ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ କି ସକାଳେ ଚା ପିଇବା ସମୟରେ ଲୋକ କରିଥାନ୍ତି ସବୁବେଳେ ଏହି ପାଞ୍ଚଟି ଭୁଲ ଯାହା ଆପଣ ମାନଙ୍କର ଜୀବନ ନେଇପାରେ । ଭୁଲରେ ବି ଆପଣ ଏମିତି ଚା ପିଅନ୍ତୁ ନାହିଁ । କାରଣ ଚା ଉପକାରୀ ହୋଇଥାଏ ତାହେଲେ ଅପକାରୀ ବି ହୋଇଥାଏ । ଆଜି ଆମେ କହିବୁ କି ଚା କେମିତି ପିଇଲେ ଆପଣଙ୍କ ଶରୀର ପାଇଁ ଉପକାରୀ ହେବ । ଚା ପିଇବାର ସମୟ ଠିକ ରଖିଲେ ଆପଣଙ୍କ ପାଇଁ ଭଲ ହୋଇଥାଏ । ଭାରତରେ ସବୁଠାରୁ ଅଧିକ ଚା ପିଆ ଯାଇଥାଏ ।
ଆସନ୍ତୁ ଜାଣିବା ଚା କେମିତି ପିଇବା, ପ୍ରଥମେ ଚା ଦ୍ଵାରା ହେଉଥିବା ଫାଇଦା ବିଷୟରେ କହିବୁ ।
ଯଦି ଆପଣ ସକାଳୁ ଚା ପିଉଛନ୍ତି ତାହେଲେ ଚା ପିଇବା ପୂର୍ବରୁ କିଛି ଖାଇବା ଦରକାର । ଏମିତି କଲେ ଆପଣଙ୍କ ଶରୀରରେ ରକ୍ତ ସଂଚାଳନ ଭଲ ହୋଇଥାଏ ।
ଚା ପିବା ଦ୍ଵାରା ଥଣ୍ଡା ,କାଶ ଉପରେ ବି ପ୍ରଭାବ ପଡିଥାଏ ଏବଂ ଏହା ଠିକ ହୋଇପାରେ ।
ଯଦି ଆମକୁ ରାତିରେ ଚାହିଁବାକୁ ପଡେ ତାହେଲେ ଚା ର ସାହାଯ୍ୟ ନେଇପାରିବା । ଏଥିରୁ ଏକ ଏମିତି ତତ୍ଵ ମିଳିଥାଏ ଯାହା ନିଦକୁ ଆସିବାକୁ ଦିଏ ନାହିଁ ।
ସକାଳେ ଖାଲି ପେଟରେ ଚା ପିଇଲେ କଣ କଣ ଅସୁବିଧା ହୋଇଥାଏ ଆସନ୍ତୁ ଜାଣିବା ।
୧ -ସକାଳେ ଖାଲି ପେଟରେ ଚା ପିଇଲେ ଆମ ଶରୀରରେ ଗ୍ୟାସ ପ୍ରୋବ୍ଲେମ ବଢିଥାଏ । ଯାହା ଫଳରେ କ୍ୟାନ୍ସର ଭଳି ଖାତରନାକ ରୋଗ ହେବାର ସଂଭାବନା ବଢି ଯାଇଥାଏ ।
୨ -ସକାଳେ ଖାଲି ପେଟରେ ଚା ପିଇଲେ ଆପଣଙ୍କ ଶରୀର କମଜୋର ହୋଇଯାଇ ଥାଏ ।
୩ -କିଛି ଲୋକ ଖାଲି ପେଟରେ ଚା ପିଅନ୍ତି କିନ୍ତୁ ଖାଇବା ପରେ ବି ଚା ପିଇଥାନ୍ତି । ତାହେଲେ ଏହି ତରିକା ଆହୁରି ବି ଭୁଲ ଅଟେ । ଖାଇବା ପରେ ଚା ପିଇଲେ ଯାହା ପୋଷାକ ତତ୍ଵ ଆପଣଙ୍କୁ ଖାଦ୍ୟରୁ ମିଳିଥାନ୍ତା ତାହା ଅବଶୋଷିତ ହୋଇଯାଇ ଥାଏ । ଏହାଦ୍ୱାରା ଆପଣଙ୍କ ଶରୀର ପାଇଁ ବହୁତ ହାନିକାରକ ହୋଇଥାଏ ।
୪-ଅଧିକ ଚା ପିଇବା ଦ୍ଵାରା ଆମ ଶରୀର ପାଇଁ ବହୁତ ହାନିକାରକ ହୋଇଥାଏ । ଏହାକୁ କମ ପିଇବା ପାଇଁ ଚେଷ୍ଟା କରନ୍ତୁ ।
୫ -ଚାରେ ଅଦା , ତୁଳସୀର ପ୍ରୟୋଗ କରନ୍ତୁ ନାହିଁ । ଏଥିରୁ ଏହି ସବୁର ଗୁଣର ମାତ୍ରା ପର୍ଯ୍ୟାପ୍ତ ମିଳିପାରି ନଥାଏ । କାରଣ ଚା ରେ ଥିବା କେଫିନ ଏହି ଔଷଧ ପାଇଁ ବାଧକ ହୋଇଥାଏ ।