ସକାଳ ସମୟରେ ଯଦି ମିଳିଥାଏ ଏହି 4 ସଂକେତ ତେବେ ଜାଣି ରଖନ୍ତୁ ଭଗବାନଙ୍କ ବାସ ଆପଣଙ୍କ ଘରେ ହୋଇସାରିଛି! ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ଏମିତି 4ଟି ସଂକେତ ଅଛି ଯାହା ଦ୍ଵାରା ଜଣା ପଡିଥାଏ ଭଗବାନଙ୍କ ନିବାସ ଆପଣଙ୍କ ଘରେ ରହିଛି । ଭଗବାନଙ୍କ ନିବାସ ଆପଣଙ୍କ ଘରେ ନିଶ୍ଚୟ ରହିଥାଏ । ତାହା ପ୍ରତ୍ଯକ୍ଷ ରେ ହେଉ ବା ପରୋକ୍ଷ ରେ ହେଉ । ଭଗବାନଙ୍କ ନିବାସ ହେଲେ ତାହା ଅନୁଭବ ହୋଇଥାଏ । ଅନେକ ଥର ଏମିତି ହୋଇଥାଏ କି ଭଗବାନ ନିବାସ କରିଥାନ୍ତି କିନ୍ତୁ ମଣିଷ ମାନଙ୍କର କର୍ମ ପାଇଁ ସେ ନିରାଶ ହୋଇଥାନ୍ତି ।

ସେହି ସମୟରେ ଲୋକ ଏମିତି କରିଥାନ୍ତି ଯେ କିଛି ଦିନ ପୂଜା କରନ୍ତି ତ ଆଉ କିଛି କରନ୍ତିନି । ଏବେ ଆସନ୍ତୁ ଜାଣିବା ସେହି ସଂକେତ ବିଷୟରେ । 1- ଯେବେ ଆପଣଙ୍କର ନିଦ ବ୍ରହ୍ମ ମୂହୁର୍ତ୍ତ ରେ ଖୋଲିଯାଏ ଏବଂ ଏହି ସମୟରେ ଯଦି ଆପଣ ମନ୍ଦିର ରେ ପୂଜା କରୁଥିବାର, ମନ୍ତ୍ର ର ଜପ କରୁଥିବାର ସ୍ଵପ୍ନ ଦେଖନ୍ତି ତେବେ ଜାଣି ରଖନ୍ତୁ ଇଶ୍ଵର ଆପଣଙ୍କ ଘରେ ନିବାସ କରିଛନ୍ତି ।

2-ଯଦି ଆପଣଙ୍କୁ ବ୍ରହ୍ମ ମୂହୁର୍ତ୍ତ ରେ ଶଙ୍ଖ ର ଧ୍ୱନି ଶୁଣାଯାଏ, ମନ୍ତ୍ର, ଘଣ୍ଟି ର ଶବ୍ଦ କିମ୍ବା କେହି ଆପଣଙ୍କି ରାମ ନାମ ଜପିବାର ସ୍ଵର ଶୁଣାଯାଏ ତେବେ ଜାଣି ରଖନ୍ତୁ ଏହା ଦ୍ଵିତୀୟ ସଂକେତ ହୋଇଥାଏ କି ଭଗବାନ ଆପଣଙ୍କ ଘରେ ଅଛନ୍ତି ।

3- ଯେବେ ଆପଣ ସକାଳୁ ଉଠିବା ପରେ ସ୍ନାନ କରିବା ପରେ ଅଲଗା ପ୍ରକାରର ସୁଗନ୍ଧ ଅନୁଭବ ହୋଇଥାଏ । ଏହି ସୁଗନ୍ଧ କିଛି ଅଜବ ପ୍ରକାରର ହୋଇଥାଏ ଯାହା ଆପଣଙ୍କ ଛଡା ଅନ୍ୟ କାହାକୁ ଆସୁ ନ ଥିବ । ଆପଣଙ୍କୁ ହିଁ ଏହି ସୁଗନ୍ଧ ର ଅନୁଭବ ହେଉଥିବ । ଆପଣ ଘରର ପୂଜା ଘରର ଯେତେ ନିକଟତର ହେବେ ସେତିକି ଏହି ମହକ ଅନୁଭବ ହେଉଥିବ ।

ଏହି ମେହକ ଦେବୀ ଦେବତା ଙ୍କର ହୋଇଥାଏ । ତେବେ ଆପଣଙ୍କ ଘରେ ଯଦି ନେଗେଟିବ ଶକ୍ତି ରହିଥାଏ ତେବେ ଦୁର୍ଗନ୍ଧ ଆସିଥାଏ । କିନ୍ତୁ ପଜେଟିଭ ଊର୍ଜା ରହିଲେ ସୁଗନ୍ଧ ଆସିଥାଏ । ତେବେ ଜାଣି ନିଅନ୍ତୁ ଆପଣଙ୍କ ଘରେ ଈଶ୍ବରଙ୍କ କୃପା ରହିଛି ।

4- ଆପଣ ପୂଜା କରିବା ସମୟରେ କୌଣସି ପଶୁ ଯେମିତି କୁକୁର, ଗାଈ ଇତ୍ୟାଦି କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଭିକ୍ଷୁକ ଦ୍ଵାରା କୁ ଆସିଥାନ୍ତି । ଯଦି ଆପଣଙ୍କ ସହ ବାରମ୍ବାର ଏମିତି ହେଉଥାଏ ତେବେ ଜାଣି ନିଅନ୍ତୁ ଈଶ୍ବରଙ୍କ ଆଗମନ ଆପଣଙ୍କ ଗୃହକୁ ହୋଇ ସାରିଛି । ଗାଈ ହେଉଛି ଗୋମାତା । ତାଙ୍କ ଠାରେ 33 କୋଟି ଦେବୀ ଦେବତା ଙ୍କ ବାସ ରହିଛି ।

ଯଦି ଆପଣଙ୍କ ଗୃହକୁ ସକାଳୁ କେହି ସାଧୁ, ସନ୍ଥ ଆସୁଛନ୍ତି ତେବେ ଖାଲି ହାତରେ ସେମାନଙ୍କୁ ଯିବାକୁ ଦିଅନ୍ତୁ ନାହିଁ । ସେମାନଙ୍କୁ ଭୋଜନ କରାଇବା ସହ କିଛି ଦାନ ଧର୍ମ କରନ୍ତୁ । ଗାଈ କୁ ରୁଟି ଖାଇବାକୁ ଦେବା ଅତ୍ୟନ୍ତ ଶୁଭ ହୋଇଥାଏ ।  ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *