ପ୍ରଥମ ଥର ସାରା କହିଲେ ପିତା ସେଫଙ୍କ ଦ୍ଵିତୀୟ ବିବାହ ବିଷୟରେ ଶୁଣି କଣ କହିଥିଲେ ତାଙ୍କ ମା’ ଅମୃତା- ଜାଣନ୍ତୁ

ସାରା ଅଲି ଖାନ ନିଜ ଅଭିନୟରୁ ଲୋକଙ୍କ ମନ କିଣୁଛନ୍ତି । ‘କେଦାରନାଥ’ ଏବଂ ‘ସିମ୍ବା’ ପରେ ସାରାଙ୍କ ପାଖରେ ଫିଲ୍ମ ର ଲମ୍ବା ଲାଇନ ଅଛି । ସାରାଙ୍କର ଆସୁଥିବା ନୂଆ ଫିଲ୍ମ ନା ହେଉଛି ‘ଲଵ ଆଯ କାଲ ୨’  । ଏହା ଛଡା ସେ ବରୁନ ଧବନ ସହ ‘କୁଲି ନମ୍ବର ୧’ ର ରିମିକ ର ଶୁଟିଙ୍ଗ କରୁଛନ୍ତି । ଏଇ କିଛି ଦିନ ତଳେ ସାରା ଓ ତାଙ୍କ ଭାଇ ଇବ୍ରାହିମ ଗୋଟେ ପତ୍ରିକା ପାଇଁ ଫୋଟୋଶୁଟ କରିଛନ୍ତି ।

ଏହି ମଗାଜିନ ବହରିବା ପରରେ ଅମୃତା ନିଜ ଜୀବନ ବିଷୟରେ ବହୁତ କଥା କହିଲେ ।

ଅମୃତା ଇବ୍ରାହିମ ଙ୍କ ବିଷୟରେ କହିଲେ, ‘ଇବ୍ରାହିମ ଆମ ଘରେ ସବୁଠୁ ପୁରୁଣା ଜମାନର ଅଟେ, ଇବ୍ରାହିମ ସବୁ ବେଳେ ଶାନ୍ତ ଓ ନମ୍ର ରୁହେ । କିନ୍ତୁ ମତେ ସାରା ଓ ଇବ୍ରାହିମ ଦୁଇଜଣଙ୍କ ଉପରେ ଗୋଟେ ଅଭିଜିଗ ଅଛି, ଇଏ ଦୁଇଜଣ ବହୁତ ଦାୟିତ୍ଵହୀନ ଅଟନ୍ତି । ସାରାଙ୍କ ବିଷୟ ରେ ମା ଅମୃତା କହିଲେ – ସାରା ନିଜ କାମ, ଶରୀର ଓ ମସ୍ତିସ୍କ କୁ ନେଇ ବହୁତ ଅନୁଶାସିତ ରୁହନ୍ତି । ଆଗକୁ କହିଲେ ସାରା ସମସ୍ତଙ୍କୁ ବହୁତ ସମ୍ମାନ ଦିୟନ୍ତି ।

ଅମୃତା କହିଲେ – ମୋର ଓ ସାରା ସମ୍ପର୍କ ବହୁତ ଭଲ । ଆମେ ଦୁହିଁ ଆର ଜଣକୁ ବୁଝୁ ଏବଂ ବହୁତ କମ ଝଗଡା କରୁ । ତା ପରେ ସାରା ନିଜ ପିତା ସେଫ ଅଲି ଖାନଙ୍କ ଦ୍ଵିତୀୟ ବିବାହ ବିଷୟ ରେ କହିଲେ । ଯେତେବେଳେ ଅବ୍ବା ଓ କରିନାଙ୍କର ବିବାହ ଥିଲା ମୋର ମନେ ଅଛି ମୋ ମା ମତେ ନିଜର ସବୁ ଗହଣା ଦେଖାଇଲେ ଓ କହିଲେ ତମକୁ କେଉଁ ଗୋଟିକ ପସନ୍ଦ ବାଛି ନିଅ ଏବଂ ଅବ୍ବୁଙ୍କ ବିବାହରେ ସେଇୟା ପିନ୍ଧିବ ।

ଏହା ପରେ ଅବ୍ବୁ ଓ ସନ୍ଦିପ ଖୋସଲଙ୍କୁ ଫୋନ କରି କହିଲେ, ଶେଫ ବାହାହବାକୁ ଯାଉଛନ୍ତି ଏବଂ ମୁଁ ଚାହେଁ ସାରା ସମସ୍ତଙ୍କଠୁ ସୁନ୍ଦର ଲେହେଙ୍ଗା ପିନ୍ଧୁ । ଏହା ପରେ ସାରା ନବାବ ପରିବାର ବିଷୟରେ ମଧ୍ୟ କହିଲେ । ସାରା କହିଲେ : ‘ଏହି ପ୍ରକାର ଭାବନା ଏକ ଦାୟିତ୍ଵହିନ କଥା ଅଟେ ।

ଆମ ଦେଶ ସ୍ଵାଧୀନତା ପରେ ଏହି ରାଜତନ୍ତ୍ର ସରିଯାଇଛି, ମୁଁ ଏହି ନବାବ କଥା ରେ ବିଶ୍ବାସ କରେ ନାହିଁ । ମୁଁ କେବେ ଏହି ଭାବନା ସହ ବଡ ହେଇନି କି ମୁଁ ଏଭଳି ଘରେ ଜନ୍ମ ହୋଇଛି । ମୁଁ ଯୁହୁ ର ଏକ ସାଧାରଣ ଝିଅ ପରି ବଡ ହୋଇଛି, ମୁଁ କେବଳ ମୋ ମା ବାପାଙ୍କର ରାଜକୁମାରୀ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *