାସ୍ଥ୍ୟ ଖରାପ ହୋଇପାରେ ଓ ତାଙ୍କୁ ଚିକିତ୍ସା ଦରକାର ପଡିବ । ଆପଣଙ୍କ ପରିଶ୍ରମ ବ୍ୟର୍ଥ ଯିବ ନାହିଁ । ଅନ୍ୟଙ୍କୁ ଖୁସି କରିବା ପାଇଁ ନିଜକୁ ହଇରାଣ କରନ୍ତୁ ନାହିଁ ।

ତୁଳା ରାଶି :

ଆଜି ମାଙ୍ଗଳିକ କାର୍ଯ୍ୟ ରେ ଭାଗ ନବା ପାଇଁ ଆସାର ପ୍ରାପ୍ତ ହେବ ଏହା କଲେ ସୁଖ ପ୍ରାପ୍ତ ହବ ଓ ଖର୍ଚ୍ଚ ବି ହବ କିନ୍ତୁ ଚିନ୍ତା କରନ୍ତୁ ନାହିଁ ଆୟ ର ସ୍ରୋତ ବଢିବ । ଆଜି ଲୋକଙ୍କୁ ଦେଇଥିବା ପୁରୁଣା ଉଧାର ଆଜି ଆପଣ ଫେରିକି ପାଇବେ । ଆଜି ଚାକିରି ବା ବିଜନେସ ବିଷୟ ରେ କିଛି ଖରାପ ସୂଚନା ପାଇ ପାରନ୍ତି ।

ବିଛା ରାଶି :

ଆଜି ବ୍ୟବସାୟ ପାଇଁ ନୂଆ ଦ୍ଵାର ଖୋଲିବାର ଯୋଗ ହେଉଛି, ଆର୍ଥିକ ସ୍ଥିତି ଭଲ ରହିବ । ଆଜି ଆପଣଙ୍କ ଓ ଆପଣଙ୍କ ପାର୍ଟନର ମଧ୍ୟ ରେ ଭୁଲ ବୁଝା ମଣା ହୋଇପାରେ ସେଥିପାଇଁ ଦୁହେଁ ବସି ସବୁକଥା ସ୍ପଷ୍ଟ କରନ୍ତୁ । ଆଜି ଆପଣଙ୍କୁ ନିଜ ପରିବାର ଚିନ୍ତା ରହିବ, ଆଜି ଆପଣ କୌଣସି ନୂଆ କାମ କରିବା ପାଇଁ ବଞ୍ଚିକରି ରୁହନ୍ତୁ ।

ଧନୁ ରାଶି :

ଧନୁ ରାଶି ଲୋକଙ୍କୁ ଧନ ସମ୍ପତ୍ତି ଓ ମାନ-ସମ୍ମାନ ପାଇବାର ଅଧିକାରୀ ହେବେ, ଜଲ୍ଦି ରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଅଫିସ ରେ ଆଜି ଆପଣ ବହୁତ ଖୁସି ରହିବେ, କାମକାର୍ଯ୍ୟ ରେ ମନ ଲାଗିବ । ବୁଲିବା ଯୋଗ ହେଉଛି ଖୁସି ମନରେ ବୁଲିକରି ଆସନ୍ତୁ ।

ମକର ରାଶି :

ଆଜି ଆପଣ କୌଣସି ପ୍ରକାର ଖୁସି ଖବର ପାଇ ପାରିବେ, ନିଜ ବ୍ୟବହାର ନମ୍ର ରଖନ୍ତୁ ଏବଂ ବିନା କାରଣ ଝଗଡା ରୁ ବଞ୍ଚନ୍ତୁ । ଯାତ୍ରା ଯୋଗ ହେଉଛି ଯାହା ଦ୍ଵାରା ନା କେବଳ ସୁଖ ପାଇବେ ଏବଂ ଶିକ୍ଷାପ୍ରଦ ବି ହବ । ଆଜି ଦିନ ବିବାହିତ ଦମ୍ପତ୍ତି ପାଇଁ ସୁଖପ୍ରଦ ହବ ।

କୁମ୍ଭ ରାଶି :

ଆଜି ଆପଣଙ୍କ ସକାରାତ୍ମକ ଭାବନା କାମ କରିବ, ଆଜି ମନ ଦୁଃଖିତ ହୋଇପାରେ । ଗାଈ କୁ ରୁଟି ଦିଅନ୍ତୁ ଖାଇବା ପାଇଁ, ଆପଣଙ୍କ ମନ ଭଲ ଲାଗିବ । କାହା ସହ ସାଙ୍ଗ ହବା ଆଗରୁ ଭଲ ଭାବରେ ଭାବିଛିନ୍ତି କରି ଆଗକୁ ବଢନ୍ତୁ । ସବୁ ଦେବୀ-ଦେବତାଙ୍କ କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ପଡିବାକୁ ଯାଉଛି, ଯାହା ଦ୍ଵାରା ଧନ ଲାଭ ର ବଡ ସଂକେତ ହେଉଛି ।

ମୀନ ରାଶି :

ଆଜି ଆପଣଙ୍କ ସବୁଠାରୁ ବଡ ସ୍ଵପ୍ନ ସତ ରେ ପରିବର୍ତ୍ତିତ ହୋଇପାରେ, କିନ୍ତୁ ନିଜ ସୁଖକୁ ନିୟନ୍ତ୍ରଣ ରେ ରଖନ୍ତୁ କାହିଁକିନା ସୁଖ ଅଧିକ ସମୟ ରୁହେ ନାହିଁ । ଛୋଟ ଛୋଟ ଝଗଡା ଆଜି ଆପଣଙ୍କ ବିବାହିତ ଜୀବନକୁ ଖରାପ କରିପାରେ ସେଥିପାଇଁ ଝଗଡା ଠାରୁ ଦୂରେଇକି ରୁହନ୍ତୁ ।

Leave a Reply

Your email address will not be published. Required fields are marked *