ସାଇକେଲରେ ଯାଉ ଯାଉ ହଠାତ୍ ଆସିଲା ବାଘ ତାପରେ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଆଣିଥିବେ ଆଜିକାଲି ସୋସିଆଲ ମିଡିଆ ଏମିତି ଏକ ପ୍ଲାଟଫର୍ମ ହୋଇ ଗଲାଣି ଯାହା ଜରିଆରେ ଘରେ ବସି ଆମେ ତାଜା ଖବର ପାଇବା ସହ ଏହାର ମଜା ମଧ୍ୟ ନେଇ ପାରୁଛୁ । ସୋସିଆଲ ମିଡିଆରେ ସବୁ ଦିନ କିଛି ମଜାଦାର ଭିଡିଓ ଦେଖାଯିବା ସହ କିଛି ଏମିତି ଭିଡିଓ ମଧ୍ୟ ନଜର ଆସୁଛି ଯାହାକୁ ଦେଖିଲେ ବିଶ୍ଵାସ କରି ହେବ ନାହି । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ।

ତେବେ ବନ୍ଧୁଗଣ କଣ ଆପଣ ମାନେ କେବେ ବାଘ ହାବୁଡରେ ପଡିଛନ୍ତି ବା ବାଘ ସହ ଆପଣଙ୍କର ମୁହାଁ ମୁହିଁ ହୋଇଛି । କଥା ଟି ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ସତ ଅଟେ । ଏମିତି ଏକ ଘଟଣା ଘଟିଛି ଯାହାର ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସାଇକେଲରେ ରାସ୍ତାରେ ଯିବା ସମୟରେ ହଠାତ ଡେଇଁଲା ବାଘ ।

ବାଘ ସହ ମୁହାଁମୁହିଁ ହେଲେ ସାଇକେଲ ବାଲା । ଦୃଶ୍ୟ କଏଦ ହେଲା ସିସିଟିଭି ରେ । ଆଉ ତା ପରେ ଯାହା ଘଟି ଯାଇଛି ତାହା ଦେଖିଲେ ବନ୍ଧୁଗଣ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ଭିଡିଓ ଟି ଆସାମ ରୁ ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ଭିଡିଓ ରେ ଦେଖା ଯାଉଛି କି ବ୍ୟକ୍ତି ଜଣକ ସାଇକେଲ ଚଳାଇ ରାସ୍ତା ରେ ଯାଉଛନ୍ତି ।

ତାଙ୍କ ପଛରେ ମଧ୍ୟ ଏକ କାର ଆସୁଛି । ଆଉ ଏହାରି ମଧ୍ୟରେ ହଠାତ ସାଇକେଲ ବାଲା ପାଖକୁ ଜଙ୍ଗଲ ମଧ୍ୟରୁ ଏକ ବାଘ ଦଉଡି ଆସୁଛି । ଆଉ ଏହା ଦେଖି ହଡବଡ ହୋଇ ସାଇକେଲ ବାଲା ମଧ୍ୟ ସାଇକେଲ ରୁ ତଳେ ପଡି ଯାଇଛନ୍ତି । କିନ୍ତୁ ଭାଗ୍ୟ ବଶତ ବାଘ ଟି ସାଇକେଲ ବାଲାର କିଛି କ୍ଷତି କରୁ ନାହି ଯାହା ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ।

ଆଉ ଏହା ପରେ ଭିଡିଓ ରେ ଦେଖା ଯାଉଛି କି ବାଘ ଟି ସଙ୍ଗେ ସଙ୍ଗେ ଜଙ୍ଗଲ ଭିତରକୁ ପଳାଇ ଯାଉଛି । ଏହା ପରେ ବ୍ୟକ୍ତି ଜଣକ ମଧ୍ୟ ସଙ୍ଗେ ସଙ୍ଗେ ସେଠାରୁ ସାଇକେଲ ଧରି ପଳାଇ ଯାଉଛନ୍ତି । ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଟି ଖୁବ ଭାଇରାଲ ହୋଇଥିବା ବେଳେ ୟୁଜର୍ସ ମାନେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ଦେଇଛନ୍ତି କିଛି ୟୁଜର୍ସ ମାନେ ମତ ଦେଇଛନ୍ତି କି ସାଇକେଲ ବାଲାଙ୍କର ଭାଗ୍ୟ ବହୁଳ ଭାବ ସେଥିପାଇଁ ସେ ବାଘ ହାବୁଡରେ ମଧ୍ୟ ବଞ୍ଚି ଯାଇଛନ୍ତି ।

ଏହି ଘଟଣା ଟି ସାମନାକୁ ଆସିବା ପରେ ଜଣାପଡିଛି କି ଯେ ବାଘ ଟି ମଧ୍ୟ ସେହି ସମୟରେ ରାସ୍ତା ପାରା ହେବାକୁ ଦୌଡି ଆସୁଥିଲା । କିନ୍ତୁ ସେହି ସମୟରେ ସାଇକେଲ ବାଲା ପହଞ୍ଚିବା କାରଣରୁ ବାଘ ସହ ବ୍ୟକ୍ତିଙ୍କର ଧକ୍କା ହୋଇଥିଲା । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *