GK – ସକାଳେ ମେଥି ପାଣି ପିଇଲେ କେଉଁ ରୋଗ ମୂଳରୁ ଶେଷ ହୋଇଯାଏ ? 15+ GK With Answers

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।

1- ଗୋଲାପି ପିଜୁଳି କେଉଁ ରୋଗୀ ଙ୍କ ପାଇଁ ରାମବାଣ ଅଟେ ?

ଉତ୍ତର- ମଧୁମେହ ।

2- ବିଶ୍ଵ ର କେଉଁ ଦେଶରେ ପିତା ମହୁ ମିଳେ ?

ଉତ୍ତର- କାନାଡା ।

3- କେଉଁ ଜୀବ ଆଖି ରେ ଶୁଣେ ?

ଉତ୍ତର- ପାଣି ବେଙ୍ଗ ।

4- ବିଶ୍ବରେ କେଉଁ ସ୍ଥାନରେ ଚମଡା ଘର ଦେଖାଯାଏ ?

ଉତ୍ତର- ଗ୍ରୀବଲ୍ୟାଣ୍ଡ ।

5- ଆଲୋକ ପ୍ରତି ସେକେଣ୍ଡ ରେ କେତେ ଦୂର ଗତି କରେ ?

ଉତ୍ତର- 3 ଲକ୍ଷ କିମି ।

6- କେଉଁ ପକ୍ଷୀ ଜୋତା ଭୋଜନ କରେ ?

ଉତ୍ତର- ଓଟ ପକ୍ଷୀ ।

7- କେଉଁ ପ୍ରାଣୀ ଅନ୍ଧାର ରେ ଦେଖିପାରେ ?

ଉତ୍ତର- ବିଲେଇ ।

8- କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ ?

ଉତ୍ତର- କୋଇଲି ।

9- ଟାଇଟାନିକ ଜାହଜ କେଉଁ ଦେଶର ଜାହଜ ଥିଲା ?

ଉତ୍ତର- ଗ୍ରେଟ ବ୍ରିଟେନ ।

10- ସିଙ୍ଗଡା ଖାଇବା ଦ୍ଵାରା କେଉଁ ରୋଗ ହୋଇଥାଏ ?

ଉତ୍ତର- କୋଷ୍ଠ କାଠିନ୍ଯ ।

11- ପିଲାଙ୍କ ଶରୀରରେ କେଉଁ ଭିଟାମିନ ଅଭାବ ରହିଲେ ପାଠ ପଢା ରେ ମନ ଲାଗେ ନାହିଁ ?

ଉତ୍ତର- ଭିଟାମିନ-ଏ ଓ ବି ।

12- ବାସୀ ପାଣି ପିଇଲେ କେଉଁ ରୋଗ ଠିକ ହୋଇଥାଏ ?

ଉତ୍ତର- କିଡନି ରୋଗ ।

13- ଉଡନ୍ତା ବେଙ୍ଗ କେଉଁ ଠାରେ ଦେଖାଯାଏ ?

ଉତ୍ତର- ଭାରତ ।

14- କେଉଁ ତେଲ ଚୁଟି କୁ ମଜବୁତ କରିଥାଏ ?

ଉତ୍ତର- ଭ୍ରୂସଙ୍ଗ ତେଲ ।

15- ସକାଳେ ମେଥି ପାଣି ପିଇଲେ କେଉଁ ରୋଗ ମୂଳରୁ ଶେଷ ହୋଇଯାଏ ?

ଉତ୍ତର- କୋଲେଷ୍ଟ୍ରୋଲ ହ୍ରାସ, ଉଚ୍ଚ ରକ୍ତଚାପ, ଡାଇବେଟିସ, ଗଣ୍ଠିଆ ରୋଗ ଓ କିଡନି ଷ୍ଟୋନ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *