ବାସ୍ତୁ ଅନୁଯାୟୀ ମୟୁରପଙ୍ଖ ର ପ୍ରୟୋଗ ବଦଳାଇ ଦେଇପାରେ ଆପଣଙ୍କ ଭାଗ୍ୟ, ଜାଣି ନିଅନ୍ତୁ ମୟୂର ପଙ୍ଖ ର କିଛି ଚମତ୍କାରୀ ଉପାୟ ବିଷୟରେ ।

ବନ୍ଧୁଗଣ ଆପଣ ମୟୂର ପଙ୍ଖ ର ଗୁରୁତ୍ଵ ଜାଣିଲେ ଏହାକୁ ଘରକୁ ନ ଆଣି ରହିପାରିବେ ନାହିଁ । ପୁରାଣରେ ଏହାର ବିଶେଷ ମହତ୍ଵ ରହିଛି । ଏହାକୁ ଭଗବାନ କୃଷ୍ଣଙ୍କ ମୁକୁଟରେ ସ୍ଥାନ ଦିଆଯାଇଛି ଏବଂ ପୂର୍ବ କାଳରେ ଦେବରାଜ ଇନ୍ଦ୍ର ମୟୂର ପଙ୍ଖା ଦ୍ଵାରା ନିର୍ମିତ ସିଙ୍ଘାସନରେ ବସଥିଲେ । ମୁନିରୁଷି ମାନଙ୍କ ଦ୍ଵାରା ଲେଖିବା ପାଇଁ ମୟୂର ପଙ୍ଖର ବ୍ଯବହାର ହେଉଥିଲା । ସେଥିପାଇଁ ସମସ୍ତ ଶାସ୍ତ୍ର, ବାସ୍ତୁ, ଜ୍ଯୋତିଷ ଶାସ୍ତ୍ରରେ ମୟୂର ପଙ୍ଖକୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦିଆଯାଇଛି । ଆଜି ଆମେ ଆପଣଙ୍କୁ ମୟୂର ପଙ୍ଖ ଚମତ୍କାରୀ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ କୋଚିତ ଜାଣିଥିବେ ।

୧- ଘରେ 2ଟି ମୟୂର ପଙ୍ଖ ରଖିଲେ କେହି କେବେ ଅଲଗା ହୋଇନ ଥାନ୍ତି । ଏହା ପରିବାରକୁ ଏକତ୍ର କରି ରଖିଥାଏ ।

୨- ଯେଉଁ ବ୍ୟକ୍ତି ସର୍ବଦା ତାଙ୍କ ସହ ମୟୂର ପଙ୍ଖ ରଖନ୍ତି ସେମାନଙ୍କର କେବେ ବି ଅଶୁଭ ହୁଏ ନାହିଁ । ସେ କେବେବି କୌଣସି ଦୁର୍ଘଟଣାରୁ ସୁରକ୍ଷିତ ରୁହନ୍ତି ।

୩- ସବୁବେଳେ ନିଜ ଘରେ ମୟୂର ପଙ୍ଖ ରଖିବା ଦ୍ଵାରା ନେଗେଟିଭ ଶକ୍ତି ନଷ୍ଟ ହୋଇଯାଏ ଓ ପଜେଟିଭ ଶକ୍ତିର ପ୍ରଭାବ ରହିଥାଏ ।

୪- ଯଦି ଆପଣଙ୍କ ପିଲା ସଠିକ ଭାବେ ଅଧ୍ୟୟନ କରୁ ନାହାନ୍ତି ଓ ଅଧ୍ୟୟନ କୁ ନେଇ ଆଗ୍ରହୀ ନୁହନ୍ତି ତେବେ ତାଙ୍କ ବ୍ଯାଗରେ ଏକ ମୟୂର ପଙ୍ଖା ରଖନ୍ତୁ । ଦେଖିବେ ପିଲା ବୁଦ୍ଧିମାନ ହେବେ ।

୫- ଆପଣଙ୍କ ପକେଟ ବା ଡାଏରୀ ରେ ମୟୂର ପର ରଖିଲେ ରାହୁ ଦୋଷ ପ୍ରଭାବିତ କରେ ନାହିଁ ।

୬- ମୟୂର ର ପ୍ରିୟ ଖାଦ୍ୟ ହେଉଛି ସାପ । ତେଣୁ ଯେଉଁ ଘରେ ମୟୂର ପର ଥାଏ ସେଠାରେ ସାପ କେବେ ଯାଆନ୍ତି ନାହିଁ । ନିଶ୍ଚୟ ମୟୁର ପଙ୍ଖ ନିଜ ପାଖରେ ରଖନ୍ତୁ ।

୭- ଘରର ମୁଖ୍ୟ ଦ୍ଵାରା ବାସ୍ତୁର ବିରୂଢରେ ଅଛି ତେବେ ୩ଟି ମୟୂର ପଙ୍ଖ ଲଗାନ୍ତୁ । ସେହି ପଙ୍ଖ ତଳେ ଭଗବାନ ଗଣେଶଙ୍କ ପ୍ରତିମା ନିଶ୍ଚୟ ରଖନ୍ତୁ । ଏହାଦ୍ବାରା ବାସ୍ତୁ ଦୋଷ ଦୂର ହୋଇଯାଏ ।

୮- ହଠାତ ଜୀବନରେ ଅନେକ ସୁବିଧା ବା ବିପଦା ଆସେ ତେବେ ମୟୂର ପଙ୍ଖ କୁ ଘର ବା ଶୋଇବା ଘରର ଅଗ୍ନି କୋଣରେ ରଖିଲେ ସବୁ କିଛି ଠିକ ହୋଇଯିବ ।

୯- ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଦୂର କରିବା ପାଇଁ ବିବାହ ଫୋଟୋ ରେ ୨ଟି ମୟୂର ପର ଲୁଚାଇ ରଖନ୍ତୁ । ଦୁହିଙ୍କ ମଧ୍ୟରେ ପ୍ରେମ ବଢିବ ।

୧୦- ମୟୂର ପଙ୍ଖକୁ ସର୍ବଦା ନିଜ ଆଖରେ ରଖିଲେ ବ୍ୟକ୍ତି କେବେ ଅସଫଳତା ହୁଏ ନାହିଁ । ସଫଳତାର ଉଚ୍ଚତାକୁ ଛୁଇଁ ଚାଲି ଯାଇଥାଏ ।

୧୧- ମୟୂର ପଙ୍ଖ ମୁଣ୍ଡ ଉପରେ ରଖିକି ସୋଇଲେ କେବେବି ଦୁଃସ୍ଵପ୍ନ ଆସି ନ ଥାଏ । ମୟୂର ପଙ୍ଖକୁ ତଳେ ଫିଙ୍ଗିବା ଅନୁଚିତ । ଏହା ଘରର ଅଗ୍ରଗତି କରାଇପାରେ ।

୧୨- ଯଦି କେହି ଆପଣଙ୍କୁ ଅଜାଣତରେ ମୟୂର ପଙ୍ଖ ଦିଅନ୍ତି ତେବେ ଜୀବନରେ ସଫଳତାର ସବୁ ଉପାୟ ଖୋଲିଯାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *