ସକାଳ ପୂଜା ପରେ କହି ଦିଅନ୍ତୁ ଏହି ଏକ ଶବ୍ଦ ସବୁ ମନକାମନା ହେବ ପୁରଣ

ଆପଣ ମାନେ ଜାଣିଥିବେ ପ୍ରାର୍ଥନା ରେ କେତେ ମହତ୍ଵ ରହିଛି । ସମସ୍ତ ଜାତିର ବ୍ୟକ୍ତି ପ୍ରାର୍ଥନା କରିଥାନ୍ତି । ବ୍ୟକ୍ତି ପ୍ରାୟତ ଦୁଇ ଟି ସ୍ଥିତି ରେ ପ୍ରାର୍ଥନା ଅବଶ୍ୟ କରିଥାଏ । ଯେତେବେଳେ ବ୍ଯକ୍ତିର ଭଗବାନ ଙ୍କ ପ୍ରତି ଆକୃଷ୍ଟ ରହିଥାଏ ବା ତାଙ୍କର କୌଣସି ମନସ୍କାମନା ପୂରଣ ହୋଇଥାଏ ତେବେ ବ୍ୟକ୍ତି ପ୍ରାର୍ଥନା କରିଥାଏ ।

ଦିତୀୟ ରେ ପ୍ରାର୍ଥନା ମନ କୁ ମନ ହୋଇଥାଏ ଯାହାର ଅର୍ଥ ହେଉଛି ବ୍ୟକ୍ତି ଯେବେ ନିଜକୁ ଅସହାୟ ମାନେ କରିଥାଏ ସେହି ସମୟରେ ସେ ଭଗବାନ ଙ୍କ ପ୍ରାର୍ଥନା କରିବା ସହ ତାଙ୍କ ପାଦ ତଳେ ନିଜକୁ ସମର୍ପଣ କରିଥାଏ । ବ୍ୟକ୍ତି ଯେବେ ବିପଦରେ ପଡିଥାଏ ତେବେ ଭଗବାନ ଙ୍କର ପ୍ରାର୍ଥନା କରିଥାଏ । ବ୍ୟକ୍ତି ଯେବେ ପ୍ରାର୍ଥନା କରିଥାଏ ତେବେ ତାହା ହୃଦୟ ରୁ ହିନ କରିଥାଏ । ଏପରି ସ୍ଥିତି ରେ ବ୍ୟକ୍ତି ଡ଼ ଅଲୌକିକ ଶକ୍ତି ବା ଭଗବାନଙ୍କର ନିକଟତର ହୋଇଥାଏ ।

ବ୍ୟକ୍ତି ନିଜ ପ୍ରାର୍ଥନା ମାଧ୍ୟମ ରେ ଭଗବାନ ଙ୍କ ଠାରେ କହିଥାଏ । ସେହି ପ୍ରାର୍ଥନା ସୁଖ ସମୟର ହେଉ ବା ଦୁଖ ସମୟ ହେଉ ବ୍ୟକ୍ତି ମାନେ ମାନେ ସ୍ମରଣ କରିଥାଏ । ଜୀବନରେ ପରିସ୍ଥିତି ର ସାମନା ପ୍ରାୟତ ସବୁ ମଣିଷ କରିଥାଏ । ଏହା କୌଣସି ନୂଆ କଥା ନୁହେ । ପ୍ରତେକ ପ୍ରାଣୀ ଏହି ସମସ୍ଯା ଘେର ରେ ଛନ୍ଦି ହୋଇ ରହିଛନ୍ତି । କିନ୍ତୁ ଭଗବାନ ଙ୍କ ନିକଟେ ପ୍ରାର୍ଥନା କରିବା ଦ୍ଵାରା ମଣିଷ ଜୀବନର ସବୁ ଦୁଖ କଷ୍ଟ ଡ଼ ନିବାରଣ ହେବା ସହ ଦୂର ହୋଇଥାଏ ।

ପ୍ରାର୍ଥନା ରେ ଏତେ ଶକ୍ତି ଅଛି ଯେ ବ୍ୟକ୍ତି ନିଜ ଭାଗ୍ୟ କୁ ମଧ୍ୟ ବଦଳାଇ ପାରେ । ଆଜି ଆମେ ଆପଣ ମାନଙ୍କୁ କିପରି ଭାବେ ପ୍ରାର୍ଥନା କରିଲେ ବ୍ୟକ୍ତି ଜୀବନରେ ସବୁ ମନସ୍କାମନା ପୂରଣ ହେବା ସହ ବ୍ୟକ୍ତି ସଫଳ ହେବ ସେହି ବିଷୟରେ କହିବାକୁ ଯାଉଛୁ । ଅନେକ ସମୟରେ ବ୍ୟକ୍ତି ପ୍ରାର୍ଥନା କରିବା ଭୁଲ ହୋଇଥିବା ଯୋଗୁ ଜୀବନରେ ସେ ସଫଳ ହୋଇପାରେ ନାହି । ଯେବେ ବ୍ୟକ୍ତି ପ୍ରାର୍ଥନା କରିଥାଏ ତେବେ ତାର ଧ୍ୟାନ ଭଗବାନଙ୍କ ନିକଟରେ ନ ରହି ନିଜର ମନସ୍କାମନା ପୂରଣ ହେବାରେ ଲାଗି ରହିଥାଏ ।

ଯେପରି କି ବ୍ୟକ୍ତି ନିଜର ଚାକରି ବାବଦରେ ହେଉ ବା ଧନ ମିଳୁ ବା ବେପାରରେ ବୃଦ୍ଧି ହେଉ ବା ପରିକ୍ଷାରେ ପାସ ହେବା ଭଳି ଭାବନା ମନକୁ ଆସିଥାଏ । କିନ୍ତୁ ପୂଜା କରିବା ସମୟରେ କେବଳ ଭଗବାନଙ୍କର ଧ୍ୟାନ କରିବା ଉଚିତ । ପ୍ରାର୍ଥନା କରିବା ସମୟରେ ଏତିକି କହିବା ଉଚିତ ଯେ “ପ୍ରଭୁ ଆପଣଙ୍କ ଆଶୀର୍ବାଦ ଆମ ଉପରେ ସର୍ବଦା ରହୁ” ।

ସ୍ଵାମୀ ରାମକୃଷ୍ଣ କହୁଥିଲେ ସେ “ପିମ୍ପୁଡିର ପଦଧ୍ୱନି ଶୁଣି ପାରୁଥିଲେ” । ତେଣୁ ଯେଉଁ ସମୟରେ ଆପଣ ଭଗବାନ ଙ୍କ ନିକଟରେ ରହୁଛନ୍ତି ସେହି ସମୟରେ ନିଜର ସ୍ଵାର୍ଥ ଭାବନା କୁ ମନରେ ନ ଆଣି କେବଳ ଭଗବାନଙ୍କ ନିକଟରେ ଧ୍ୟାନ ପୂର୍ବକ ପ୍ରାର୍ଥନା କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *