ପ୍ରକୃତ ଜୀବନରେ କିପରି ଦେଖାଯାନ୍ତି କୁଆଁରି ବୋହୁ ସିରିଏଲ ର ଆକ୍ଟର ମାନେ

ଟେଲିଭିଜନ ଜଗତରେ ଅଭିନୟ କରୁଥିବା କଳାକାର ମାନଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି କଳାକାର ମାନେ ଖୁବ ଲୋକପ୍ରିୟ ହେବା ସହ ଅନେକ ସଫଳତା ମଧ୍ୟ ହାସଲ କରି ପାରିଛନ୍ତି । ସେମାନେ ଦେଖିବାକୁ ଯେତିକି ସୁନ୍ଦର ଲାଗନ୍ତି ଠିକ ସେତିକି ଷ୍ଟାଇଲିସ ଓ ବ୍ୟକ୍ତିତ୍ବ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଥାନ୍ତି ।

କିଛି କଳାକାର ମାନଙ୍କର ଅଭିନୟ ଏତେ ନିଆରା ଲାଗିଥାଏ ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ ମଧ୍ୟ କରନ୍ତି । ଆଜି ଆମେ ଆପଣ ମାନଙ୍କୁ “କୁଆଁରୀ ବୋହୁ” ସିରିଏଲ ରେ ଅଭିନୟ କରୁଥିବା କଳାକାର ମାନେ ରିୟଲ ଲାଇଫରେ ଦେଖିବାକୁ କେମିତି ସେହି ବିଷୟରେ କହିବାକୁ ଯାଉଛୁ । ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ “କୁଆଁରୀ ବୋହୁ” ଆପଣ ଏମାନେ ନିଶ୍ଚୟ ଦେଖୁଥିବେ । ଏହି ସିରିଏଲରେ ସାଇ ଓ ଶ୍ରଦ୍ଧାଙ୍କ ଯୋଡିକୁ ଦର୍ଶକ ମାନେ ବେଶ ପସନ୍ଦ କରୁଛନ୍ତି ।

୧- “ଦେବିକା ରାଣୀ” : ଏହି ସିରିଏଲରେ ସାଇଙ୍କ ଠାକୁମା ଭୂମିକାରେ ଦେବିକାରାଣୀ ଅଭିନୟ କରୁଛନ୍ତି । ସେ ଟିଭିରେ ଦେଖିବାକୁ ଯେତିକି ଷ୍ଟ୍ରିଟ ରିୟଲ ଲାଇଫରେ ତାର ବିପରୀତ ଅଟନ୍ତି । ତାଙ୍କର ହେୟାର ଷ୍ଟାଇଲ ଠାରୁ ଆରମ୍ଭ କରି ଡ୍ରେସ ଯାଏଁ ସବୁ ଅଲଗା ରହିଛି ।

୨- “ସବିତା” : ଏହି ସିରିଏଲରେ ଦେବାରାଣୀଙ୍କ ଝିଅ ଭୂମିକାରେ ସବିତା ନଜର ଆସୁଛନ୍ତି । ସେ ଟିଭିରେ ଦେଖିବାକୁ ଯେତେ ନିରୀହ ଲାଗନ୍ତି ରିୟାଲ ଲାଇଫରେ ପୁରା ଚୂଲବୁଲି ଅଟନ୍ତି । ଏହା ଛଡା ତାଙ୍କର ଡ୍ରେସ ଓ ହେୟାର ଷ୍ଟାଇଲ ମଧ୍ୟ ଅଭିନୟ ଠାରୁ ଅଲଗା ରହିଛି ।

୩- “କବିତା’ : ଏହି ସିରିଏଲରେ ଦେବାରାଣୀଙ୍କ ବଡ ଝିଅ ଭୂମିକାରେ କବିତା ନଜର ଆସୁଛନ୍ତି । ସେ ଟିଭିରେ ଦେଖିବାକାଉ ଯେତିକି ସୁନ୍ଦର ରିୟଲ ଲାଇଫରେ ମଧ୍ୟ ସେତିକି ସୁନ୍ଦର ଓ ତାଙ୍କର ହେୟାର ଷ୍ଟାଇଲ ଖୁବ ନିଆରା ଅଟେ ।

୪- “ସାଇ” : ଏହି ସିରିଏଲରେ ମୁଖ୍ୟ ଅଭିନେତା ଭାବେ ସାଇ ନଜର ଆସୁଛନ୍ତି । ସେ ଟିଭି ଦୁନିଆ ଅପେକ୍ଷା ରିୟଲ ଲାଇଫରେ ଦେଖିବାକୁ ହ୍ୟାଣ୍ଡସମ ଓ ସୁନ୍ଦର ଅଟନ୍ତି ।

୫- “ଶ୍ରଦ୍ଧା” : ଏହି ସିରିଏଲରେ ମୁଖ୍ୟ ନାୟିକା ଭାବେ ଶ୍ରଦ୍ଧା ନଜର ଆସୁଛନ୍ତି । ସେ ଏହି ସିରିଏଲରେ ଦେଖିବାକୁ ଯେତିକି ସରଳ ଓ ସଂସ୍କାରୀ ରିୟଲ ଲାଇଫରେ ଦେଖିବାକୁ ବହୁତ ସ୍ମାର୍ଟ ଓ ସୁନ୍ଦର ଲାଗନ୍ତି ।

୬- “କାମିନୀ” : ଏହି ସିରିଏଲରେ ଦେବିକାରାଣୀଙ୍କ ବୋହୁ ଭୂମିକାରେ କାମିନୀ ନଜର ଆସୁଛନ୍ତି । ରିୟଲ ଲାଇଫରେ ସେ ଦେଖିବାକୁ ବହୁତ ସୁନ୍ଦର ଲାଗନ୍ତି ।

୭- “ଜିତୁ ମଙ୍ଗରାଜ” : ଏହି ସିରିଏଲରେ ସବିତାଙ୍କ ସ୍ଵାମୀ ଭୂମିକାରେ ଜିତୁ ମଙ୍ଗରାଜ ନଜର ଆସୁଛନ୍ତି । ରିୟଲ ଲାଇଫରେ ସେ ଦେଖିବାକୁ ବହୁତ ସ୍ମାର୍ଟ ଲାଗନ୍ତି ।

୮- “ବିଷ୍ଣୁ” : ଏହି ସିରିଏଲରେ ସାଇଙ୍କ ବାପା ଭୂମିକାରେ ବିଶୁଣୁ ନଜର ଆସୁଛନ୍ତି । ରିୟଲ ଲାଇଫରେ ସେ ଦେଖିବାକୁ ବହୁତ ହ୍ୟାଣ୍ଡସମ ଲାଗନ୍ତି ।

୯- “ବର୍ଷା” : ଏହି ସିରିଏଲରେ ଖଲାନାୟିକା ଭୂମିକାରେ ବର୍ଷା ନଜର ଆସୁଛନ୍ତି । ରିୟଲ ଲାଇଫରେ ସେ ଦେଖିବାକୁ ବହୁତ ଗରଜେସ ଓ ତାଙ୍କର ଡ୍ରେସ ଷ୍ଟାଇଲ ମଧ୍ୟ ନିଆରା ଅଟେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *