ବହୁତ ଥର ଏମିତି କୁହାଯାଏ କି ଯେବେ କେଉଁ ବ୍ୟକ୍ତିଙ୍କ ଭାଗ୍ୟ ଚମକିବବାର ହୋଇଥାଏ ବା ମା ଲକ୍ଷ୍ମଙ୍କର ତାଙ୍କ ଉପରେ ଦୟାବାନ ହୋଇଥାନ୍ତି ତେବେ ତାଙ୍କୁ କେତେ ପ୍ରକାରର ସଂକେତ ଆସିଥାଏ । କାଳ ରେ ଆମ ମସ୍ତିଷ୍କ ବହୁତ ସମ୍ବେଦନ ଶୀଳ ହୋଇଥାଏ । ଏମିତିରେ ଯଦି ସେ ସଂକ୍ରାତ୍ମକ କଥା ଗ୍ରହଣ କରିଥାନ୍ତି, ତେବେ ଜୀବନରେ ସକାରାତ୍ମକ ଘଟଣା ସବୁ ଘଟିଥାଏ । କିନ୍ତୁ ଯଦି ଲଗାତାର ନାକାର୍ତ୍ମକତା ଗ୍ରହଣ କରନ୍ତି ତେବେ ଜୀବନରେ ନାକାର୍ତ୍ମକତା ଘଟିଥାଏ । ଆମ ସକାଳ ଯଦି ଶୁଭ ଦର୍ଶନ ଏବଂ ଶୁଭ କାର୍ଯ୍ୟ ସହିତ ଆରମ୍ଭ ହେବ ତେବେ ସମ୍ପୂର୍ଣ୍ଣ ଦିନ ମଧ୍ୟ ଶୁଭ ହେବ ।
ଯଦି ଆପଣଙ୍କର ସକାଳ ଉଠିବା ସମୟରେ ନଡିଆ ଦେଖା ଯାଏ , ତେବେ ଏହା ଗୋଟେ ଶୁଭ ସଂକେତ ବୋଲି ଜଣାଯାଏ ।
ଯଦି ସକାଳେ ଉଠିବା ସମୟରେ ଯଦି ଶଙ୍ଖ ବା ମନ୍ଦିରର ଘଣ୍ଟର ଶବ୍ଦ ଶୁଭେ ତେବେ ଏହା ଶୁଭ ବୋଲି ଜଣାଯାଏ ।
ଯଦି ସକାଳେ ଉଠିବା ସମୟରେ ଶଙ୍ଖ, ମୟୂର, ହଂସ ବା ଫୁଲ ଦେଖାଯାଏ ତେବେ ଏହା ଶୁଭ ବୋଲି ଜଣାଯାଏ ।
ଯଦି ସକାଳୁ ଘରୁ ବାହାରିବା ସମୟରେ ଆପଣକୁ କେହି ସଫାକରୁଥିବା ବ୍ୟକ୍ତି ଦେଖାଯାଏ ତେବେ ଏହାକୁ ମଧ୍ୟ ଶୁଭ ସଂକେତ ବୋଲି କୁହାଯାଏ ।
ଧର୍ମଗ୍ରନ୍ଥ ଓ ଋଷିି ମୁନିମାନଙ୍କ ଅନୁସାରେ ଏହା କୁହାଯାଏକି ଆମ ହାତର ପାପୁଲିରେ ଦେବୀମାନେ ସକ୍ରିୟ ନିବାସ କରିଥାନ୍ତି । ଶେଷ: ସକାଳୁ ସକାଳୁ ହାତକୁ ଦେଖିବା ଶୁଭ ହୋଇଥାଏ ।
ଯଦି ସକାଳୁ ଉଠିବ ସମୟରେ ଗାଈ ଦେଖନ୍ତି ବା ତାଙ୍କର ଶବ୍ଦ ଶୁଣା ଯାଉଥାଏ ତେବେ ଜାଣିବେ ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ ।
ଯଦି ଆପଣଙ୍କର ସକାଳୁ ସକାଳୁ ଜଳ ପକ୍ଷୀ , ଧଳା ଫୁଲ , ହାଥି, ମିତ୍ର ଇତ୍ୟାଦି ଦେଖିବା ମଧ୍ୟ ଶୁଭ ଅଟେ ।
ସକାଳ ସମୟରେ ନିଆଁ ଦେଖିବା ବା ଯଜ୍ଞ ଦେଖିବା ଏହାକୁ ମଧ୍ୟ ଶୁଭ ବୋଲି ଜଣାଯାଏ ।
ଗୋବର, ସୁନା, ତମ୍ଭା , ନୀଳ ଘାସ ଦେଖିବା ଶୁଭ ବୋଲି ଜଣାଯାଏ ।
ସକାଳୁ ସକାଳୁ ଶ୍ରୀଙ୍ଗାର କରିଥିବା ବିବାହିତ ସ୍ତ୍ରୀ ଦର୍ଶନ ବହୁତ ବଡ଼ ଶୁଭ ବୋଲି କୁହାଯାଏ । ଯଦି ଆପଣ ମଧ୍ୟ ଏହିଭଳି କିଛି ଦେଖନ୍ତି ବା ଶୁଣନ୍ତି ତେବେ ବୁଝି ଯାଅନ୍ତୁ ଆପଣଙ୍କ ଭାଗ୍ୟ ମଧ୍ୟ ଖୋଲିବାକୁ ଯାଉଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।