ଏହି ବର୍ଷ ଏହି ୫ଟି ରାଶି ଉପରେ ମାତା ଲକ୍ଷ୍ମୀଙ୍କର ରହିବ କୃପା, ଧନ ଏବଂ ସୁଖ ସମୃଦ୍ଧିରେ ଭାରିଯିବ ଜୀବନ

ହିନ୍ଦୁ ଧର୍ମ ରେ ଗ୍ରହ ଚଳନ ସାହାଯ୍ୟରେ ଆସନ୍ତା ଘଟଣା ବିଷୟରେ ସଂକେତ ପ୍ରାପ୍ତ ହୋଇଥାଏ ଏବଂ ଗ୍ରହ ଚଳନ ସାହାଯ୍ୟରେ ଆପଣ ଜାଣି ପାରିବେ ଅପନଙ୍କ ଆସନ୍ତା ସମୟ କେମିତି ହବ, ଏହାର ସୂଚନା ଗ୍ରହଣ କରା ଯାଇ ପାରିବ । ଏହି ବର୍ଷ ୫ଟି ରାଶିଙ୍କ ପାଇଁ ବହୁତ ଉତ୍ତମ ଅଟନ୍ତି, ଏବଂ ଜ୍ୟୋତିଷ ଅନୁଯାଇ ଏହି ବର୍ଷ ଏହି ୫ଟି ରାଶିଙ୍କ ଜାତକ ରେ ଧନ ବର୍ଷା ହବ । ତେବେ ଆଶାନୁତ ଜାଣିବା ସେହି ସବୁ ରାଶି ମାନଙ୍କ ବିଷୟରେ ।

ପ୍ରଥମ ରାଶି : ମେଷ

ମେଷ ରାଶି ଲୋକଙ୍କୁ ଏହି ବର୍ଷ ଆର୍ଥିକ ଲାଭ ହବ ଏବଂ ଏହି ରାଶି ଆଜି ଆପଣଙ୍କ ଆତ୍ମବିଶ୍ଵାସ ବଢିବାକୁ ଲାଗିବ, ଆଜି ଆପଣଙ୍କ ବିବାହିତା ଜୀବନ ରେ କିଛି ଚିନ୍ତା ର ବିଷୟ ହୋଇ ପାରେ, ଶାରୀରିକ ଓ ମାନସିକ ରୂପରେ ଆଜି ଆପଣ ଖୁସି ରହିବେ, ଆପଣଙ୍କ ପାଖରେ ନୂଆ କାର୍ଯ୍ୟ କରିବା ପାଇଁ ଉପାୟ ଆସି ପାରେ, ଲୋଭ ରେ ନ ଫସିବା ପାଇଁ ଗଣେଶ ଠାକୁର କହିଛନ୍ତି ତାକୁ ସବୁବେଳେ ମନେ ରଖନ୍ତୁ । ଆଜି ଆପଣ ଯେକୌଣସି କାମ କରିବେ ତାକୁ ସଫା ମନରେ ଓ ଇମାନଦାର ହୋଇ କରିବେ ।

ଦୁତୀୟ ରାଶି : ସିଂହ

ବିଦ୍ୟାର୍ଥୀମାନଙ୍କ ଶିକ୍ଷା କ୍ଷେତ୍ର ରେ କେତେ ବଡ ଅବସର ପ୍ରାପ୍ତ ହୋଇବେ, ଏହାର ଲାଭ ଉଠାନ୍ତୁ, କାର୍ଯ୍ୟ ସ୍ଥଳ ରେ ବହୁତ ଅଧିକ ଚିନ୍ତା ଓ ପ୍ରେସର ରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ ।

ତୃତୀୟ ରାଶି : କନ୍ୟା

ଆଜି ଆପଣଙ୍କୁ ନିଜ ହୃଦୟ ର ସତ ପ୍ରେମ ମିଳିବ ଯାହା ପାଇଁ ଆପଣ ବହୁତ ଦିନ ଧରି ଅପେକ୍ଷା କରି ଥିଲେ । ଆଜି ସବୁ ଆଡେ ହସ ଖୁସି ବାତାବରଣ ରହିବ, ସାଙ୍ଗ ଓ ସମ୍ପର୍କୀୟ ଲୋକଙ୍କ ସହ ସମ୍ପର୍କ ଭଉତ ଭଲ ରହିବ ଏବଂ ଆପଣ ତାଙ୍କ ସହ ସମୟ ବିତାଇ ସୁଖ ପ୍ରାପ୍ତ କରିବେ । ଆଜି ଆପଣ ସାମାଜିକ କାର୍ଯ୍ୟ ପାଇଁ ଆକର୍ଷଣ କେନ୍ଦ୍ର ରହିବେ, ଅଫିସ ଅଧିକାରୀମାନଙ୍କ ସହ କୌଣସି କଥା ପାଇଁ ଭୁଲ ବୁଝା ମଣା ହୋଇ ପାରେ ।

ଚତୁର୍ଥ ରାଶି : ମକର

ଆଜି ବିଦ୍ୟାର୍ଥୀମାନଙ୍କୁ କମ ପରିଶ୍ରମ ଦ୍ଵାରା ଅଧିକ ସଫଳତା ଲାଭ ହବ, ପାରିବାରିକ ସମ୍ପର୍କ ଭଲ ରହିବ, ଆପଣ ଆଜି ପରିବାର ସହ ଛୁଟି ମନେଇବା ପାଇଁ ବାହାରୁକୁ ଯାଇ ପାରନ୍ତି ଯାହା ଦ୍ଵାରା ଆପଣ ବହୁତ ଆନନ୍ଦ ପାଇବେ । ଆଜି ଆର୍ଥିକ ଅସୁବିଧାର ନିବାରଣ ହବ, ସମୟ ଅନୁଯାଇ ଅଫିସ ଯାନ୍ତୁ ଏବଂ କାହାକୁ ଅଭିଯୋଗ କରିବା ପାଇଁ ସୁଯୋଗ ଦିଅନ୍ତୁ ନାହିଁ ।

ପଞ୍ଚମ ରାଶି : ମୀନ

ଶିକ୍ଷା କ୍ଷେତ୍ର ରେ ଅସୁବିଧା ସାମ୍ନା କରିବାକୁ ପଡି ପାରେ, ସନ୍ତାନ ତରଫରୁ ଆପଣଙ୍କୁ କିଛି ଖୁସିଖବର ମିଳି ପାରେ । ଆଜି ଆପଣ ନିଜ ଯୋଜନା ଗୁପ୍ତ ରଖିବେ, ସାଙ୍ଗମାନଙ୍କ ସହ ଦେଖା ଆପଣଙ୍କୁ ସୁଖ ପ୍ରଦାନ କରିବ ।

Leave a Reply

Your email address will not be published. Required fields are marked *