ନା ଝଡ଼ିବ ନା ଛିଡିବ ୨ ସପ୍ତାହରେ କେଶ ବଢ଼ାନ୍ତୁ ? କେଶକୁ ଲମ୍ବା କରିବାର ପ୍ରାକୃତିକ ତେଲ ?

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ତେଲ ବିଷୟରେ କହିବାକୁ ଯାଉଛୁ ଯାହାର ବ୍ୟବହାର କରିଲେ କେଶ ଝଡିବା ବା ଛିଡିବା ସମସ୍ୟର ସମାଧାନ ହେବ । ଏହା ଛଡା ଏହି ତେଲ ର ବ୍ୟବହାର ଦ୍ଵାରା କେଶ ବଢିବାରେ ମଧ୍ୟ ଲାଗିବ ।

ଆଜିକାଲି ଲୋକ ମନେ ଯେଉ ତେଲ ବ୍ୟବହାର କରୁଛନ୍ତି ସେଥିପାଇଁ କେଶ ଝଡିବା ସହ କେଶ ଲମ୍ବା ହେଉ ନାହି ବରଂ ଅନେକ ସମସ୍ଯା ସୃଷ୍ଟି ହେଉଛି । ତେବେ ଆସନ୍ତୁ ଜାଣିବା ଏହି ତେଲ କୁ ପ୍ରସ୍ତୁତ କରିବା ପାଇଁ କଣ କରିବା ଉଚିତ ଓ କିଭଳି ଭାବେ ଏହା ପ୍ରସ୍ତୁତ କରାଯିବ ।

ଏହି ତେଲକୁ ତିଆରି କରିବା ପାଇଁ ଯେଉଁ ସାମଗ୍ରୀର ଆବଶ୍ୟକତା ରହିଛି କଞ୍ଚା ରସୁଣ ଯାହା କେଶ ଝଡିବା ସମସ୍ୟାରୁ ମୁକ୍ତି ଦେଇଥାଏ । ଏଥିରେ ଥିବା ଭିଟାମିନ ଓ ମିନେରାଲ୍ସ ଆମ କେଶ ଝଡିବା ବନ୍ଦ କରିବା ସହ ସୂର୍ଯ୍ୟ କିରଣରୁ ହେଉଥିବା କ୍ଷତି ରୁ ଆମ କେଶକୁ ରକ୍ଷା କରିଥାଏ । ଯାହା ଦ୍ଵାରା ଆମ କେଶ ଧଳା ପଡେ ନାହି ବରଂ କଳା ଓ ସାଇନିଙ୍ଗ ଦେଖାଯାଏ ।

ରସୁଣ ର ୫ରୁ ୬ ଟି ପାଖୁଡା ନେଇ ସେଥିରୁ ଚୋପା ବାହାର କରି ଦିଅନ୍ତୁ । ଏହା ପରେ ରସୁଣକୁ ଟିକି ଟିକି କରି କାଟି ଏହାକୁ କୌଣସି ଏକ ଛୋଟ ପାତ୍ର ରେ ରଖନ୍ତୁ । ଏହା ପରେ ଯେଉଁ ଜିନିଷ ଅବଶ୍ୟକତା ରହିଛି ତାହା ହେଉଛି ସୋରିଷ ତେଲ ଯାହାକୁ ୧୦ରୁ ୧୨ ଚାମଚ ରସୁଣ ଥିବା କାଚ ପାତ୍ର ରେ ମିଶାନ୍ତୁ । ଏହା ପରେ ରହିଛି ନଡିଆ ତେଲ ଯାହାକୁ ୪ରୁ ୫ ଚାମଚ ମିଶାନ୍ତୁ ।

ଏହା ପରେ ଏହି ୩ଟି ଜିନିଷର ଭଲ ଭାବେ ମିଶ୍ରଣ କରି ଦିଅନ୍ତୁ । କୌଣସି ଜିନିଷର ପରିଣାମ ସେତେବେଳେ ଦେଖିବାକୁ ମିଳିଥାଏ ଯେତେବେଳେ ତାହାର ସଠିକ ବ୍ୟବହାର କରାଯାଏ । ଏହି ତେଲ କୁ ବ୍ୟବହାର କରିବା ପୂର୍ବ ରୁ ଏହାକୁ କିଛି ସମୟ ପୂର୍ବ ରୁ ଖରା ରେ ରଖନ୍ତୁ । ଏହା ପରେ ଆପଣ ନିଜ କେଶ ରେ ଭଲ ଭାବେ ମଶାଚ କରି ପାରିବେ ।

ଏହି ତେଲ କୁ କେଶରେ ଲଗାଇବା ପରେ ଗୋଟେ ଘଣ୍ଟା ଯାଏଁ କେଶ କୁ ସେମିତି ରଖନ୍ତୁ । ଏହା ପରେ ଆପଣ ନିଜ କେଶ କୁ ଧୋଇ ପାରିବେ । ଏହି ତେଲର ବ୍ୟବହାର ସପ୍ତାହ କୁ ୩ ଥର କରି ପାରିବେ । ଏହ ତେଲକୁ ମାତ୍ର ଦୁଇ ସପ୍ତାହ ବିବାହ କରିବା ପରେ ଜଣା ପଡିବ ଯେ କେଶ ଲମ୍ବା ଓ ଘନ ହୋଇଛି । ଏହା ଛଡା କେଶ ଝଡିବା ସମସ୍ଯା ମଧ୍ୟ ଦୂର ହୋଇଯିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏଲ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *